Monthly Archives

March 2021

ଖପ୍ରାଖୋଲରେ ଜିଲ୍ଲା ସ୍ତରୀୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର କାର୍ୟ୍ୟକାରିତା ଉପରେ କାର୍ୟ୍ୟକ୍ରମ…

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ ) : ଖପ୍ରାଖୋଲ ବ୍ଲକ କନଫରେନ୍ସ ହଲ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ୟ୍ୟକାରିତା ତଥା ଗ୍ରାମାଞ୍ଚଳରେ ରହିଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା ।
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

କୃଷକଙ୍କ ଦେଶବ୍ୟାପୀ ବ‌ନ୍ଦ ଆରମ୍ଭ ହୋଇଛି : ବିରୋଧକାରୀମାନେ ଗାଜିପୁର ସୀମାକୁ ଅବରୋଧ କଲେ

ନୂଆଦିଲ୍ଲୀ : ଗତ ଚାରିମାସ ଧରି ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ମାର୍ଚ୍ଚ ୨୬ ଶୁକ୍ରବାର ଦିନ ଦେଶବ୍ୟାପୀ ଭାରତ ବ‌ନ୍ଦ ଡାକରା ଦେଇଛନ୍ତି । ଏହି ବ‌ନ୍ଦ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଚାଲିବ । କୃଷକ ନେତାମାନେ କହିଛନ୍ତି ଯେ, ଭରତ ବ‌ନ୍ଦରେ ଯୋଗଦେବାକୁ
Read More...

ଝଟ୍ ମଗ୍‌ନି ପଟ୍‌ ବିହା, ଦେଖ୍‌ଲା ଲୋକ୍‌ ଅଁଚାବୁହା : ବିନା ଯୌତୁକରେ ଆଦର୍ଶ ବିବାହ କାର୍ଯ୍ୟ ସମାପନ କଲା ଜିଲ୍ଲା…

ପାଟଣାଗଡ଼, (ଗୋରେଖନାଥ ବରିହା) : କଥା ଥି ଅଛେ, ଚଟ୍ ମଗ୍‌ନି ପଟ୍‌ ବିହା, ଦେଖ୍‌ଲା ଲୋକ୍‌ ଅଁଚାବୁହା । ଏଭଳି ଏକ ଘଟଣା ସଂପର୍କରେ ଜାଣିବା ଆସ‌ନ୍ତୁ । ଅଳ୍ପ ସମୟ ମଧ୍ୟରେ ପବିତ୍ର ବିବାହ ବନ୍ଧନରେ ବାନ୍ଧି ହୋଇ ସବୁଦିନର ଦୁଃଖ ସୁଖର ସାଥୀ ହୋଇ ଘର ସଂସାର କରି ଜୀବନ କାଟିଥାନ୍ତି । ହେଲେ
Read More...

ଭୟାବହ ଅଗ୍ନିକା‌ଣ୍ଡ : ଜଳିଗଲା ୨ ଗଦି ଦୋକାନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୋର୍‌ ପ୍ରାୟ ୩ଟା ସମୟରେ ପାଟଣା ଛକର ନବନିର୍ମିତ ପାର୍କିଂ ଜୋନ୍‌ ଠାରେ ଥିବା ୨ଟି ସେଜ/ଗଦି ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିବା ବେଳେ ଦୁଇ ଦୋକାନ ପୋଡି ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ସୂଚନା ପାଇ ଦମକଳ ବାହିନୀ
Read More...

ବନ୍ୟଜନ୍ତୁଙ୍କ ସୁରକ୍ଷିତ ଅଭୟାରଣ୍ୟ ପାଲଟିଛି ଶିକାରୀଙ୍କ ଚରାଭୂଇଁ

ପେଟ୍ରୋଲିଂ ଷ୍ଟାଫଙ୍କୁ ଦେଖି ବାରହାକୁ ଫିଙ୍ଗି ଚମ୍ପଟ ମାରିଲେ ବାଣୁଆଁ ବୌଦ୍ଧ, (ବଂଶୀଧର ମାଝୀ) : ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ଡିଭିଜନର ବୌଦ୍ଧ ଜିଲ୍ଲା ସୀମାନ୍ତରେ ଥିବା କୁଶଙ୍ଗ ରେଞ୍ଜର ମହାଲ୍ଲିକପଡା ପଞ୍ଚାୟତ ନୂଆପଡା ନିକଟରେ ଗତକାଲି ରାତି ବାରହା ଶିକାର କରି ନେଉଥିବା
Read More...

ଚାକିରୀ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ବରିଷ୍ଠ କିରାଣୀକୁ କୋର୍ଟ ଚାଲାଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ବେଆଇନ ଭାବରେ ଟଙ୍କା ଆଦାୟ କରିବାରେ ଧୂରନ୍ଦର ଜଣେ ସରକାରୀ ବାବୁ । ଏମିତିକି ନିଜ ସରକାରୀ ଚାକିରୀ କାଳର ଗତ କିଛି ମାସ ମଧ୍ୟରେ ତିନି ତିନି ଥର ଜେଲ ଯିବା ଘଟଣା ଏବେ ବେଶ ଚର୍ଚ୍ଚାର ପରିସରକୁ ଆସିଛି । ଅଭିଯୋଗ ମୁତାବକ ରାଜସ୍ୱ ବିଭାଗର ବରିଷ୍ଠ କିରାଣୀ
Read More...

ବୌଦ୍ଧରୁ ଉତ୍ତରପ୍ରଦେଶ ଗ୍ୟାଙ୍ଗର ୨ ଏଟିଏମ୍‌ ଲୁଟେରା ଗିରଫ : ୧୨ ଟି ଏଟିଏମ୍ କାର୍ଡ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ଏଟିଏମ କାର୍ଡ ସାହଯ୍ୟରେ ଅଭିନବ କୌଶଳରେ ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ହରିଲୁଟ୍ କରୁଥିବା ଦୁଇ ଜଣ ଉତ୍ତର ପ୍ରଦେଶ ଗ୍ୟାଙ୍ଗର ଠକଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । ଏମାନେ ବୌଦ୍ଧ ସହରରୁ ୩୦ ହଜାର ଟଙ୍କା ସଂଗ୍ରହ କରିବା ପରେ ପୁଣି ଥରେ ବୁଧବାର ଦିନ
Read More...

ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଆସନ୍ତା କାଲି ବନ୍ଦ ରହିବ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଆସନ୍ତା କାଲି ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବି‌ଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ସୂଚନା ପ୍ରଦାନ କରାଯାଇଛି । ଅନ୍ୟପଟେ ଚଳିତ ମାସ ୨୮ ଏବଂ ୨୯
Read More...

ବାଲ୍ୟ ବିବାହ ନିରୋଧ ଓ କିଶୋର ସଶକ୍ତିକରଣ ଉପରେ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ବିରୋଧ ତଥା ସଶକ୍ତିକରଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ବଲାଙ୍ଗିର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଗୁଲାପ ବାଗ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଓ କହିଥିଲେ ଯେ, ସମାଜରୁ
Read More...