Monthly Archives

March 2021

କରେନା ପାଇଁ ରାଜ୍ୟରେ ରଙ୍ଗ ଖେଳ ମନା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଚଳିତ ବର୍ଷ ୨୯ ତାରିଖରେ ରଙ୍ଗର ପର୍ବ ପାଳନ ହେବାକୁ ଥିବା ବେଳେ ବ‌ର୍ତ୍ତମାନ କରେନା ମହାମାରୀ ଦ୍ୱିତୀୟ ଲହର ନେଇ ପୁଣି ତାର କାୟା ବି‌ସ୍ତାର କରିବାକୁ ଲାଗିଲାଣି । ତେବେ ତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ରାଜ୍ୟରେ ହୋଲି ଖେଳ ଉପରେ କଟକଣା ଲଗାଇଛ‌ନ୍ତି
Read More...

୩୦ରେ ଗାନ୍ଧିଜୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀରେ ଡ଼ାକ ଟିକଟ, ସ୍ୱତନ୍ତ୍ର ଲଫାଫା ପ୍ରକାଶନ ଓ ରେଳଷ୍ଟେସନରେ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଆଗମନ କରିଥିଲେ । ସେହି ଆଗମନର ସ୍ମୃତିକୁ ଶହେ ବର୍ଷ ପୂର୍ତ୍ତି ହେଉଛି । ତାଙ୍କ ଆଗମନର ଶତବାର୍ଷିକୀ ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରାର ସ୍ମୃତି ପାଳନ ଲାଗି
Read More...

ହାତୀ ଆକ୍ରମଣରେ ଜଣେ ଯୁବକର ପ୍ରାଣ ଗଲା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଲାଣି । ଫଳରେ ଅନେକ ନିରୀହ ଲୋକଙ୍କ ପ୍ରାଣ ଯିବାରେ ଲାଗିଛି । ତେବେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ରେଞ୍ଜ ବାଙ୍କତେତେଲ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ
Read More...

ବିମାନ ଯାତ୍ରା ମହଙ୍ଗା ହେଲା, ଘରୋଇ ବିମାନରେ ସର୍ବନିମ୍ନ ଭଡା ୫% ବୃଦ୍ଧି ପାଇଲା

ନୂଆଦିଲ୍ଲୀ : ମହଙ୍ଗା ମାଡ଼ ଦେଶର କୌଣସି କ୍ଷେତ୍ରରେ ବି ଅସମ୍ପୂର୍ଣ୍ଣ ହୋଇ ରହିନାହିଁ । ମହଙ୍ଗାର ସର୍ବଶେଷ ହିଟ୍‌ ବିମାନ ଯାତ୍ରା ଉପରେ ପଡ଼ିଥିବା ଅନୁମାନ କରାଯାଉଛି । ଘରୋଇ ବିମାନ ଯାତ୍ରା ପାଇଁ ସର୍ବନିମ୍ନ ବିମାନ ଭଡା ସୀମାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିଷ୍ପିତ୍ତି
Read More...

ଶ୍ରୀ ସଂପ୍ରଦାୟ ପଶ୍ଚିମାଞ୍ଚଳ ସାଧୁ ସନ୍ଥ ବୈଠକ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଶ୍ରୀ ସଂପ୍ରଦାୟ ପଶ୍ଚିମାଞ୍ଚଳ ସାଧୁ ସନ୍ଥ ବୈଠକ ଲୋଇସିଂହା କସ୍ତୁରୀ ବାଇ ମଠର ମଠାଧୀକାରୀ ହନୁମାନ ଦାସ‌ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ ହୃଷିକେଶ ବାବା, ସଭା ସଂପାଦନ ଗିରିବର ଦାସ ମହାରାଜ ଓ ସଭା ସମାଲୋଚକ ବାବା ଅଦୈଶ ଦାସ
Read More...

ଆସ‌ନ୍ତୁ ଜାଣିବା ଆଜିର ପାଖାବାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ – ୬୦ ଟଙ୍କା,
Read More...

ଦେଶବ୍ୟାପୀ ବୃହତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଚଳିତ ମାସ୨୩ ତାରିଖରେ ଶହୀଦ ଭଗତସିଂ, ସୁଖଦେବ ଓ ରାଜଗୁରୁଙ୍କ ବଳିଦାନ ଦିବସ ଉପଲକ୍ଷେ ଏକ ବୃହତ ରକ୍ତଦାନ ଶିବିର ଭାରତର ୬ଶହ ସହରରେ ଏକକାଳୀନ ଅନୁଷ୍ଠିତ ହେବ। ହରିୟାଣାର ନିଫା ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସମ୍ବେଦନା ନାମକ ବୃହତ
Read More...

ପୁଣି ଚର୍ଚ୍ଚାରେ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା : ଅନୁକମ୍ପା ରାଶି ଫେରାଇବାକୁ ପୁଲିସ୍‌ର ନୋଟିସ୍

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) :ଏବେ ପୁଣି ଚର୍ଚ୍ଚା ପରିସରକୁ ଆସିଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣା । ସ୍ବାମୀଜୀଙ୍କ ପୁତ୍ରଙ୍କୁ ଦିଆଯାଇଥିବା ଅନୁକମ୍ପା ରାଶି ଫେରାଇବାକୁ କନ୍ଧମାଳ ପୁଲିସ୍‌ ନୋଟିସ୍‌ ଦେଇଛନ୍ତି । କନ୍ଧମାଳ ଏସ୍‌.ପି. ଗତ ୨୦୧୫ ମସିହାରେ
Read More...

ନିର୍ବାହୀ ଅଧିକାରୀ‌ଙ୍କ ବଦଳି ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ପଦ୍ମପୁର ବ୍ଲକ ଡଂଗାଘାଟ ପଂଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ନିରଞ୍ଜନ ସାହୁ ଦୀର୍ଘ ୧୩ ବର୍ଷ ଧରି କାର୍ୟ୍ୟ କରି ଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ଅନ୍ୟତ୍ର ବଦଳି କରାଯାଉ ନାହିଁ । ବର୍ତ୍ତମାନ ଓଡ଼ିଶାରେ ମୋ ସରକାର କାର୍ୟ୍ୟ କରୁଛି । ଗୋଟିଏ
Read More...

ନୂତନ ଶିକ୍ଷାନୀତି ୨୦୨୦କୁ ନେଇ କ୍ରାଏ କଲିକତା ଓ ପଲ୍ଲୀ ଆଲୋକ ପାଠାଗାର ତରଫରୁ କର୍ମଶାଳା : ଭାରତର ଭାରତୀୟତାକୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ସାତ ଦଶନ୍ଧି ଧରି ଭାରତର ଶିକ୍ଷା ବ୍ୟବସ୍ଥା ଅମଲାତାନ୍ତ୍ରିକତା ଭିତରେ ଅଣନିଶ୍ୱାସୀ ହୋଇ ପଡିଥିଲା । ନୂତନ ଶିକ୍ଷାନୀତି ୨୦୨୦ର ଉପଯୋଗିତା ଆରମ୍ଭ ହେଲେ ଓ ଏହା ସଠିକ ଭାବରେ ଲାଗୁ ହେଲେ ଶିକ୍ଷା କ୍ଷେତ୍ରରେ ଏକ ବୈଶ୍ୱିକ ପରିବର୍ତ୍ତନ ଆସିବ । ଯାହା ଭାରତର
Read More...