Monthly Archives

April 2021

ରାଜ୍ୟରେ ଆଜି ୮ ଜଣ‌ଙ୍କ ଜୀବନ ନେଲା କରୋନା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ବିସ୍ଫୋରଣ ମୁହାଁ ଏବେ କରୋନା ସଂକ୍ରମଣ । ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅନ୍ୟପଟେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ରାଜ୍ୟରେ ଆଜି ୮ ଜଣ‌ଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ
Read More...

ବିଜାପୁରରୁ ଅପହୃତ ଯବାନଙ୍କୁ ଅପହରଣର ତିନି ଦିନ ପରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଲେ ମାଓବାଦୀ

ବିଜାପୁର : ବିଜାପୁରରୁ ଅପହୃତ ଯବାନଙ୍କୁ ଅପହରଣର ତିନି ଦିନ ପରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଛ‌ନ୍ତି ମାଓବାଦୀମାନେ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଜଗଦଲପୁରରେ କାର୍ଯ୍ୟରତ ଥିଲେ ଡିଆରଜି ଯବାନ ସବ-ଇନିସପେକ୍ଟର ମୁରଲି ତାତି । ଛୁଟିରେ ନିଜ ଘର ବିଜାପୁର ଜିଲ୍ଲାର ଗାଙ୍ଗାଲୁର
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୨ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୮୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୪୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

ଟ୍ରେନ୍‌କୁ ରୋକିଲେ ମାଓବାଦୀ, ଖୋଲିଦେଲେ ଗୋଟିଏ ବଗି ଓ ଇଞ୍ଜିନ୍

ମାଲକାନଗିରି : ଟ୍ରେନ୍‌କୁ ଅଟକାଇ ଟ୍ରେନ୍‌ରେ ବସିଥିବା ଯାତ୍ରୀଙ୍କୁ ମାଓବାଦୀମାନେ ପୋଷ୍ଟର ବାଣ୍ଟିଛନ୍ତି । ଆସନ୍ତା ୨୬ ତାରିଖରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସୂଚନା ମୁତାବକ, ଶତାଧିକ ମାଓବାଦୀ ଶୁକ୍ରବାର ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଏକ
Read More...

ଅଭିନେତା ଲଲିତ ବାହଲଙ୍କ କରୋନାରେ ମୃତ୍ୟୁ : ‘ମେଡ୍‌ ଇନ୍‌ ହେଭେନ୍‌’ ଏବଂ ‘ଜଜ୍‌ମେଂଟାଲ୍‌ ହୈ କ୍ୟା’ରେ…

ମୁମ୍ବାଇ : ଭେଟେରାନ୍‌ ଅଭିନେତା ତଥା ନିର୍ମାତା ଲଲିତ ବାହଲ କୋଭିଡ -୧୯ ସହ ଜଡିତ ଜଟିଳତା ହେତୁ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ପୁଅ ନିର୍ଦ୍ଦେଶକ କାନୁ ବାହଲ ଏହି ସୂଚନା ଦେଇଛନ୍ତି । ସ୍ୱର୍ଗତ୍‌ ବାହଲ ‘ତିତ୍‌ଲି' ଏବଂ ‘ମୁକ୍ତି ଭବନ' ଭଳି ସଫଳ ଚଳଚ୍ଚିତ୍ରରେ କାମ କରିଛନ୍ତି । ୭୧
Read More...

ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୬୪୭ : ଖୋର୍ଦ୍ଧାରେ ସର୍ବାଧିକ ୧୧୮୯, ବଲାଙ୍ଗିରରେ ୨୩୪

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତିନି ଦିନ ଧରି ରାଜ୍ୟରେ ୬ ହଜାର ଉପରକୁ ରହିଛି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କମିବାର ନାଁ ନେଉନାହିଁ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୫୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୭୯୨ ଜଣ
Read More...

ଗାଇସିଲେଟ ଅଞ୍ଚଳରେ ବଣୁଆ ହାତୀର ଆତଙ୍କ ଖେଳୁଥିବା ବେଳେ ବନବିଭାଗ କର୍ମଚାରୀ ସୂଚନାର ଅଭାବ ଯୋଗୁଁ ମୃତ୍ୟୁ ମୁଖରୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜ଼ିଲ୍ଲା ପଦ୍ମପୁର ଉପଖଣ୍ଡ ଅଧୀନ ଗାଇସିଲେଟ ବନବିଭାଗ ଅଞ୍ଚଳ ବର୍ତ୍ତମାନ ବଣୁଆ ହାତୀ ଗାଁ ମୁହାଁ ହୋଇ ତାଣ୍ଡବ ଲୀଳା ଚଲାଇଛ‌ନ୍ତି । କିନ୍ତୁ ଗାଇସିଲେଟର ବନ ବିଭାଗ ଗାଁ ଗହଳିର ସାଧାରଣ ଲୋକଙ୍କୁ ସଚେତନ କରୁ ନାହାନ୍ତି । ଯାହାର କି ଉଦାହରଣ ହେଉଛି
Read More...

ମାଡପଟିକୁ ନେଇ ଗାଇସିଲେଟ ଥାନାରେ ଏତଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଡଙ୍ଗରମୁଣ୍ତା ଗ୍ରାମର ଡୋଲାମଣି ମେହେର (୪୭) ଗାଇସିଲେଟ ଥାନାରେ ମାଡପିଟକୁ ନେଇ ଏକ ମାମଲା ଦାଏର କରିଛନ୍ତି । ସୂଚନା ଅନୁସାରେ ଡୋଲାମଣି ତାଙ୍କର ନିଜର ଜମିକୁ ଦାନ ଦେଇ ଦାନଦିଆ ଜମି ଉପରେ ଏକ ମହିମା ମଠ
Read More...

ରାଜେନ୍ଦ୍ର ୟୁନିଭର୍‌ସିଟି କୁଳପତିଙ୍କୁ ଏଲ୍ୟୁମିନି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ୟୁନିଭର୍‌ସିଟ ଏଲ୍ୟୁମିନି ତରଫରୁ ଏକ ପ୍ରତିନିଧି ଦଳ ଆଜି ନୂଆ କରି କୁଳପତି ଭାବେ ଯୋଗ ଦେଇଥିବା ଡ. ଉମା ବଲ୍ଲଭ ମହାପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଲ୍ୟୁମିନି ସଭାପତି ଡ. ଅଭିମୁନ୍ୟୁ ମିଶ୍ର କୁଳପତିଙ୍କୁ ପୁଷ୍ପଗୁଚ୍ଛ ଦେଇ
Read More...

ସଂସ୍କୃତି ମନ୍ତ୍ରୀଙ୍କ ମଠ, ମନ୍ଦିର ଆଦି ଐତିହ୍ୟସ୍ଥଳୀ ପରିଦର୍ଶନ : ପର୍ଯ୍ୟଟନସ୍ଥଳୀ ମାନ୍ୟତା, ଭିତ୍ତିଭୂମି ବିକାଶ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ସାଉରିଆ ଓ ଘନିପୁର ଗ୍ରାମ ପଞ୍ଚାୟତରେ ଥିବା ବିଭିନ୍ନ ମଠ, ମନ୍ଦିର, ପୁଷ୍କରିଣୀ ଆଦି ପ୍ରାଚୀନ ଐତିହ୍ୟସ୍ଥଳୀ ଗୁଡ଼ିକର ପୁନରୁଦ୍ଧାର ତଥା ଭିତ୍ତିଭୂମି ବିକାଶ କରିବା ସହ ଏଠାରେ ଏକ ପର୍ଯ୍ୟଟନସ୍ଥଳୀ ହବ୍‌
Read More...