Monthly Archives

March 2021

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୧ : ଆଜି ୬୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୧ ରହିଛି । ଆଜି ୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ରାଜ୍ୟରେ ସମସ୍ତ ସରକାରୀ ଇଞ୍ଜିନିୟରିଂ ଓ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ରାଜ୍ୟ ସରକାର ରାଜ୍ୟରେ ସମସ୍ତ ସରକାରୀ ଇଞ୍ଜିନିୟରିଂ ଓ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି' ଛାଡ଼ କରିଛନ୍ତି । କରୋନା ସମୟରେ ପ୍ରାୟ ୯ ମାସ ଧରି ହଷ୍ଟେଲ ବନ୍ଦ ରହିଥିବାରୁ, ସେହି ମାସଗୁଡ଼ିକର ହଷ୍ଟେଲ ଫି' ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନାହିଁ
Read More...

ରକ୍ତ ରଞ୍ଜିତ ହେଲା ବେଲଖଣ୍ଡି ଶୈବ ପୀଠ : ଭକ୍ତଙ୍କ ଆଗରେ ହାରମାନିଲା ପ୍ରଶାସନ, ହଜାର ହଜାର ନିରୀହ ପଶୁ ପକ୍ଷୀଙ୍କ ବଳୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଦିବାସୀ ପ୍ରଥା ଓ ପରମ୍ପରା ମୁତାବକ ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀ ସଂଗମ ସ୍ଥଳରେ ଥିବା ଐତିହାସିକ ସପ୍ତମାତୃକା ଶୈବ ପୀଠ ପରିସରରେ ଆଜି ହଜାର ହଜାର ପଶୁ ପକ୍ଷୀଙ୍କୁ ବଳୀ ଦିଆଯାଇଛି ।
Read More...

ମାର୍ଚ୍ଚ ୨୮ରୁ ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ

ଝାରସୁଗୁଡ଼ା : ମାର୍ଚ୍ଚ ୨୮ ତାରିଖରୁ ସ୍ପାଇସଜେଟ୍ ପକ୍ଷରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ତେବେ ଏହି ବିମାନଟି ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଅପରାହ୍ନ ୩.୩୦ରେ ବାହାରି ଚେନ୍ନାଇରେ ଅପରାହ୍ନ ୫ ଟାରେ ଅବତରଣ କରିବ
Read More...

ଟାଟୁ ମଣିଷ : ମୁଣ୍ଡରୁ ପାଦ ପର୍ୟ୍ୟନ୍ତ ଟାଟୁ ହେବାର ଅଦ୍ଭୁତ କ୍ରେଜ୍

ବର୍ଲିନ୍ : ମଜାକଥା ଯେ, ପ୍ରାୟତଃ ଲୋକମାନେ ନିଜ ଜୀବନରେ ଅତି କମ୍‌ରେ ଗୋଟିଏ ଟାଟୁ ପାଇବାକୁ ଚାହାଁନ୍ତି । ଏହା କାହାର ନାମ କିମ୍ବା ଚିହ୍ନ କିମ୍ବା ଅନ୍ୟ କିଛି ହୋଇପାରେ, ଯାହା ଦେଖି ସେମାନେ ଖୁସି ହେବେ । ଲୋକମାନେ ନିଜ ଶରୀରରେ ଗୋଟିଏ କିମ୍ବା ଦୁଇଟି ଟାଟୁ କରିଥା’ନ୍ତି, କିନ୍ତୁ ୭୨
Read More...

ବୀର ସୁରେନ୍ଦ୍ର ସାଏ ବୈଷୟିକ ବି‌ଶ୍ୱବିଦ୍ୟାଳୟରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଅଫଲାଇନ୍ କ୍ଲାସ୍

ବୁର୍ଲା : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବି‌ଶ୍ୱବିଦ୍ୟାଳୟରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଅଫଲାଇନ୍ କ୍ଲାସ୍ । ଏକାଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ସମସ୍ତ ସେମିଷ୍ଟାର ଓ କ୍ଲାସକୁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବି‌ଶ୍ୱବିଦ୍ୟାଳୟରେ ବାତିଲ
Read More...

ମମତାଙ୍କୁ ଆକ୍ରମଣ ଘଟଣା : ପଶ୍ଚିମବଙ୍ଗ ସରକାରଙ୍କ ରିପୋର୍ଟରେ ସନ୍ତୁଷ୍ଟ ନହୋଇ ମୁଖ୍ୟ ଶାସନ ସଚିବଙ୍କଠାରୁ ଅଧିକ ସୂଚନା…

କୋଲକାତା : ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ପଶ୍ଚିମବଙ୍ଗ ସରକାର ପଠାଇଥିବା ରିପୋର୍ଟରେ ନିର୍ବାଚନ ଆୟୋଗ ସନ୍ତୁଷ୍ଟ ନୁହଁନ୍ତି । ଆୟୋଗ ମୁଖ୍ୟ ଶାସନ ସଚିବଙ୍କଠାରୁ ଅଧିକ ସୂଚନା ଲୋଡିଛନ୍ତି । ରାଜ୍ୟ ନିର୍ବାଚନ
Read More...

ଚଳିତ ବର୍ଷ ଆୟୋଜିତ ହେଉଛି ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ “କୃଷି ଓଡିଶା”

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ "କୃଷି ଓଡିଶା" ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ୟ୍ୟନ୍ତ ବରମୁଣ୍ଡା ଖେଳ ପଡିଆରେ ଆୟୋଜିତ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ ଏବଂ ମାନ୍ୟବର ରାଜ୍ୟପାଳ ୧୯ ତାରିଖ ଉଦଯାପନୀ ଉତ୍ସବରେ ଯୋଗ ଦେବେ। ସମନ୍ବିତ ଚାଷ, ଚାଷୀଙ୍କ ବିକାଶ
Read More...

ଔରଙ୍ଗାବାଦରେ ମଧ୍ୟ ଲକ୍‌ ଡ଼ାଉନ୍ ଲାଗୁ

ଔରଙ୍ଗାବାଦ : ମହାରାଷ୍ଟ୍ରର ଓରଙ୍ଗାବାଦରେ ମଧ୍ୟ ଲକ୍‌ ଡ଼ାଉନ୍‌ କରିାକୁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରତିବନ୍ଧକ ସପ୍ତାହ ଶେଷରେ ଅର୍ଥାତ୍ ଶନିବାର ଏବଂ ରବିବାର ଦିନ ହେବ । ବାସ୍ତବରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର ଏହି କଠୋର ପଦକ୍ଷେପ ନେଇଛନ୍ତି ।
Read More...

ଦେଓଗାଁ ବ୍ଲକରେ ନୂତନ ବିଡ଼ିଓ ଭାବେ ଯୋଗ ଦେଲେ ଭେଡେନ ବିଡ଼ିଓ : ବ୍ଲକର ପଡିରହିଥିବା ପ୍ରକଳ୍ପ କାମ ତ୍ୱରାନ୍ୱିତ ହେବା…

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦେଓଗାଁର ନୂଆ ବିଡିଓ ଭାବେ ମୁରଲୀଧର ନାୟକ ଯୋଗ ଦେଇଛନ୍ତି । ଶ୍ରୀ ନାୟକ ଏହା ପୂର୍ବରୁ ବରଗଡ଼ ଜିଲ୍ଲାର ଭେଡ଼େନ ବ୍ଲକରେ ବିଡିଓ ଭାବେ କାର୍ୟ୍ୟରତ ଥିଲେ । ଶୁକ୍ରବାର ସେ ଦେଓଗାଁ ଏବିଡିଓ ରୁଦ୍ର ପ୍ରସାଦ ସୁନାଙ୍କର ଦାୟି‌ତ୍ୱ ଗ୍ରହଣ କରିଥିଲେ ।
Read More...