Monthly Archives

March 2021

ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଜଳ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ "ବିଶ୍ଵ ଜଳ ଦିବସ" ପାଳିତ ହୋଇଯାଇଛି । ଅଧ୍ୟକ୍ଷା ସହକାରୀ ପ୍ରଫେସର ଡକ୍ଟର କମଳ ପ୍ରଭା କପାନିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ଅଧ୍ୟାପକ ଓ ଇକୋକ୍ଳବ୍‌ର ମାର୍ଗଦର୍ଶକ ସୁରେଶ କୁମାର ମାଝୀ ସଭାର
Read More...

ବରକେରା ବିଦ୍ୟାଳୟରେ ବିଶ୍ଵ ବନ ଦିବସ ଓ ବିଶ୍ଵ ଜଳ ଦିବସ ପାଳିତ

ଡେ଼ଲା‌ଙ୍ଗ, (ଦି‌ଲ୍ଲୀପ କୁମାର ଧାଉଡ଼ିଆ) : ବରକେରାରେ ଗତ ୨୧ ତାରିଖରେ ବିଶ୍ଵ ବନ ଦିବସ ଓ ଆଜି ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା ।‌ ପ୍ରଧାନ ଶିକ୍ଷକ ପ୍ରଦୀପ
Read More...

ବୁରୋମାଲ ମାଁ କରମସାନୀ କଳା ପରିଷଦ ତରଫରୁ କରୋନା ଏବଂ ମ୍ୟାଲେରିଆ ସଚେତନତା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଅଞ୍ଚଳ ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା । ତା' ସହିତ ଏକ ବର୍ଷ ହେଲା କୋରାନା ମହାମାରୀ ଲୋକଙ୍କୁ ଭୟଭୀତ କରି ରଖିଛି। ଏପରି ସମୟରେ ବହୁ ସ୍ବେଛାସେବୀ ମାନେ ବିଭିନ୍ନ ପ୍ରକାରର ସେବା ଯୋଗାଇ ଆସୁଛନ୍ତି । କିନ୍ତୁ ଏକ ଭିନ୍ନ
Read More...

ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ ଅଭିଯୋଗ ନେଇ ଗଣଧାରଣାରେ ଗ୍ରାମବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର): ଜିଲ୍ଲା ପ୍ରଶାସନ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ମଧ୍ୟପୁର ଓ ଧୁମାଭଟା ଗ୍ରାମବାସୀଙ୍କ ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ କରିଛି ବୋଲି କହିବା ସହ ସେମାନଙ୍କୁ ସ୍ଵଛ ପିଇବା ପାଣି ପାଇବାରୁ ବଞ୍ଚିତ କରିଛି ବୋଲି ଅଭିଯୋଗ କରିଛନ୍ତି । ଆହୁରି,
Read More...

ଗାନ୍ଧୀଙ୍କ ଓଡ଼ିଶା ନାଟକ ଉପରେ ପ୍ରେସ ସିଟ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ପୂର୍ତ୍ତି ଅବସରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ତରଫରୁ ରାଜ୍ୟର ୩୦ଟି ଜିଲ୍ଲାରେ ନାଟ୍ୟକାର ଶ୍ରୀ ଶଙ୍କର ତ୍ରିପାଠୀଙ୍କ ଓଡ଼ିଆ ନାଟକ
Read More...

ପଦ୍ମପୁର ସହରରେ ଜଳଯୋଗାଣର ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଭାବେ ପଦ୍ମପୁର ସହରାଞ୍ଚଳ ମଧ୍ୟରେ ପାନୀୟ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟାଳୟ ଠାରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା
Read More...

ତିନି ଲକ୍ଷ ଟଙ୍କାର ତମ୍ବା ତାର, ମହିନ୍ଦ୍ରା ଗାଡି ସମେତ ତିନି ଜଣ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକ ଡକାୟତି ଘଟଣାରେ ଲୋଇସିଂହା ପୋଲିସ ଆଜି ବଲାଙ୍ଗିରରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୋଇସିଂହା କେସ ନଂ ୭୩ ତା ୨୧.୦୩.୨୧ ୟୁଏସ ୩୯୭ ଆଇପିସି ଆର୍ମ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ପ୍ରାୟ
Read More...

କୋଭିଡ ନିୟମ ମାନି ଦୋଳ ପୂର୍ଣ୍ଣିମା ଉତ୍ସବକୁ ଅନୁମତି ପାଇଁ ଦାବୀ : ଯାଦବ ସମାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତି ବର୍ଷ ଭଳି ଏ ବର୍ଷ ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ଦୋଳ ଉତ୍ସବ ୨୫ ବର୍ଷରେ ପଦାର୍ପଣ କରୁଥିଲା । ପ୍ରତ୍ୟେକ ବର୍ଷ ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ଆଡମ୍ବର ସହକାରେ ଦୋଳ ପୂର୍ଣ୍ଣିମା ପାଳନ କରାଯାଇଥାଏ । ଦୋଳ ପୂର୍ଣ୍ଣିମା ଯାଦବ ସମାଜର ସବୁଠାରୁ ବଡ
Read More...

ବିଶ୍ବ କବିତା ଦିବସରେ ପଶ୍ଚିମ ଓଡିଶାର ପ୍ରମୁଖ ବ୍ୟକ୍ତି ସମ୍ମାନିତ

ବୌଦ୍ଧ, (ବଂଶୀଧର ମାଝୀ) : ବିଶ୍ୱ କବିତା ଦିବସ ଅବସରରେ କଟକ ସ୍ଥିତ ସହିଦ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଆନୁକୁଲ୍ୟରେ ୪୪ତମ ରାଜ୍ୟସ୍ତରୀୟ କବି‐ଲେଖକ, କଳାକାର ମହାସମାବେଶ, ପୁସ୍ତକ ଉନ୍ମୋଚନ, ସାଧାରଣ ସଭା ଓ ସାରସ୍ବତ ସମ୍ବର୍ଦ୍ଧନା ଅନୁଷ୍ଠିତ ହେଇଯାଇଅଛି ।
Read More...

ଓସିଏ ଭିଜନ୍‌ ୨୦୨୪ : ଉଭୟ ମ୍ୟାଚରେ କଣ୍ଟାବାଞ୍ଜି ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓସିଏ ଭିଜନ-୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଆଜି ଦୁଇଟି ମ୍ୟାଚ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମ୍ୟାଚରେ କଣ୍ଟାବାଞ୍ଜି ଦଳ ବିଜୟ ଲାଭ କରିଥିବା ବେଳେ ପାଟଣାଗଡ ଷ୍ଟାଡିୟମ ଠାରେ ଅନୁଷ୍ଠିତ ମ୍ୟାଚରେ
Read More...