Monthly Archives

March 2021

ଜଣେ ୧୨ ବର୍ଷର ନାବାଳିକାକୁ ଗାତ ଖୋଳି ଘରେ ପୋତି ଦିଆଯାଇଥିଲା : ଗୋଟିଏ ସପ୍ତାହ ପରେ ଅଭିଯୁକ୍ତ ଶିମଲା ଠାରୁ ଗିରଫ

ବୁଲନ୍ଦଶାହର : ପଶ୍ଚିମ ଉତ୍ତରପ୍ରଦେଶର ବୁଲନ୍ଦଶାହର ଜିଲ୍ଲାର ଏକ ଗାଁରେ ଜଣେ ୧୨ ବର୍ଷର ନାବାଳିକା ୬ ଦିନରୁ ନିଖୋଜ ଥିଲା । ମଙ୍ଗଳବାର ସନ୍ଧ୍ୟାରେ ଝିଅଟିର ମୃତଦେହ ଗାଁର ଏକ ଘର ଭିତରେ ଏକ ଗର୍ତ୍ତରେ ପୋତି ହୋଇଥିବାର ଦେଖିବାକୁ ମିଳିଛି । ବୁଧବାର ସକାଳେ ହିମାଚଳ ପ୍ରଦେଶର ଶିମଲା ଠାରୁ
Read More...

ଜାମୁଟ ଠାରୁ ଗମ୍ଭାରୀଗୁଡ଼ା ରା‌ସ୍ତାର ଅବ‌ସ୍ଥା ଶୋଚନୀୟ : ତୁର‌ନ୍ତ ମରାମତି ଦାବୀ

ଗୁଡ଼ଭେଲା, (ଅଜିତ କୁମାର ସାହୁ) : ଜାମୁଟ ଠାରୁ ଗମ୍ଭାରୀଗୁଡ଼ା ରା‌ସ୍ତାର ଅବ‌ସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏହାର ତୁର‌ନ୍ତ ମରାମତି ଦାବୀ କରିଛ‌ନ୍ତି ‌ସ୍ଥାନୀୟ ଜନସାଧାରଣ । ବଲାଙ୍ଗିର ଜି‌ଲ୍ଲାର ସୀମାନ୍ତ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ବିପର୍ୟ୍ୟସ୍ତ
Read More...

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେଲେ କୋଭିଡ଼ ଟୀକା

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କରୋନା ଟୀକାକରଣର ପ୍ରଥମ ମାତ୍ରା ମଧ୍ୟ ମିଳିଛି । ରାଷ୍ଟ୍ରପତିଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତି ବୁଧବାର ଦିନ ଦିଲ୍ଲୀରେ ଅବସ୍ଥିତ ଆର୍ମି ଆରଆର ହସ୍ପିଟାଲକୁ ଯାଇ ଟୀକା ନେଇଛନ୍ତି । ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ
Read More...

ଗାଁରେ ବିବାହ ଭୋଜି ଖାଇ ୫୦ରୁ ଅଧିକ ଅସୁସ୍ଥ

ନବରଙ୍ଗପୁର : ବିବାହ ଭୋଜି ଖାଇ ୫୦ରୁ ଅଧିକ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ଦିନ ନବର‌ଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତୋହରା ଗାଁରେ ଏକକାଳୀନ ୫ରୁ ୬ ଗୋଟି ବିବାହ ଭୋଜି ଆୟୋଜନ ହୋଇଥିଲା । ତେବେ ବିବାହରେ ଗ୍ରାମବାସୀ ସହଯୋଗ କରିବା ସହ ଭୋଜି
Read More...

ଚତୁର୍ଥ ବାର୍ଷିକ ବସନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ‌ : କଣାସ ଚମ୍ପିଅନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ କୋଠବାଡ଼ ପଞ୍ଚାୟତ ଅନ୍ତର୍ଗତ ବଡ଼ ଆଙ୍କୁଲା ଗ୍ରାମ କ୍ରିକେଟ୍‌ ପଡ଼ିଆ ଠାରେ ଅନୁଷ୍ଠିତ ଚତୁର୍ଥ ବାର୍ଷିକ ବସନ୍ତ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍‌ରେ ସମୁଦାୟ ୧୬ଟି ଦଳ ଭାଗ ନେଇ
Read More...

ବ୍ଲକ୍‌ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍‌ ପରିସରରେ ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ବ୍ଲକ୍‌ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗରେ ନୂତନ ଭାବେ ଯୋଗ ଦେଇଥିବା ବିଡିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ପ୍ରଦୀପ ଜାଳି
Read More...

ନିଆଁ ଲାଗି ଜଳିଗଲା ୫ ବଖରା ଘର : ଧାନ ଓ ଘରର ଆସବାବପତ୍ର ଜଳି ପୋଡ଼ି ଛାରଖାର

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦଶପୁର ଗାଁରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ତଲିପଡାରେ ନିଆଁ ଲାଗି ୫ ବଖରା ଘର ପୋଡିଯାଇଥିବା ବେଳେ ଅଗ୍ନିକାଣ୍ଡରେ ଘରେ ଗଚ୍ଛିତ ଧାନ ସହ ଘରର ଆସବାବପତ୍ର ଜଳି ପୋଡ଼ି ଛାରଖାର ହୋଇଯାଇଥିବା ସୂଚନା ମିଳିଛି । ଖବର ଅନୁସାରେ
Read More...

ଯୁକ୍ତ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଦଳରେ ଦିଆଯିବ ୩୦ ହଜାର ଟଙ୍କା

ଭୁବନେଶ୍ୱର : ଯୁକ୍ତ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଦଳରେ ଦିଆଯିବ ୩୦ ହଜାର ଟଙ୍କା । କ୍ଷତେବେ ଏହି ଅର୍ଥ ସିଧାସଳଖ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ଜରିଆରେ ବିଦ୍ୟାର୍ଥୀଙ୍କୁ ଦିଆଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ
Read More...

ଆଜି ରାଜ୍ୟରେ ୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୭୫ ରହିଛି । ଆଜି ୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

‘ଲୋକଙ୍କ ପାଇଁ ବିଜ୍ଞାନ’ ଅଭିଯାନରେ ରାୟଗଡାରେ ଏବଂ ଜୟପୁରରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ…

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ "ଲୋକଙ୍କ ପାଇଁ ବିଜ୍ଞାନ" ଅଭିଯାନରେ ରାୟଗଡାରେ ପ୍ରସ୍ତାବିତ ନୂତନ ପ୍ଲାନେଟୋରିୟମ୍ ଏବଂ ଜୟପୁରରେ ପ୍ରସ୍ତାବିତ ନୂତନ ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ
Read More...