Monthly Archives

March 2021

ବଲାଙ୍ଗିର ଜିଲ୍ଲାରେ ଆଜି ୨ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏନ୍‌ଏସି ୱାର୍ଡ ନଂ. ୯ରୁ ଜଣେ ଏବଂ ଟିଟିଲାଗଡ ପୌରାଞ୍ଚଳ ୱାର୍ଡ ନଂ. ୬ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ
Read More...

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ

ବିଶାଖାପାଟଣା : ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ପୋଲିସର ସମସ୍ତ ଗତିବିଧି ସମ୍ପର୍କରେ ଦଳର ମୁଖିଆକୁ ସୂଚନା ଦେଉଥିବା ସହ ମାଓ ଦଳକୁ ରାତିରେ ସ୍ଥାନ ପରିବର୍ତ୍ତନ କରିବାରେ ଓ
Read More...

ପୋଲିସ-ମାଓବାଦୀ ମୁହାଁମୁହିିଁ : ୨ ମାଓବାଦୀ ମୃତ

ମାଲକାନଗିରି : ପୁଣି ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ଜିଲ୍ଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିିଁ ହୋଇ ଗୁଳି ବିନିମୟ ହୋଇଥିଲା । ଫଳରେ ଦୁଇ ମାଓବାଦୀ‌ଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ମାଓବାଦୀ ମାନେ ଏକ କ୍ୟାମ୍ପ କରି ଦାନ୍ତେୱାଡା ଜିଲ୍ଲାର
Read More...

ଜିଲ୍ଲାରେ ଦଣ୍ଡନୃତ୍ୟକୁ ଅନୁମତି ଦେବାକୁ ଜନ ଅଧିକାର ସୁରକ୍ଷା ମଞ୍ଚର ଦାବୀପତ୍ର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଦଣ୍ଡନୃତ୍ୟର ଉତ୍ପତ୍ତିସ୍ଥଳ ଓ ଏ ଅଂଚଳର ଆଧ୍ୟାତ୍ମିକ ଭାବଧାରା ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ । କରୋନା ଯୋଗୁଁ ଗାଆଁକୁ ଗାଆଁ ଯାଇ ଦଣ୍ଡ ନୃତ୍ୟ କରିବା ଉପରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତ ୧୮ ତାରିଖରେ ଲଗାଇଥିବା ପ୍ରତିବନ୍ଧକ ଉପରେ
Read More...

ଗ୍ରାମ୍ୟ ସଡକ ଓ ପୋଲ ନିର୍ମାଣରେ ରାଜ୍ୟର ସଫଳତା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୬୨ ହଜାର କିମି ସଡକ ଏବଂ ୪୧୨ଟି ପୋଲ ନିର୍ମାଣ ସରିଛି । ଏଥିରେ ପ୍ରାୟ ୨୬ହଜାର କୋଟି ବିନିଯୋଗ ହୋଇଛି । ଏହି ଯୋଜନା ଅଧିନରେ ୩ୟ ପର୍ୟ୍ୟାୟର ୨ୟ ଦଫାରେ ୩୪୩୫ କିମି ସଡକ ଏବଂ ୭୭ଟି ପୋଲ
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୫୪ : ଆଜି ୧୨୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୫୪ ରହିଛି । ଆଜି ୧୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୯ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ରାଜ୍ୟ ଜୁନିୟର କବାଡି ଦଳରେ ସ୍ଥାନ ପାଇଲେ ବଲାଙ୍ଗିର ଜିଲ୍ଲାର ଦେବବ୍ରତ କଦମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଦେବବ୍ରତ କଦମଙ୍କ ଓଡିଶା ରାଜ୍ୟ କବାଡି ଦଳରେ ଚୟନ ହୋଇଛି । ଆସନ୍ତା ମାର୍ଚ୍ଚ ୨୨ରୁ ୨୫ ତାରିଖ ପର୍ୟ୍ୟନ୍ତ ତେଲାଙ୍ଗାନା ସୁର୍ୟ୍ୟାପେଠ ଠାରେ ଅନୁଷ୍ଠିତ ହେବାକୁ ଥିବା ୪୭ତମ ଜାତୀୟ କନିଷ୍ଠ କବାଡି ପ୍ରତିଯୋଗିତାରେ ଦେବବ୍ରତ ଓଡିଶା
Read More...

ଅଙ୍ଗନବାଡ଼ି କର୍ମୀ ସ୍ନେହଲତା ମେହେରଙ୍କ ଆକସ୍ମିକ ବିୟୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମର କୁମ୍ଭାରପଡ଼ାର ଦୁର୍ବାଦଳ ମେହେରଙ୍କ ଧର୍ମପତ୍ନୀ ସ୍ନେହଲତା ମେହେର (୪୭)ଙ୍କ ଆକସ୍ମିକ ବିୟୋଗ ହୋଇଯାଇଛି । ସେ ୧୯୯୭ ମସିହାରୁ ସତଲମା ଗ୍ରାମର ତିନି ନମ୍ବର ୱାର୍ଡର ଅଙ୍ଗନବାଡ଼ି କର୍ମୀ ଭାବେ
Read More...

ମହାନଦୀ ସେତୁ ପ୍ରକଳ୍ପ : ପ୍ରକଳ୍ପକୁ ନେଇ ଅନିଶ୍ଚିତତା, ଅଘଟଣ ଘଟି ଯାଉଛି ନିରୀହ ଶ୍ରମିକଙ୍କ ଜୀବନ

ବୌଦ୍ଧ, (ବଂଶୀଧର ମାଝୀ) : ମହାନଦୀ ସେତୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।ଏହାର ନିର୍ମାଣ କାର୍ୟ୍ୟ କରିବା ପାଇଁ ଗୁଜୁରାଟର ରଣଜିତ କନ୍ସଷ୍ଟ୍ରକସନ ନାମକ ଏକ ଘରୋଇ ଠିକା ସଂସ୍ଥା ଟେଣ୍ଡର ପାଇଥିଲା । ଏହା ୨୦୧୯ ମସିହା ଡିସେମ୍ବର ମାସ ସୁଦ୍ଧା ନିର୍ମାଣ ଶେଷ କରିବା ପାଇଁ
Read More...

ମୃତ୍ତିକା ସଂରକ୍ଷଣ ବିଭାଗରେ ମନରେଗା ଘୋଟାଲା : ୪୦ ଲକ୍ଷର ପ୍ରକଳ୍ପରୁ ନକଲି ହିତାଧିକାରୀଙ୍କ ନାଁରେ ୭ଲକ୍ଷ ଚଳୁ, ଘଟଣା…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ରାଉତପଡା ଗ୍ରାମର ୧୧ଜଣ ଚାଷୀଙ୍କ ନାଁରେ ସେମାନଙ୍କ ଜମିରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୦୧୮/ ୧୯ ଆର୍ଥିକ ବର୍ଷ ୪୦ ଲକ୍ଷ ୭୩ ହଜାର ଟଙ୍କା ଅଟକଳ ବ୍ୟୟରେ ଏକ ଆମ୍ବ ବଗିଚା ପ୍ରକଳ୍ପ
Read More...