Monthly Archives

March 2021

ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିବା ବେଳେ ବିସ୍ଫୋରଣ : ଜଣେ ମାଓବାଦୀ ମୃତ

ମାଲକାନଗିରି : ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଆଇଇଡି ଖଞ୍ଜିବା ବେଳେ ବିସ୍ଫୋରଣ ଘଟିଛି ଫଳରେ ଜଣେ ମାଓବାଦୀର ମୃତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ବେଚାପାଲ-ହେରିପାଲ୍ ରାସ୍ତା ନିର୍ମାଣ କାର୍ୟ୍ୟର ସୁରକ୍ଷା ଦାୟିତ୍ବରେ
Read More...

ଏସ୍‌ଟିଏଫ୍‌ ଜବତ କଲା ୭୨ କିଲୋ ଗଞ୍ଜେଇ

ବୌ‌ଦ୍ଧ, (ବଂଶୀଧର ମାଝୀ) : ୭୨ କିଲୋ ଗଞ୍ଜେଇ ଜବତ ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବୌ‌ଦ୍ଧ ଜି‌ଲ୍ଲା ବାଉଁଶୁଣି ନିକଟରୁ କୌଣସି ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍ ୭୨ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ‌ଅଭିଯୁ‌କ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁ‌କ୍ତ ଜଣକ ହେଲେ
Read More...

‘ରସାମୃତ’ ପ୍ରବନ୍ଧ ପୁସ୍ତକ ଉନ୍ମୋଚିତ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ଲେଖକ ପ୍ରଶାନ୍ତ କୁମାର ରାୟଙ୍କ ପ୍ରବନ୍ଧ 'ରସାମୃତ ଭୁବନେଶ୍ୱର ବାଲିପାଟଣା ବ୍ଲକର ବୁଦ୍ଧନାଥ ମନ୍ଦିର ଯାତ୍ରୀନିବାସଠାରେ ଉନ୍ମୋଚନ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଡକ୍ଟର ଅବଦୁଲ ଓସିଦ ଖାଁ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ, ''ବେଦ ଭାରତର ପ୍ରାଚୀନ
Read More...

ଯବାନ‌ଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀରର ଶୋପିଆଁନ୍‌ ଅନ୍ତର୍ଗତ ରାଓ୍ଵଲପୋରା ଅଞ୍ଚଳରେ ଆଜି ଯବାନ ଏବଂ ଆତ‌ଙ୍କବାଦୀ‌ଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା । ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୋଲିସ ପକ୍ଷରୁ ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଜୈଶର ଟପ୍ କମାଣ୍ଡର ସଜାଦ୍ ଆଫଗାନୀ ୨୦୧୮ରୁ
Read More...

ମେ ୧୩ ତାରିଖରେ ମୁକ୍ତିଲାଭ କରିବ ସଲ୍‌ମାନ୍‌ ଖାନ୍‌ଙ୍କ ‘ରାଧେ’ ଚଳଚ୍ଚିତ୍ର

ମୁମ୍ବାଇ : ଭାଇଜାନ୍‌‌ଙ୍କ ପ୍ରଶଂସକମାନଙ୍କ ପ୍ରତୀକ୍ଷାର ଅନ୍ତଃ ଘଟିଛି । ଚଳିତବର୍ଷ ଇଦ୍ ଅବସରରେ ମେ ୧୩ ତାରିଖରେ ମୁକ୍ତିଲାଭ କରିବ 'ରାଧେ' ଚଳଚ୍ଚିତ୍ର ବୋଲି ନିଜେ ନିଜ ଇନ୍‌ଷ୍ଟାରେ ପୋଷ୍ଟ କରି ଘେ।ଷଣା କରିଛ‌ନ୍ତି ସଲ୍‌ମାନ୍ । ତେବେ ଏହି ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୨ : ଆଜି ୭୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୨ ରହିଛି । ଆଜି ୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ : ବିପୁଳ ପରିମାଣର ମାଓ ସାମଗ୍ରୀ

ମାଲକାନଗିରି : ପୁଣି ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମାଲକାନଗିରି ପିପଲିପଦର ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରିଥିବା ନେଇ କୌଣସି ସୂତ୍ରରୁ ଖ‌ବର ମଳିବାପରେ ଏସଓଜି ଓ ଡିଭିଏଫ୍ ଯବାନ କମ୍ବିଂ ଅପରେସନ୍ ଜଙ୍ଗଲରେ
Read More...

୫୬ ବର୍ଷରେ ପାଦ ଦେଲେ ଅମୀର

ମୁ‌ମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତା ତଥା ରୋମା‌ଣ୍ଟିକ ହିରୋ ଅମୀର ଖାନ ଆଜି ୫୬ ବର୍ଷରେ ପାଦ ଦେଇଛ‌ନ୍ତି । ୧୯୮୮ ମସିହାରୁ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର କୟାମତ୍‌ ସେ କୟାମତ୍‌ ତକ ଠାରୁ ଆରମ୍ଭ କରି ଦଙ୍ଗଲ ଭଳି ଚଳଚ୍ଚିତ୍ରରେ ସେ ନିଜର ଦକ୍ଷତା ପ୍ରତିପାଦନ କରି କେବଳ ଭାରତରେ ନୁହେଁ
Read More...

ଫେସ୍‌ବୁକ ଖୋଜିଦେଲା ନିଖୋଜ ନାବାଳିକାକୁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗତ ୧୨/୦୩/୨୦୨୧ ଶୁକ୍ରବାର ଦିନ ଲଖନା କୋଳନି ଠାରେ ଶିବରାତ୍ରି ପୂଜା ଚାଲିଥିବା ବେଳେ ଏକ ଅଜଣା ନାବାଳିକା ସେହି ସ୍ଥାନରେ ବୁଲାବୁଲି କରୁଥିଲା । ବହୁତ୍ ସମୟ ପରେ ଲୋକେ ତାକୁ ପଚାରିଲେ କୋଉଠୁ ଆସିଛୁ, କିନ୍ତୁ ସେ କିଛି ବି କହିପାରୁନଥିଲା । କଲୋନୀର
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ – ୬୦ ଟଙ୍କା,
Read More...