Monthly Archives

April 2021

ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ଗୀତ କୁଡ଼ିଆଣୀ ବେଲଦେଇ’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡ଼ିଆ) : ବିଶ୍ୱ ପୁସ୍ତକ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ସାରସ୍ୱତ ସାଧକ ତଥା ଓଡିଶାର ଜଣାଶୁଣା ଲେଖକ ଫକୀର ଚରଣ ପାଢ଼ୀଙ୍କ ରଚିତ ଜୀବନୀ ପୁସ୍ତକ 'ଗୀତ କୁଡ଼ିଆଣୀ ବେଲଦେଇ' ସମାଜସେବୀ ଡାକ୍ତର କ୍ଷେତ୍ରବାସୀ ପ୍ରଧାନଙ୍କ
Read More...

କାଲିଠାରୁ ସପ୍ତାହାନ୍ତ ସଟଡାଉନ୍, ସଇଁନ୍ତଲାରେ ବି ସମ୍ପୂର୍ଣ୍ଣ ବନ୍ଦ ରହିବ ଦୋକାନ ବଜାର

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସଂକ୍ରମଣକୁ ରୋକିବା ଲାଗି ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ଓ ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳ ତଥା ତୁଷୁରା, ପାଟଣାଗଡ଼ ଓ କଂଟାବାଂଜି ଏନ୍‌ଏସି ଅଂଚଳ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ପାଇଁ ପ୍ରଶାସନ ପକ୍ଷରୁର ପ୍ରସ୍ତୁତି ଆରମ୍ଭ
Read More...

ମାନବିକତାର ଉଦାହରଣ : ହାତ ବଢାଇଲେ ସାମାଜିକକର୍ମୀ, ଫେରୁଛି ଚୁମ୍‌କିର ଶବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବନ ବଞ୍ଚାଉଥିବା ଡାକ୍ତର ତଥା ଡାକ୍ତରଖାନା ସାମନ୍ୟ କିଛି ପାଇସା ପାଇଁ ଶବକୁ ମଧ୍ୟ ବନ୍ଧା ରଖିବାରେ ପଛାଉ ନଥିବା ବେଳେ କିଛି ସମାଜିକ କର୍ମୀ କିଭଳି ଦେବଦୂତ ସାଜି ସାହାଯ୍ୟର ହାତ ବଢାନ୍ତି, ଆଜି ତାର ଏକ ବିଶେଷ ଉଦାହରଣ ଦେଖିବାକୁ ମିଳିଛି । ଜନମାନସରେ
Read More...

ନନ୍ଦନବନକୁ ରାଜ୍ୟ ପରିବେଶ ପାର୍କ ଭାବେ ଗଢିବା ପାଇଁ ଜିଲ୍ଲାସ୍ତରୀୟ ଅଧିକିରୀଙ୍କ ପ୍ରସ୍ତୁତି ବୈଠକ

ବୌଦ୍ଧ, (ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପରିବେଶ ଉଦ୍ୟାନ (ନନ୍ଦନ ବନ) ବୌଦ୍ଧରେ ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବନଖଣ୍ଡ ଅଧିକାରୀ ତଥା
Read More...

ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୦, ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧ : ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୦ ରହିଥିବା ବେଳେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧ ଏବଂ ବଲାଙ୍ଗିର ପୌରାଂଚଳରୁ ୫୯ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୦ରୁ ୨, ୧୧ରୁ ୩,
Read More...

ରବି ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ
Read More...

କରୋନା ସଚେତନତା ସହ ହାଇଜିନ କିଟ୍‌ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜିଲ୍ଲା ଜୁନିୟର ରେଡ଼କ୍ରସ ତରଫରୁ ସଇଁନ୍ତଲା ବ୍ଳକ ଭନ୍ଦ୍ରା ପଞ୍ଚାୟତ ଚିତାମରା ଗ୍ରାମରେ କରୋନା ସଚେତନତା ସହ ହାଇଜିନ କିଟ୍‌, ସାବୁନ, ମାସ୍କ ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଓ ଜିଲ୍ଲା ଜୁନିୟର ରେଡ଼କ୍ରସ
Read More...

ସୁବର୍ଣ୍ଣପୁର ପ୍ରଶାସନ ତରଫରୁ ଜିଲ୍ଲାରେ କୋଭିଡ କଟକଣା ନିମନ୍ତେ ମାର୍ଗଦର୍ଶିକା ଜାରି

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ଭୁତାଣୁର ନୂତନ ପ୍ରତିରୂପର ଦୃତ ଓ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣର ପ୍ରତିରୋଧ ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗୀୟ ଆଦେଶନାମା କ୍ରମେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ପାଇଁ ସପ୍ତାହାନ୍ତ ସଟ୍
Read More...

କୋଭିଡ ନିୟମ ଉଲଂଘନ ଅଭିଯୋଗରେ ୧୧ଟି ଦୋକାନ ସିଲ୍‌ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ଷୀପ୍ର ବେଗରେ ବ୍ୟାପୁଛି କରୋନା । ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଯୋଗୁଁ ଏବେ ରେଡ୍‌ ଜୋନ୍‌ରେ ଅଛି ବଲାଙ୍ଗିର । ଏଇଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରାଯାଇଛି । କିନ୍ତୁ
Read More...

ପଦ୍ମପୁରରେ କୋଭିଡ କେୟାର ସେଣ୍ଟର ପାଇଁ ଦାବୀ କଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋଭିଡ଼ ମହାମାରୀର ପ୍ରଚନ୍ଦକାୟ ଭୟାବହତା ବଢ଼ିବାରେ ଲାଗିଥିବା ବେଳେ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଏକ ମରୁଡି ପ୍ରପୀଡ଼ିତ ଅଞ୍ଚଳ ଏଣୁ ଏହି ଅଞ୍ଚଳର ଲୋକମାନଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ । ବର୍ତ୍ତମାନ ସାରା ଭାରତ ବର୍ଷରେ
Read More...