ପାଟଣାଗଡ଼ କ୍ରିମିନାଲ୍ କୋର୍ଟ ବାର୍ ଏସୋସିଏସନ୍ର ନିର୍ବାଚନ ଅନୁଷ୍ଠିତ
ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ଼ କ୍ରିମିନାଲ୍ କୋର୍ଟ ବାର୍ ଏସୋସିଏସନ୍ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନିର୍ବାଚନରେ ଆଇନଜୀବୀ ଆଶିଷ କୁମାର ଚନ୍ଦନ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଆଇନଜୀବୀ ରମାକାନ୍ତ ଭୋଇ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଆଇନଜୀବୀ!-->…
Read More...
Read More...