Monthly Archives

March 2021

ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ

ସମ୍ବଲପୁର : ବରେଇପାଲି ଛକ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୨ଟି ବାଇକରେ ୪ ଜଣ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଜଣେ ଗୁରୁତର ଆହତଙ୍କୁ ବୁର୍ଲା
Read More...

କବିତା : ଏତେ ପାଖେ ଆଲୁଅ

ମାଧୁରୀ ପଣ୍ଡା ତୁମେ ମୋ’ ଭଲପାଇବାକୁକେମିତି ବୁଝ ଯେ’! ଯାହା ନୀରବରୁ ନୀରବୀ ଯାଉଥିବାଏକ ଉଚ୍ଚାରଣ ମାତ୍ର….କହି ପାରୁନି ତ’ଭୋଗୁଛି ଅବଶ୍ୟ । ତାରାମାନେ କାହିଁଁକି ଉଜାଗରରାତି ଶୋଇରହେ ଶାନ୍ତ ହୋଇଅନ୍ଧାରର କିଛି ଭାଷା ଥାଏ ନିଶ୍ଚୟମୋତେ ଦେଖି ଯେ’ ହସିଦିଅନ୍ତି । ଏ ଜୀବନ
Read More...

ବହୁଚର୍ଚ୍ଚିତ ମୋଟେର ଶିକ୍ଷକଙ୍କ ଘରୁ ହୋଇଥିବା ଲୁଟ ଘଟଣାରେ ଅଭିଯୁକ୍ତ ଗିରଫ

କଳାହାଣ୍ଡି, (ପି.କେ ସାହୁ) : ବହୁଚର୍ଚ୍ଚିତ ମୋଟେର ଶିକ୍ଷକଙ୍କ ଘରୁ ହୋଇଥିବା ଲୁଟ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି କଳାହାଣ୍ଡି ଜି‌ଲ୍ଲା କୋକସରା ପୋଲିସ । ଗତ ଡିସେମ୍ବର ଶେଷ ସପ୍ତାହରେ ମୋଟେର ଠାରେ ବନ୍ଧୁକ ମୁନରେ ଶିକ୍ଷକ ଯଯାତି ପଟ୍ଟେଯାଷୀଙ୍କ ଘରୁ ପାଂଚଜଣ
Read More...

ଦୁର୍ଘଟଣା : ଜେରକ୍ସ ଦୋକାନ ଉପରେ ଚଢ଼ିଗଲା ଟ୍ରକ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଜେରକ୍ସ ଦୋକାନ ଉପରକୁ ଏକ ଟ୍ରକ ଚଢି ଯାଇଥିବା ଦେଖିବାକୁ ମିଳିଛି । ଆଜି ଭୋର ସକାଳୁ ବଲାଙ୍ଗିର ସହର ମେଡିକାଲ ଛକରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ଭୋର ସମୟରେ ଟ୍ରକଟି ଏକ ଜେରକ୍ସ ଦୋକାନ ଉପରକୁ ଚଢିଯାଇଥିଲା ।
Read More...

ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଶିକ୍ଷକଙ୍କ ସୁବର୍ଣ୍ଣପୁର ସ୍ଥିତ ବାସଭବନ ସମେତ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍
Read More...

ଝଲସିବ ଦୀର୍ଘ ଦିନ ଧରି ଅବହେଳିତ ହୋଇ ପଡିରହିଥିବା ମା’ ଭଦ୍ରକାଳୀଙ୍କ ପୀଠ

ଭଦ୍ରକ : ଝଲସିବ ଦୀର୍ଘ ଦିନ ଧରି ଅବହେଳିତ ହୋଇ ପଡିରହିଥିବା ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠ । ଏହି ପୀଠକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟି ଟଙ୍କାର ଅନୁଦାନ ଦେଇଥିଲେ । ତେବେ ତାହାର କାର୍ୟ୍ୟକାରିତା ଆରମ୍ଭ ହେବାକୁ
Read More...

ଦୁନିଆରୁ କରୋନା ଭୂତାଣୁ ଶୀଘ୍ର ଦୂର ହେବ କି ?…. ଡବ୍ଲ୍ୟୁଏଚ୍‌ଓ ଦେଲା ବଡ ବିବୃତ୍ତି

ଜେନେଭା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ଷ ଶେଷ ସୁଦ୍ଧା ମହାମାରୀ କୋଭିଡ଼ ସଂକ୍ରମଣ ବନ୍ଦ ହୋଇଯିବ ବୋଲି ଭାବିବା 'ଅସାମୟିକ' ଏବଂ 'ଅବାସ୍ତବ' ହେବ । ସେ କହିଛନ୍ତି ଯେ, ଯଦିଓ ବର୍ତ୍ତମାନର ପ୍ରଭାବଶାଳୀ ଟୀକା ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ରୋଗ
Read More...

ଆଜି ଶ୍ରୀମନ୍ଦିର ୪ ଘଣ୍ଟା ଧରି ବନ୍ଦ ରହିବ

ପୁରୀ : ଆଜି ଶ୍ରୀମନ୍ଦିର ୪ ଘଣ୍ଟା ବନ୍ଦ ରହିବ । ଆଜି ଅନୁଷ୍ଠିତ ହେବ ଫାଲଗୁନ ମାସ କୃଷ୍ଣ ପଞ୍ଚମୀ ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ବନକଲାଗି ବା ଶ୍ରୀମୁଖସିଂହାର । ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତ ମାନେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ଆରମ୍ଭ କରିବେ । ବନକ ଲାଗି
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୫ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୬୦
Read More...