Monthly Archives

March 2021

ଜିଲାସ୍ତରୀୟ ଆଶା ଏବଂ ଗାଁ କଲ୍ୟାଣ ସମିତିଙ୍କ ସମାବେଶ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନରେ ଜିଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା । ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୀତାରାମ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି
Read More...

ଲୋଇସିଂହା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ : ଶଶାଙ୍କ ଭୋଇ ସଭାପତି ଓ ପ୍ରଶାନ୍ତ ବେହେରା ସମ୍ପାଦକ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ୨୦୨୧-୨୨ ବର୍ଷ ପାଇଁ ଲୋଇସିଂହା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ନିର୍ଦ୍ୱନ୍ଦରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଶଶାଙ୍କ ଶେଖର ଭୋଇ, ସମ୍ପାଦକ-ପ୍ରଶାନ୍ତ ବେହେରା, ଉପ ସଭାପତି-ପ୍ରଦୀପ ତ୍ରିପାଠୀ, ଯୁଗ୍ମ
Read More...

୬୪ ବାଟାଲିଅନ ସିଆରପିଏଫ୍ ତରଫରୁ ବିଦ୍ୟାଳୟରେ ପାନୀୟଜଳ ଓ ଗ୍ରାମରେ ସୋଲାର ଲାଇଟ ପ୍ରଦାନ

କଳାହା‌ଣ୍ଡି, (ହେମ‌ନ୍ତ ସାହୁ) : ୬୪ ବାଟାଲିଅନ ସିଆରପିଏଫ୍ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚବିଦ୍ୟାଳୟ, ତଳସାଗରପଡ଼ା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ, ବ୍ଲକକଲୋନୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ, ଗ୍ରାମ ପଂଚାୟତ କାର୍ୟ୍ୟାଳୟ, ମ.ରାମପୁର ଗୋଷ୍ଠୀ
Read More...

ରାଜସ୍ୱ ସବ୍ ଡ଼ିଭିଜନ ମାନ୍ୟତା ଦାବୀରେ ବୈଠକ

କଳାହାଣ୍ଡି, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ମାନ୍ୟତା ଦାବୀରେ ଆଜି ଏକ ବୈଠକ ନୁନପୁର ଗ୍ରାମପଂଚାୟତ ସଭାଗୃହଠାରେ ରାଜସ୍ୱ ଡ଼ିଭିଜନ ମାନ୍ୟତା ଦାବୀରେ ପ୍ରକାଶଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହେଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପଦ୍ମନ
Read More...

ଚର୍ଚ୍ଚାରେ ଟିଟିଲାଗଡ ଉପଜିଲ୍ଲାପାଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡିଶାର ଏକ ବୃହତ୍ତମ ଉପଖଣ୍ଡ ଭାବରେ ଟିଟିଲାଗଡ ଉପଖଣ୍ଡ ବେଶ୍‌ ପରିଚିତ । ଏକ ଆଦିବାସୀ ବହୁଳ ପଛୁଆ ଅଂଚଳ ଭାବରେ ଏହି ଟିଟିଲାଗଡ ଅଂଚଳ ରାଜ୍ୟରେ ନାଁ କରିଛି । କେତେବେଳେ ପିଲା ବିକ୍ରୀ ଘଟଣା ତ ପୁଣି କେତେବେଳେ ଅର୍ଦ୍ଧାହାରର ଶିକାର ଏଠାକାର ଗରିବ ନିରୀହ
Read More...

ମିଆଁମାରରେ ବ୍ୟାପକ ହିଂସା, ସୁରକ୍ଷାବଳ ଗୁଳିରେ ୫୦ ଜଣଙ୍କ ମୃତ୍ୟୁ ଆଶଙ୍କା

ମିଆଁମାର : ଶନିବାର ମିଆଁମାରରେ 'ଅର୍ଡର ଫୋର୍ସ ଡେ' ଅବସରରେ ସୁରକ୍ଷା ବାହିନୀ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଛି ଏବଂ ସୁରକ୍ଷା ବାହିନୀ ଦ୍ୱାରା ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ସାମରିକ ମୁଖ୍ୟ ମିନ ଆଙ୍ଗ ଲାଇଙ୍ଗ ଶନିବାର ଜାତୀୟ ଟେଲିଭିଜନରେ
Read More...

ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା

ତୁରେକେଲା, (କୈଳାଶ ସଗ୍ରିଆ) : ଏବେ ଜଂଗଲରେ ନିଆଁ ଏକ ବିଶାଳ ସମସ୍ୟା ହୋଇ ଠିଆ ହୋଇଛି ସମାଜ ସାମ୍‌ନାରେ । ଦିନକୁ ଦିନ ଜଂଗଲ ‌ଧ୍ୱଂସ ହୋଇ ଚାଲିଥିବା ବେଳେ ଏବେ ଅହେତୁକ ନିଆଁ ଲାଗି ଜଂଗଲ ଛାର୍‌ଖାର୍‌ ହେବାରେ ଲାଗିଛି । ଏହି ସମୟରେ ହିଆଲ ଗ୍ରା:ପ: ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଅଧୀନସ୍ଥ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ : ବଲାଙ୍ଗିର ପୌରାଂଚଳରୁ ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ୱାର୍ଡ ନଂ.୧, ୨, ୧୫ ଓ ୧୯ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନଂ.୧୪ରୁ ୨
Read More...

ଖଟଖଟିଆ ଓ ପଲସାଗୋରାରେ ଗୋ‌ଷ୍ଠୀ ଶୌଚାଳୟ ଉତଘାଟିତ

ବୋୖଦ୍ଧ, (ମମତା ମହାକୁର) : ବୋୖଦ୍ଧ ଜିଲ୍ଲା କଂଟାମାଲ ବ୍ଲକ ଖଟଖଟିଆ ଓ ପଲସାଗୋରାଠାରେ ନୂତନ ଭାବେ ନିର୍ମିତ ଦୁଇଗୋଟି ଗୋ‌ଷ୍ଠୀ ଶୌଚାଳୟ ଉତଘାଟିତ ହୋଇଯାଇଛି । ଉଦଝାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଂଟାମାଲ ବିଡ଼ିଓ ବନ୍ଦନା ଖଟୁଆ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଖଟଖଟିଆ
Read More...

ବିଧବା ମହିଳାଙ୍କୁ ସୁକନ୍ୟା ଶକ୍ତି ସଂଗଠନ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ରାସନ ସାମଗ୍ରୀ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ତ ସର୍ଗିବାହାଲ ପଞ୍ଚାୟତ ଅଧିନସ୍ଥ ଇଛ୍ଛାପାଲି ଗ୍ରାମର ଅସହାୟ ବିଧବା ମହିଳା କନକ ପଧାନଙ୍କୁ ସୁକନ୍ୟା ଶକ୍ତି ସଂଗଠନ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଟ୍ରଷ୍ଟ ତରଫରୁ ୨୫ କି.ଗ୍ରା ଚାଉଳ, ଡାଲି,
Read More...