ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଗଣଧାରଣାରୁ ଓହରିଲେ ଗ୍ରାମବାସୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେଲପଡା ବ୍ଳକ ମଧ୍ୟପୁର ଓ ଧୁମାଭଟାର ଗ୍ରାମବାସୀ ତାଙ୍କ ବଞ୍ଚିବାର ଅଧିକାର ସହ ପାନୀୟ ଜଳ ଯୋଗାଣ ଦାବୀରେ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଗଣଧାରଣାରେ ବସିଥିଲେ । ଆଜି ଜିଲ୍ଲାପାଳଙ୍କଠାରୁ ସମସ୍ୟାର ସମାଧାନ!-->…
Read More...
Read More...