Monthly Archives

April 2021

ଆମ ଜଙ୍ଗଲ ଯୋଜନା ଓ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଂଜ କାର୍ୟ୍ୟାଳୟଠାରେ ଆମ ଜଙ୍ଗଲ ଯୋଜନା ଓ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନକର୍ମଚାରୀମାନଙ୍କୁ ଆମ ଜଙ୍ଗଲ ଯୋଜନା
Read More...

କରୋନା କଟକଣା : ଇପିଏଫ୍ ଆଞ୍ଚଳିକ କାର୍ୟ୍ୟାଳୟ ୭୨ ଘଣ୍ଟା ପାଇଁ ବନ୍ଦ

ରାଉରକେଲା, (କେପିଏନ୍‌ଏସ୍‌) : କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଉରକେଲାର ଇପିଏଫ୍ ଆଞ୍ଚଳିକ କାର୍ୟ୍ୟାଳୟକୁ ୭୨ଘଣ୍ଟା ପାଇଁ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ବୁଧବାର ପର୍ୟ୍ୟନ୍ତ ଅଫିସ୍ ବନ୍ଦ ରହିବ । ଏପ୍ରିଲ୍ ୨୮ ତାରିଖ ଯାଏଁ ବନ୍ଦ ଅବଧି
Read More...

ଲୋଇସିଂହା ବ୍ଳକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲା ସଭାପତିଙ୍କ ବିୟୋଗରେ ଶୋକସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଲୋଇସିଂହା ସ୍ଥାନୀୟ ଆଦିବାସୀ କଲ୍ୟାଣ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ‌ଲୋଇସିଂହା ବ୍ଳକ ଶାଖା ଏବଂ ଅଖିଳ ଭାରତୀୟ ଗୋଣ୍ଡୱ।ନାଁ ଗଣ୍ଡ ମହାସଭାର ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ବିଶିଷ୍ଟ ଆଦିବାସୀ ନେତା ତଥା ବଲାଙ୍ଗିର ଜିଲ୍ଲା ଆଦିବାସୀ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୧୮୯ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ ୪୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୪୭ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୨, ୧୧ରୁ ୭, ୧୪ରୁ ୧, ୧୫ରୁ ୪, ୧୬ରୁ ୨, ୧୮ରୁ ୩, ୧୯ରୁ ୩, ୨ରୁ
Read More...

କରୋନାର ବିସ୍ଫୋଟକ ସ୍ଥିତିକୁ ମୁକାବିଲା ପାଇଁ ଅଂଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ବିସ୍ଫୋଟକ ରୂପ ଧାରଣ କରିଥିବା ବେଳେ ଏହାର ମୁକାବିଲା ସହ ଜିଲ୍ଲାବାସୀଙ୍କୁ ସୁସ୍ଥ, ନିରାପଦ ରଖିବା ସହ ସଂକ୍ରମିତଙ୍କୁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
Read More...

ଯୁବ ସାମ୍ବାଦିକ ଅମ୍‌ଜଦ୍‌ ବାଦ୍‌ସା’ ଚାଲିଗଲେ

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ଯୁବ ସାମ୍ବାଦିକ ଅମ୍‌ଜଦ୍‌ ବାଦ୍‌ସା’(୩୭) କରୋନା ଯୁଦ୍ଧରେ ହାରି ଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସେ କିଛିଦିନ ତଳେ କରୋନା ସଂକ୍ରମିତ ହେବା ପରେ ରାଉରକେଲା କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଥିବା ବେଳେ ଆଜି ଅପରାହ୍ନ ୪ଟା ୩୦ମି. ଶେଷ
Read More...

କୋଭିଡ ସମ୍ବଦ୍ଧୀୟ ସୂଚନା ପାଇଁ ଜାରି ହେଲା ଯୋଗାଯୋଗ ନମ୍ବର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଜିଲ୍ଲାରେ କୋଭିଡ -୧୯ର ଦ୍ଵିତୀୟ ଲହର ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଏହାର ମୁକାବିଳା ପାଇଁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଉଛି । ଜନସାଧାରଣଙ୍କୁ କୋଭିଡ କଟକଣା ପାଳନ କରିବା ନିମନ୍ତେ
Read More...

ରାସ୍ତା କାମ ସାରି ଡ୍ରେନ୍‌କୁ ବନ୍ଦ କରିଦେଲା ଠିକା ସଂସ୍ଥା : ଲୋକେ ହନ୍ତସନ୍ତ

ଚନ୍ଦନଭାଟି, (ରାଜେଶ କୁମାର ଦଣ୍ଡସେନା) : ରାସ୍ତା କାମ ସାରି ଡ୍ରେନ୍‌କୁ ବନ୍ଦ କରିଦେଇଛି ଠିକା ସଂସ୍ଥା । ଏଣୁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଓଡ଼ିଆପଡ଼ାରୁ ସଡ଼କପଡ଼ାକୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ରାସ୍ତାକଡ଼ରେ ରହିଥିବା ଡ୍ରେନ୍‌କୁ ପୋତି ଦିଆଯାଇଥିବା
Read More...

ଓଡିଶା ପ୍ରସିଦ୍ଧ ଦୟଣାଚୋରୀ ମେଳନ ଯାତ୍ରା କୋଭିଡ କଟକଣା ପାଇଁ ସ୍ଥଗିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରୀ ପର୍ବ ଅନୁରୂପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲାର ସର୍ବବୃହତମ ଗ୍ରାମ ଘୋରଡିଆର ଆରାଧ୍ୟ ଠାକୁର ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀରାଧାମୋହନଦେବଙ୍କ ଓଡିଶା ପ୍ରସିଦ୍ଧ ଦୟଣାଚୋରୀ ଯାତ୍ରା ଜମାଣ ଶ୍ରୀ ବିଷ୍ଣୁଦମନକ
Read More...

ବାଲିଗୁଡାରେ ଦୁଇ ଦିନିଆ ସପ୍ତାହାନ୍ତ ବନ୍ଦ : ଯାନବାହାନ ଚଳାଚଳ ବନ୍ଦ : ବଜାର ଅଞ୍ଚଳ ଜନଶୂନ୍ୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟରେ ଶନିବାର ଓ ରବିବାର ଏହି ଦୁଇଦିନ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ ଶନିବାର ଓ ରବିବାର ହେବ ସଟଡାଉନ ଘୋଷଣା
Read More...