Monthly Archives

March 2021

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୮୦
Read More...

୪ ଦେଶର ନେତାଙ୍କ ପ୍ରଥମ ବୈଠକ : ଗମ୍ଭୀର ଆଲୋଚନା

ୱାଶିଂଟନ୍‌ : ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନର ନେତାମାନେ ଶୁକ୍ରବାର ଦିନ ଚାରୋଟି ଦେଶର ନେତାମାନେ ପ୍ରଥମ ଭର୍ଚୁଆଲ୍ ବୈଠକରେ ଭାଗ ନେଇଥିଲେ । ଏହି ଭର୍ଚୁଆଲ୍ ବୈଠକରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ
Read More...

ବନ୍ଦ ରହିବ ବ୍ୟାଙ୍କ ଆଜିଠୁ ୪ ଦିନ ପର୍ୟ୍ୟନ୍ତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ମାର୍ଚ୍ଚ ୧୫ ଓ ୧୬ ତାରିଖ ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ସେକେଣ୍ଡ ସଟର୍‌ଡେ' ଛୁଟି ଓ ଆସନ୍ତାକାଲି ରବିବାର ଆଜି ସେକେଣ୍ଡ ସଟର ଡେ ଛୁଟି ହୋଇଥିବା ବେଳେ ଆସନ୍ତାକାଲି ରବିବାର । ତେବେ ଆଜିଠାରୁ ୪ ଦିନ (ମାର୍ଚ୍ଚ ୧୩
Read More...

ସ୍ଵଚ୍ଛ ଭାରତ ମିଶନ ଯୋଜନା ବାଟବଣା

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ. ଅନ୍ତର୍ଗତ ଦାବରି ଗାଁରେ ସ୍ଵଚ୍ଛ ଭାରତ ମିଶନ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଗାଁର ଟୀକେଶ୍ଵର କୁଅଁର‌ଙ୍କ ପରିବାର ପାଇଁ ତିଆରି ହୋଇଛି ୫ଟି ଶୌଚାଳୟ । ପ୍ରାୟ ତିନି ବର୍ଷ ହେବ ଉକ୍ତ ଲେଟେରିନ ଗୃହ ଅସମ୍ପୂର୍ଣ୍ଣ ହୋଇ
Read More...

କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର-୨୦୨୦ ପାଇବେ ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ହୋତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ହୋତା କେନ୍ଦ୍ର ସାହିତ୍ୟ ଆକାଦେମୀ ଯୁବ ପୁରସ୍କାର-୨୦୨୦ ପାଇବେ । ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ର ସାହିତ୍ୟ ଆକାଦେମୀର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୦ ବର୍ଷ ପାଇଁ ଏହା ଘୋଷଣା ହୋଇଛି । ପ୍ରବନ୍ଧ ପୁସ୍ତକ
Read More...

ବିକାଶ ଡିଗ୍ରୀ କଲେଜର ନବନିର୍ମିତ ଏକାଡେମିକ୍‌ ବ୍ଲକ୍‌ ଉଦ୍‌ଘାଟିତ : ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବିକାଶ…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିକାଶ ଗସ୍ତ ସଫଳତାର ସହିତ ସଂପନ୍ନ ହୋଇଛି । ବିକାଶ ଗ୍ରୁପ୍‌ର ଚେୟାର୍‌ମେନ୍‌ ଡି. ମୁରଲୀ କ୍ରିଷ୍ଣା, ମ୍ୟାନେଜିଂ ଡାଇରେକ୍ଟର ଜି. ଭାସ୍କର ରାଓ, ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଡି.
Read More...

ବରଗଡ଼ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟ ଆରମ୍ଭ

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ଓ ସଂଯୋଜନା ବିଭାଗ, ଓଡ଼ିଶା ସରକାରଙ୍କ ପତ୍ର ସଂଖ୍ୟା ୩୦୨୯/ତା୨୪.୦୨.୨୦୨୧ ଅନୁଯାୟୀ ଆଜି ବରଗଡ଼ ଜିଲ୍ଲାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ବରଗଡ଼ ଜିଲ୍ଲା ଯୋଜନା ଓ
Read More...

ଲହଙ୍ଗେର ଗ୍ରାମରେ ଚୈତନ୍ୟ ସ୍ତମ୍ଭ ପ୍ରତିଷ୍ଠା ଓ ଅଷ୍ଟ ପ୍ରହରୀ ନାମଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ଲହଙ୍ଗେର ଗ୍ରାମ ଠାରେ ବହୁ ପ୍ରତୀକ୍ଷିତ ଚୈତନ୍ୟ ସ୍ତମ୍ଭ ମହାଶିବରାତ୍ରୀ ଅବସରରେ ବହୁ ଉତ୍ସାହିତ ଉଦ୍ଦିପନା ମଧ୍ୟରେ ପ୍ରତିଷ୍ଠା ହୋଇଯାଇଛି । ଖଇରପାଲି ଜଣାଶୁଣା ରାଜମିସ୍ତ୍ରୀ ଅର୍ଜୁନ ଗିଙ୍ଗିରାଙ୍କ
Read More...

ଜଙ୍ଗଲରେ ନିଆଁକୁ ନେଇ ଉଦ୍‌ବେଗ : ଗନ୍ଧରେଲ ଗାଁରେ ଲୋକଙ୍କୁ ସହଯୋଗ ମାଗିଲେ ବୁଦ୍ଧିଜୀବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲରେ ଲାଗୁଥିବା ନିଆଁକୁ ନେଇ ଉଦବେଗ ପ୍ରକାଶ ପାଇଛି । ନିଆଁକୁ ଆୟତ୍ତ କରିବା ତଥା ଲୋକଙ୍କୁ ସଚେତନ କରିବାକୁ ଗନ୍ଧରେଲ ଗାଁରେ ଲୋକଙ୍କୁ ସହଯୋଗ ମାଗିଛ‌ନ୍ତି ବୁଦ୍ଧିଜୀବୀ । ବଲାଙ୍ଗିର ଡିଏଫଓ ସମୀର କୁମାର ଶତପଥି, ବୁଦ୍ଧଜୀବୀ ହେମନ୍ତ ପଣ୍ଡା, ଗୋପଭୂଷଣ
Read More...

ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ‘ସ୍ୱଚ୍ଛତା ଓ ପରିବେଶ ସମ୍ମାନ’ ପ୍ରଦାନ

ଡେଲାଙ୍ଗ, (ଦି‌ଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ଐଶ୍ୱାନେଶ୍ୱର ମହାଦେବଙ୍କ ମହାଶିବରାତ୍ରି ଜାଗର ପାଳନ ଅବସରରେ ଅନୁଷ୍ଠିତ ପାଲା ପରିବେଷଣର ଗାୟକ ବିଜୟ କୁମାର ପରିଡା ଓ ସାଥୀଙ୍କୁ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ 'ସ୍ୱଚ୍ଛତା ଓ ପରିବେଶ
Read More...