ରୂପବଣିଆ ଜଙ୍ଗଲରୁ ୨ଜଣ ଶିକାରୀଙ୍କୁ ଗିରଫ କଲେ ଯୋରନ୍ଦା ସେକ୍ସନ କର୍ମଚାରୀମାନେ
ଢେଙ୍କାନାଳ : ୨ଜଣ ଶିକାରୀଙ୍କୁ ଗିରଫ କଲେ ଯୋରନ୍ଦା ସେକ୍ସନ କର୍ମଚାରୀମାନେ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଢେଙ୍କାନାଳ ଷଡ଼ଙ୍ଗୀ ରେଞ୍ଜ ରୂପବଣିଆ ଜଙ୍ଗଲରୁ ଯୋରନ୍ଦା ସେକ୍ସନ କର୍ମଚାରୀମାନେ ୨ଜଣ ଶିକାରୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩ଟି ଦେଶୀ ବନ୍ଧୁକ, ହରିଣ ମୁଣ୍ଡ ସହ!-->…
Read More...
Read More...