Monthly Archives

April 2021

ଲାଞ୍ଚ ନେଇ ଧରା ପଡିଲେ କର୍ଲାମୁଣ୍ଡା ରାଜ‌ସ୍ୱ ନିରୀକ୍ଷକ

କଳାହାଣ୍ଡି, (ପି.କେ. ସାହୁ) : କର୍ଲାମୁଣ୍ଡା ତହସିଲର ବିଭିନ୍ନ ଆର୍‌ଆଇ ସର୍କଲରେ ଦୁର୍ନୀତି ହେଉଥିବା ଚର୍ଚ୍ଚା ହୋଇଆସୁଛି । ଭିଜିଲାନ୍ସ ଜାଲରେ ଜଣେ ବଡମୁଣ୍ଡ ଧରାପଡ଼ିବା ପରେ ଏହା ଅଧିକ ସ୍ପଷ୍ଟ ହୋଇଛି । ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨ହଜାର ଟଙ୍କା
Read More...

ନୂତନ ଥାନାଧିକାରୀ ଭାବରେ ଯୋଗ ଦେଲେ ସତ୍ୟ ନାରାୟଣ ପ୍ରଧାନ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନାରେ ନୂତନ ଥାନାଧିକାରୀ ଭାବରେ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇଛନ୍ତି । ଏଠାରେ ଥିବା ଥାନାଧିକାରୀ ଜୟଦେବ ତାରିଣୀଙ୍କପାଖରୁ ସେ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି । ତେବେ ଏଥି ପୂର୍ବରୁ ସେ କଳାହାଣ୍ଡି ମୁଖ୍ୟାଳୟରେ
Read More...

ଦେଓଗାଁ ବ୍ଲକରେ ଅତ୍ୟାଧୁନିକ ସିଏଚସି କୋଠା ନିର୍ମାଣ ଦାବୀ କଲେ ବ୍ଲକ ଅଧ୍ୟକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଠାରେ ଏକ ଅତ୍ୟାଧୁନିକ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) କୋଠା ଗୃହ ନିର୍ମାଣ କରିବା ପାଇଁ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଦାବୀ କରିଛନ୍ତି । ଏନେଇ ସେ ବିଧିବଦ୍ଧ ଭାବରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ
Read More...

ଜନସେବାରେ ସମର୍ପିତ ଆଦିବାସୀଙ୍କ ଆବାଜ ବ୍ରଜକିଶୋର ସିଂ ଭୋଇଙ୍କ ବିୟୋଗରେ ଶୋକସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ବ୍ଳକ ଶାଖା ତରଫରୁ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ବର୍ଷିଆନ ଆଦିବାସୀ ମସିହା ସଂଘର ଜିଲ୍ଲା ସଭାପତି ‌ସ୍ୱର୍ଗତ ବ୍ରଜକିଶୋର ସିଂଭୋଇଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା
Read More...

କୋରୋନା ବେମାର୍ ଉପରେ ସଚେତନ୍ କଲା ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ପଶ୍ଚିମ୍ ଓଡ଼ିଶା କୋରୋନାର ହଟ୍ ସ୍ପଟ୍ ପାଲ୍‌ଟିଥିଲା ବେଲେ ବୋର୍ଡର୍ ଜିଲ୍ଲା ସୁନ୍ଦରଗଡ଼୍ ନେ ଲୋକ୍ ମାନକୁ କୋରୋନା ବେମାର୍ ଉପରେ ସଚେତନ୍ କରିଛେ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ । ପ୍ରତ୍ୟେକ୍ ଦିନ୍ ହଜାର୍ ହଜାର୍ ଲୋକ୍ କୋରୋନା ଆକ୍ରାନ୍ତ ହଉଛନ୍ ।
Read More...

କଂଗ୍ରେସ ଦଳର ବରିଷ୍ଠ ନେତା ବଲାଙ୍ଗିର ବିଧାୟକ ନରସିଂହଙ୍କ ଆଶୁ ଆରୋଗ୍ୟ କାମନା କଲେ ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଦୁଇ ଦିନ ତଳେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ । ସେ କହିଛନ୍ତି ଯେ, ନରସିଂହ ମିଶ୍ର ବଲାଙ୍ଗିର
Read More...

କରୋନାରେ ଲାଞ୍ଜିଗଡ଼ର ଜଣେ ଯୁବକଙ୍କ ମୃତ୍ୟୁ : ସହରକୁ ସଟଡାଉନ୍ କରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ

୩ଦିନ ଦୋକାନ ବଜାର ବନ୍ଦ ରଖିବା ପାଇଁ ଲାଞ୍ଜିଗଡ ବଣିକ ସଂଘର ନିଷ୍ପତ୍ତିକଳାହାଣ୍ଡି, (ପି. କେ. ସାହୁ) : କରୋନାରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ଲାଞ୍ଜିଗଡ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏନେଇ ଗୁରୁବାର ସନ୍ଧ୍ୟାରେ ଲାଞ୍ଜିଗଡ ହାଇସ୍କୁଲ ପଡିଆ ଠାରେ ଲାଞ୍ଜିଗଡର
Read More...

ଆଦିବାସୀ ନେତା ବ୍ରଜ କିଶୋର ସିଂଭୋଇଙ୍କ ବିୟୋଗରେ ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ବ୍ରଜ କିଶୋର ସିଂଭୋଇଙ୍କ ବିୟୋଗରେ ଶୁକ୍ରବାର ଦିନ ତୁରେକେଲା ଆଦିବାସୀ କଲ୍ୟାଣ ସଂଘଦ୍ୱାରା ଶୋକସଭା ପାଳନ କରାଯାଇଛି । ତୁରେକେଲା ଶାଖା ସଭାପତି ଚୌବନ କିଶୋର ମାଝିଙ୍କ ଦ୍ୱାରା ଆହୁତ ଶୋକସଭାରେ ତୁରେକେଲା ଅଂଚଳର
Read More...

ଅକ୍‌ସିଜେନ୍‌ ଅଭାବ ହେତୁ ଗଙ୍ଗାରାମ ଡାକ୍ତରଖାନାରେ ୨୫ ଜଣ ରୋଗୀ ମୃତ୍ୟୁ, ୬୦ ଜଣଙ୍କର ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀର ସର୍ ଗଙ୍ଗାରାମ ହସ୍ପିଟାଲରେ ଅକ୍‌ସିଜେନ୍‌ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, କମ୍ ଅକ୍‌ସିଜେନ୍‌ ଯୋଗୁଁ ୨୫ ଜଣ ଅତି ଅସୁସ୍ଥ ରୋଗୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ରହିଛି । ଏହି ସମୟରେ, ସର୍ ଗଙ୍ଗାରାମ
Read More...

କିସ୍‌ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କୁ ତୁରେକେଲା ଶାଖା ଆଦିବାସୀ କଲ୍ୟାଣ ସଂଘ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମର କିସ୍‌ ଭୁବନେଶ୍ୱରରେ ଅଧ୍ୟୟନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ୧୧ତମ ପର୍ଯ୍ୟାୟର ଶୁଖିଲା ଖାଦ୍ୟ ଶୁକ୍ରବାର ଦିନ କଂଟାବାଂଜିରେ ବଂଟନ କରାଯାଇଛି । କିସ୍‌ ଭୁବନେଶ୍ୱରରେ ବ୍ଲକର ୧୦୫ଟି ଛାତ୍ରୀଛାତ୍ର
Read More...