Monthly Archives

March 2021

କରୋନା ଟୀକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟୀକା ନେଲେ । ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟ ଟୀକାକରଣ ଚାଲିଥିବାବେଲେ ଆଜି ଏଭି ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଡିସ୍‌ପେନ୍‌ସାରିରେ ଟୀକା ନେଇଛନ୍ତି ।
Read More...

ବୁର୍ଲା ଭୀମସାରର ଅଧ୍ୟକ୍ଷ ଓ ଅଧିକ୍ଷକ ବଦଳିଲେ

ସମ୍ବଲପୁର : ବୁର୍ଲା ଭୀମସାରର ଅଧ୍ୟକ୍ଷ ଓ ଅଧିକ୍ଷକ ବଦଳିଲେ । ପୂର୍ବରୁ ଅଧ୍ୟକ୍ଷ ଥିବା ଜୟଶ୍ରୀ ଦୋରା ବଦଳି ହୋଇଛନ୍ତି, ତାଙ୍କ ସ୍ଥନରେ ଭୀମସାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ପୂର୍ବରୁ ଅଧିକ୍ଷକ ଥିବା
Read More...

ଆଜି ଓପିଏସସିର ଅଧ୍ୟକ୍ଷ ଭାବରେ ଦାୟି‌ତ୍ୱ ଗ୍ରହଣ କରିବେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର : ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ପୋଲିସ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବେଳେ ଆଜି ଓଡିଶା ଜନସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବରେ ଦାୟି‌ତ୍ୱ ଗ୍ରହଣ କରିବେ । ୧୯୮୮ ବ୍ୟାଚର ଏହି ଆଇପିଏସ୍ ଅଫିସର ଜୟପୁରରୁ ୧୯୯୦
Read More...

ଅଭାବନୀୟ ଘଟଣା : ଦୁର୍ବୃତ୍ତମାନ‌ଙ୍କ ଗୁଳିମାଡର ଶିକାର ହେଲେ ସୁନା ଦୋକାନ ମାଲିକ

ସୁନ୍ଦରଗଡ : ସୁ‌ନ୍ଦରଗଡ ବଡଗାଁ ଥାନାରେ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତମାନ‌ଙ୍କ ଗୁଳିମାଡର ଶିକାର ହୋଇଛନ୍ତି ସୁନା ଦୋକାନ ମାଲିକ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସୁ‌ନ୍ଦରଗଡ ବଡଗାଁ ପୋଷ୍ଟ ଅଫିସ ନିକଟରେ ଥିବା ମଙ୍ଗଳା ଜୁଏଲାରୀର ମାଲିକ ରୋହିତ ବର୍ମା ସୋମବାର ନିଜ ଦୋକାନ
Read More...

ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର, (କେପିଏନଏସ୍‌) : ଓଡ଼ିଶାର ଅଗ୍ରଣୀ ବିଦ୍ୟୁତ କର୍ମଚାରୀ ସଂଘ ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର ୪୭ତମ ରାଜ୍ୟ ସମ୍ମିଳନୀ ଅବସରରେ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ବିଶିଷ୍ଟ ଶ୍ରମିକ ନେତା ରମେଶ ଚନ୍ଦ୍ର ଶତପଥୀ ସଭାପତି ଭାବେ ନିର୍ବାଚିତ ହୋଇଥିବା
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ…

ପୁରୀ : ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରି ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ଓଡ଼ିଶାବାସୀଙ୍କୁ ପୁରୀ ତଥା ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗ
Read More...

ଅସହାୟଙ୍କ ସେବାରେ ସମର୍ପିତ ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଆଜିର ଏ ସ୍ୱାର୍ଥପର ଦୁନିଆ ସାଜିଛି ଏକ ବଡ ରଙ୍ଗମଞ୍ଚ । ରାତି ପାହି ସକାଳ ହେଲେ ସମସ୍ତେ ବ୍ୟସ୍ତ ହୋଇଯାଆନ୍ତି ନିଜ ନିଜ ଅଭିନୟ କରିବାକୁ । ସ୍ୱାର୍ଥବିନା ଏଠି କାହା ପାଖରେ ସମୟ ନଥାଏ କାହା ବିଷୟରେ ଚିନ୍ତା କରିବାକୁ । ଏ ସ୍ୱାର୍ଥପର ଦୁନିଆରେ ନିଜ
Read More...

ଆମେରିକା ଉପରେ ଭାରତର ୧୬ ଲକ୍ଷ କୋଟି ଟଙ୍କା ଋଣ ରହିଛି : ସାଂସଦ ବାଇଡେନଙ୍କୁ ଚେତାଇ ଦେଲେ

ୱାଶିଂଟନ୍: ବିଶ୍ୱର ବୃହତ୍ତମ ଅର୍ଥନୀତି ଆମେରିକା ଉପରେ ଋଣ ଭାର ୨ ଦଶନ୍ଧି ମଧ୍ୟରେ ତୀବ୍ର ବୃଦ୍ଧି ପାଇଛି । ହୁଏତ ଏହା ବି‌ଶ୍ୱାସଯୋଗ୍ୟ ହୋଇ ନପାରେ, କିନ୍ତୁ ଭାରତର ଆମେରିକା ଉପରେ ୨୧୬ ବିଲିୟନ ଡ଼ଲାର୍ (୧୫,୮୯,୬୮୨ କୋଟି) ଋଣ ରହିଛି । ଖବର ଅନୁଯାୟୀ, ଆମେରିକାର ମୋଟ ଋଣ ୨୯ ହଜାର
Read More...

ବୁଢ଼ାରଜା କ୍ରିକେଟ ଉଦଯାପିତ : ଭୂତମୁଣ୍ଡାକୁ ହରାଇ ନୂଆପଡ଼ା ଚମ୍ପିୟାନ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଭୂତମୁଣ୍ଡା ସ୍ପୋର୍ଟସ କ୍ଳବ ଓ ଗ୍ରାମ୍ୟ କମିଟି ପକ୍ଷରୁ ଚାଲିଥିବା ପ୍ରଥମ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଆୟୋଜକ ଭୂତମୁଣ୍ଡା ଦଳକୁ ହରାଇ ନୂଆପଡ଼ା ଚମ୍ପିୟାନ ହୋଇଛି । ଭୂତମୁଣ୍ଡା ଦଳ
Read More...

ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଗତକାଲି ରୋତ୍ ଗୁଡିର ପରିଚାଳନାରେ କଲ୍ୟାଣ ମଣ୍ଡପ ଠାରେ ବଲାଙ୍ଗିର ଜିଲ୍ଲା ୮୪ ଘର୍ ଅଘରିଆ ସମାଜର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାରେ ସମାଜର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିବାହ ଓ ସାମାଜିକ କାର୍ୟ୍ୟରେ କୋରନ କଟକଣାକୁ ମାନି
Read More...