Monthly Archives

March 2021

ଜଲପାଙ୍କେଲ୍ ଗ୍ରାମରେ ବସୁଧା ଯୋଜନା ଫେଲ୍

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସରକାର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନା କରିଛନ୍ତି । କିନ୍ତୁ ଯନ୍ତ୍ରୀ, ଠିକାଦାର ମାନଙ୍କ ମନମୁଖୀ କାର୍ୟ୍ୟ ଯୋଗୁଁ ଲୋକେ ‌ସ୍ୱଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ
Read More...

ଉତ୍କଳ ଦିବସ ପାଳନ ନିମନ୍ତେ ରାଜ୍ୟ ସରକାର‌ଙ୍କ କଟକଣା ଜାରି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ପରିସ୍ଥିତିରେ ଆସନ୍ତା ଉତ୍କଳ ଦିବସ ପାଳନ ନିମନ୍ତେ କେତେକ କଟକଣା ଜାରି ହୋଇଛି । ଉତ୍କଳ ଦିବସ ଅବସରରେ ସରକାରୀ କାର୍ୟ୍ୟକ୍ରମ ସର୍ବାଧିକ ୨୦୦ ଲୋକଙ୍କୁ ନେଇ କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ଆୟୋଜିତ ହେବ । ଘରୋଇ ସଂସ୍ଥା ଅନୁମତି ସହ
Read More...

ଦୁର୍ଘଟଣା ଗ୍ରସ୍ତ ମହନ୍ତ ମହାରାଜ ବାବାଜୀ ରାମ ନାରାୟଣ ଦାଶଙ୍କ କଟକ ବଡ଼ ମେଡିକାଲରେ ପରଲୋକ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର କଲେଜ ଛକ ଠାରେ ଶୁକ୍ରବାର ଘଟିଥିବା ଦୁର୍ଘଟଣା ଗ୍ରସ୍ତ ଗଞ୍ଜାମ ସହର ସ୍ଥିତ ଧର୍ମଶାଳା ଜଗନ୍ନାଥ ମନ୍ଦିରର ମହନ୍ତ ମହାରାଜ ବାବାଜୀ ରାମ ନାରାୟଣ ଦାଶଙ୍କ ଆଜି ପ୍ରତ୍ୟୁଷରେ କଟକ ବଡ଼ ମେଡିକାଲରେ ପରଲୋକ ହୋଇଯାଇଛି କ୍ଷ ଜିଲ୍ଲା ଓ ରାଜ୍ୟର
Read More...

ଚଳିତ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚ ଅଟକଳ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଚଳିତ ଆର୍ଥିକ ବର୍ଷରେ ‌ସ୍ୱାସ୍ଥ୍ୟସେବା ପାଇଁ ମୋଟ ୯୧୬୪.୨୬ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ବିଜୁ ‌ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ୧୩୫୨. ୫୮ କୋଟି, ଗରୀବ ଲୋକଙ୍କ ଚିକିତ୍ସା ପାଇଁ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ବାବଦକୁ ୫୦ କୋଟି ଟଙ୍କା
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୪୪୯ ରହିଛି । ଆଜି ୨୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ଛତ୍ରପୁର ସର୍କିଟ ହାଉସ ଠାରେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଓଏଏସ ସଂଘ ବୈଠକ ବସିଲା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ପକ୍ଷରୁ ୧୫୦ ଅତିରିକ୍ତ ସଚିବ ଓ ୧୧୦ ଯୁଗ୍ମ ସଚିବ ପଦବୀ ଟେମ୍ପରାରି ଭାବେ କରିବାକୁ ଯାଉଛନ୍ତି । ଏକ ବର୍ଷ ପର୍ୟ୍ୟନ୍ତ ପ୍ରମୋସନ ବନ୍ଦ ରହିବ । ଏହାକୁ ବିରୋଧ କରିଛି ଗଞ୍ଜାମ ଜିଲ୍ଲା ଓଏଏସ ସଂଘ । ଏନେଇ ଶୁକ୍ରବାର ସ୍ଥାନୀୟ
Read More...

କରେନାରେ ଆକ୍ରା‌ନ୍ତ ହେଲେ ସଚିନ ତେନ୍ଦୁଲକର

ମୁମ୍ବାଇ : ମହାମାରୀ କରୋନା ପୁଣି ବଢି ବଢି ଚାଲିଥିବା ବେଳେ ବ‌ର୍ତ୍ତମାନ ତାର ଦ୍ୱିତୀୟ ଲହରୀ । ତେବେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର କରେନାରେ ଆକ୍ରା‌ନ୍ତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇ ଲେଖିଛନ୍ତି ଯେ - ଆଜି ମୁଁ କରୋନା ସଂକ୍ରମିତ
Read More...

ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୨ ଜଣଙ୍କୁ ନିଯୁକ୍ତି ଦେଲା

ଭୁବନେଶ୍ୱର : ୨ ଜଣଙ୍କୁ କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛି ଉଚ୍ଚଶିକ୍ଷା ବିଭାଗ । ଡକ୍ଟର ଅତନୁ ପତି ଓ ଡକ୍ଟର ସୁସ୍ମିତ ପ୍ରସାଦ ପାଣିଙ୍କୁ କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଏମାନେ ନିଯୁକ୍ତି ତାରିଖ ଠାରୁ ୬ ବର୍ଷ ଯାଏଁ ଅଥବା ୭୦ ବର୍ଷ ବୟସ
Read More...

କାଲି ରାଜେନ୍ଦ୍ର ଆଲୁମ୍ନିର ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ରବିବାର ଦିନ ପୂର୍ବାହ୍ନ ୧୦.୩୦ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆର୍ଟସ ବ୍ଲକ୍ ୫ ନମ୍ବର ହଲରେ ଆଲୁମ୍ନିର ଏଜିଏମ୍ ବା ବାର୍ଷିକ ସାଧାରଣ ବୈଠକ ଆୟୋଜିତ ହେଉଛି । ଉକ୍ତ ବୈଠକରେ ସଂଘର ସାଂଗଠନିକ ବ୍ୟାପାର, ସ୍ମରଣିକା ବଣ୍ଟନ ଓ ବି‌ଶ୍ୱବିଦ୍ୟାଳୟର
Read More...

ନିଆଁ ଏବେ ଜଙ୍ଗଲ ମୁହାଁ : ବୌଦ୍ଧ ବନ ବିଭାଗ ନାକେଦମ

ବୌଦ୍ଧ, (ର‌ଞ୍ଜୁ ଅମାତ) : ବୌଦ୍ଧ ଜିଲ୍ଲାର ବନପାହାଡ଼ ଘେରା ଅଞ୍ଚଳରେ ଏବେ ନିଆଁର ରାଜକତା । ଦୀର୍ଘ ୨୦-୨୫ ଦିନ ହେବ ଶହ ଶହ ହେକ୍ଟର ଜଙ୍ଗଲ ପାହାଡ଼ରେ ଅସାମାଜିକ ଲୋକ ନିଆଁ ଲଗାଇ ଦେଉଥବାରୁ ମୂଲ୍ୟବାନ ଗଛ ପୋଡିଯିବା ସହ ବନ୍ୟଜନ୍ତୁ ମାନେ ମଧ୍ୟ ଜୀବନ ବିକଳରେ ଗ୍ରାମଭିମୁଖୀ ହେଉଥିବା ବେଳେ
Read More...