Monthly Archives

April 2021

ଯଦି ସଂଭବ ହୁଅନ୍ତା, ତେବେ ସାରା ଜଗତକୁ ପେଣ୍ଟିଂ କରି ଦିଅନ୍ତି : ପେଣ୍ଟିଂକୁ ଖୁବ୍‌ ଭଲ ପାଉଥିବା ଆଶାମଂଜରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫୁଡ୍‌ ନ୍ୟୁଟ୍ରେସନ୍‌ ପାଠ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପିଜି କରୁଥିବା ଛାତ୍ରୀ ଆଶାମଂଜରୀ ସାହୁ ପେଣ୍ଟିଂ କରିବାକୁ ଖୁବ୍‌ ଭଲ ପାଉଥିବା ବେଳେ ଯଦି ସଂଭବ ହୁଅନ୍ତା ଜଂଗତକୁ ପେଣ୍ଟିଂ କରି ଦିଅନ୍ତି ବୋଲି କୁହନ୍ତି । ଶାନ୍ତ, ଶିଷ୍ଟ ସ୍ୱଭାବର
Read More...

ଗାଇସିଲେଟ ବ୍ଲକ କେନ୍ଦୁଭଟା ଟ୍ରାଫିକ ଛକରେ ଟ୍ରାଫିକ ପେଣ୍ଡାଲ ନାହିିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କେନ୍ଦୁଭଟା ଟ୍ରାଫିକ ଛକରେ ଟ୍ରାଫିକ ପେଣ୍ଡାଲ ନାହିିଁ । ହେଲେ ପଦ୍ମପୁର ପିଡ୍ଳୁଡି ବିଭାଗର ଏଥିପ୍ରତି ଦୃଷ୍ଟି ପଡୁନାହିଁ । ଏହି ଛକଟି ଚାରୋଟି ରାସ୍ତା ଆସି ସଂଯୋଗ ହୋଇଛି । କିନ୍ତୁ ଟ୍ରାଫିକର କୌଣସି ପେଣ୍ଡାଲ ନ
Read More...

ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବରିଷ୍ଠ ନେତା ବଳରାମ ସାହୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ସୁରେଶ ପୂଜାରୀଙ୍କ ଅନୁମୋଦନ କ୍ରମେ ଆଜି ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ଭାବେ ବରିଷ୍ଠ ନେତା ବଳରାମ ସାହୁଙ୍କୁ ମନୋନୀତ କରିଛନ୍ତି । ତାଙ୍କର ମନୋନୀତ ପାଇଁ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା
Read More...

ରାଜସ୍ୱ ନିରୀକ୍ଷକଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ବୌଦ୍ଧ, (ମମତା ମହାକୁର) : ଚଳିତ ରବି ଋତୁରେ ଚାଷୀ ଧାନ ପଂଜିକରଣ କାର୍ଯ୍ୟରେ ଆବଶ୍ୟକ ରିପୋର୍ଟ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା
Read More...

ଚଙ୍ଗରିଆ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଶିକ୍ଷକ ପ୍ରମୋଦ କୁମାର ଧରୁଆଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଧରୁଆଙ୍କ ‌ସ୍ୱାମୀ ଶିକ୍ଷକ ପ୍ରମୋଦ କୁମାର ଧରୁଆଙ୍କ ଆଜି ଭୁବନେଶ୍ଵର ସ୍ଥିତ ଏମସ ହସ୍ପିଟାଲରେ କରୋନରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସ୍ଵର୍ଗତ ଧରୁଆଙ୍କ ଦେହ
Read More...

ଆଜିଠୁ ଆନ୍ଧ୍ରପ୍ରଦେଶରେ ସାତ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ଆନ୍ଧ୍ରପ୍ରଦେଶ : କରେନା ସଂକ୍ରମଣକୁ ରୋକିବା ପାଇଁ ଶନିବାର ଠାରୁ ଆନ୍ଧ୍ରପ୍ରଦେଶରେ ସାତ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ କରାଯାଇଛି । ରାତି ୧୦ ଟାରୁ ସକାଳ ୫ ଟା ପର୍ୟ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ
Read More...

ଶସ୍ତା ଅବସ୍ଥା

ସକାଲୁ ୮ ବଜେ ନିକେ ଚାହା ପିଆ ବଏସରା ଟେ କରିଛନ୍‌ ଗଏଁଠୁ ବାବୁ । ସେଟା ଫେର୍‌ ଘରେ ନେଇଁ, ଛକର୍‌ ଚାହା ଦୁକାନେ । ଯାହା ବଏଲେ ବି, ଛକେ ଚାହା ପିଇବାର୍‌ ମଜା ଅଲଗ୍‌ ଆଏ । ଗଏଁଠୁ ବାବୁ କେ ବର୍‌କସେ ଲାଗିଛେ ଛକେ ଚାହା ପିଆ ମହନି । ଠିକ୍‌ କଥା ବି । ସକାଲୁ ଉଠି କରି ଟିକେ ଚାହା
Read More...

୧୫୦ ଲିଟରରୁ ଅଧିକ ମଦ ଜବତ ସହ ମଦ ରାନ୍ଧୁଥିବା ଲୋକଙ୍କୁ ଗିରଫ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଲା‌ଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଦିନକୁ ଦିନ ଦେଶୀ ରନ୍ଧା ମଦ କାରବାର ବୃଦ୍ଧି ପାଉଥିବା ବେଳେ ବିଶ୍ୱନାଥପୁର ପୋଲିସ ଓ ଅବକାରୀ ବିଭାଗ ବ୍ଲକର ବିଭିନ୍ନ ସ୍ଥାନରେ ଚଡ଼ଉ କରି ମଦ ରନ୍ଧା ସାମଗ୍ରୀ ସହିତ ୧୫୦ ଲିଟରରୁ ଅଧିକ
Read More...

ଦେଶରେ କରୋନା ସଂକ୍ରମଣର ଭୟଙ୍କର ସ୍ଥିତି : ଦିନକରେ ୩ ଲକ୍ଷ ୪୬ ହଜାର ୭୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୨୬୨୪ ଜଣଙ୍କ…

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ସ୍ଥିତି ଅସଂଭାଳ ହେବାକୁ ବସିଲାଣି । ପ୍ରତ୍ୟହ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଦେଶରେ ଦିନକରେ ୩ଲକ୍ଷ ୪୬ହଜାର ୭୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ କରୋନାରେ ୨୬୨୪ ଜଣଙ୍କ ଜୀବନ ଯାଇଛି । ଦୈନିକ ସଂକ୍ରମଣ
Read More...

ମୁମ୍ୱାଇର ପରାଜୟ ଧାରା ଜାରି : ୯ ୱିକେଟରେ ଜିତିଲା ପଞ୍ଜାବ

ଚେନ୍ନାଇ : ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)୨୦୨୧ର ୧୭ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୯ ଉଇକେଟରେ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ । ଶୁକ୍ରବାର ପଂଜାବ୍‌ କିଙ୍ଗସ୍ ଅଧିନାୟକ କେଏଲ୍‌ ରାହୁଲ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ
Read More...