Monthly Archives

March 2021

ଅସ୍ଥାୟୀ ବାଉଁଶ ପୋଲ ହିଁ ସାହା ଭରସା : ବୁଢାଦାନୀ ଓ ତୁଡ଼ିପାଜୁ ମଧ୍ୟରେ ଯାତାୟାତରେ ନଦୀ ସମସ୍ୟା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ବୁଢ଼ାଦାନି ଓ ତୁଡ଼ିପାଜୁ ମଧ୍ୟରେ ଯାତାୟାତରେ ବଡ଼ସାଲୁଙ୍କି ନଦୀ ସମସ୍ୟା ହୋଇଛି । ନଦୀ ଉପରେ ପୋଲ୍‌ ନିର୍ମାଣ ପାଇଁ ଦାବୀ ହେଉଛି, କେହିଁ ଶୁଣୁ ନାହାନ୍ତି । ଖରାଦିନେ ଏଠାରେ ଏକ ଅସ୍ଥାୟୀ
Read More...

ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ : ଆଜି କରୋନା ଆକ୍ରାନ୍ତ ଚିହ୍ନଟ ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ ସୂଚନା ଦିଆଯାଇଛି । ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ. ୧୮ ଏବଂ ୧୯ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବେଲପଡା ବ୍ଲକ ସାଲଣ୍ଡି ଗ୍ରା.ପ.ରୁ ଏବଂ ଭରୁଆପାଲିରୁ ଜଣେ
Read More...

ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ହେଉଛି ବି‌ଶ୍ୱ ଯକ୍ଷ୍ମା ଦିବସ । ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ଯକ୍ଷ୍ମାରୋଗୀଙ୍କ ପାଇଁ ପରୀକ୍ଷା ଓ ଚିକିତ୍ସା ସୁବିଧା ମାଗଣାରେ ଉପଲବ୍ଧ । ଅଧିକ ସୂଚନା ପାଇଁ ଯକ୍ଷ୍ମା ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ : ୧୮୦୦-୧୧-୬୬୬୬ ନିଃଶୁକ୍ଲ
Read More...

ଗଛ ଲଗାରେ ଦୁର୍ନୀତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ ) : ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଗନ୍ଧମାର୍ଦ୍ଦନ ପିଆରଏଫ ବା ପାଇକମାଳ ବ୍ଳକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତର ତେନ୍ତୁଳିଖୁଣ୍ଟି ଓ ଖଲିଆପାଲି ଗ୍ରାମ ପଞ୍ଚାୟତର ବେଣ୍ଟକାରପୁର ପର୍ୟ୍ୟନ୍ତ ଗଛ ଲଗାଯାଇଛି ଦୁଇହଜାର କୋଡ଼ିଏ/ଏକୋଇଶ ବର୍ଷ ପାଇଁ
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀ‌ଙ୍କ କୋଭିଡ ସମୀକ୍ଷା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କୋଭିଡ ମହାମାରୀର ସମ୍ଭାବ୍ୟ ୨ୟ ସଂକ୍ରମଣର ମୁକାବିଲା ସଂପର୍କରେ ସମୀକ୍ଷା କରି ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍‌ତ୍ୱ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେଠାରୁ
Read More...

ଓସିଏ ଭିଜନ ୨୦୨୪ : ନବକିଶୋର କ୍ରିକେଟ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ନବକିଶୋର ଦଳ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତାରେ ନବକିଶୋର ଦଳ ଓ ଗାନ୍ଧୀନଗର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗାନ୍ଧିନଗର ଦଳ ଟସ
Read More...

ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକ ଶହ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ଦ୍ୱାରା ବିଭିନ୍ନ କାର୍ୟ୍ୟକ୍ରମ କରାଯାଇଥିବା ବେଳେ ପୂଜ୍ୟ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୁବର୍ଣ୍ଣପୁର
Read More...

କିସ ବିଶ୍ୱବିଦ୍ୟାଳୟ ତରଫରୁ ଦଶମ ପର୍ୟ୍ୟାୟ ପାଠ୍ୟ ଉପକରଣ ପ୍ରଦାନ : କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା…

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି କରୋନା ଜନିତ କଟକଣା ସମୟରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା, ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ, କଳିଙ୍ଗ ଇନସ୍ଟିଚ୍ୟୁଟ ଅଫ
Read More...

ମନେରେଗା ଯୋଜନାରେ ୫ ଜଣ ହିତାଧିକାରୀଙ୍କୁ ମିଳିଲା ୩ ଶହ ଦିନର କାମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୨୦୨୦-୨୧ ଆର୍ଥିକ ବର୍ଷରେ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀ ଭଟ୍ଟା ଗ୍ରାମ ପଞ୍ଚାୟତର ୫ ଟି ପରିବାର ମନୋରେଗା ଯୋଜନାରେ ୩ ଶହ ଦିନ କାମ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ଲକରୁ ଅଧିକାଂଶ ପରିବାର ଆଖପାଖରେ ରୋଜଗାର ନ ପାଇ
Read More...

ତାମ୍ପରା ଭାରତ ଓ ଆନ୍ତର୍ଜାତୀୟ ସ୍ତରରେ ପର୍ୟ୍ୟଟନ ମାନଚିତ୍ରରେ ଏକ ନୂତନ ସ୍ଥାନ ପାଇବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା, ମୁହାଣ, ସମୁଦ୍ର ଏବଂ ଅନେକ ନଦୀ ଓ ହ୍ରଦ ଗୁଡିକର କ୍ରିୟାଶୀଳ, ବିକାଶମୁଖୀ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ୟମ କରୁଛନ୍ତି । ଏହି ଜିଲ୍ଲାରେ ପ୍ରାଚୀନ କାରୁକାର୍ୟ୍ୟ, ଜିଲ୍ଲାରେ ରହିଥିବା
Read More...