Monthly Archives

March 2021

୧୮ ଦିନ ହେଲା ଶଯ୍ୟାଶାୟୀ ଅଛନ୍ତି ପଞ୍ଚାୟତ ପିଅନ : ଲକ୍‌ ଡ଼ାଉନ୍‌ରେ ସାଜିଥିଲେ କରୋନା ଯୋଦ୍ଧା

ଦେଓଗାଁ, (ମନୀଷ କୁମାର ସାହୁ) : ଲକଡାଉନ ହେଉ କି ସଟଡାଉନ ସବୁବେଳେ ଆଗ ଧାଡ଼ିର କରୋନା ଯୋଦ୍ଧା ସାଜି ଲୋକଙ୍କୁ କରୁଥିଲେ ସଚେତନ । କିନ୍ତୁ ଅଜଣା ରୋଗରେ ପଡ଼ି ଛଟପଟ ହେଉଛନ୍ତି ଜଣେ ପଞ୍ଚାୟତ ପିଅନ । ୯ ମାସ ଧରି ଦରମା ପାଇଁ ନ ଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ବୋଲି ପରିବାର ଲୋକେ
Read More...

ମା’ ସୁରାଦେଇ ନ୍ୟାସନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାଠାରେ ମା' ସୁରାଦେଇ ନ୍ୟାସନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ରାଜ୍ୟ ପରିବହନ ଓ ଯୋଜନା ସମନ୍ଵୟ ମନ୍ତ୍ରୀ ପଦ୍ମନାଭ ବେହେରା । ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳ ହିଁ ଏକମାତ୍ର
Read More...

ବେପରୁଆ ଗାଡି ଚାଲଣା : ୬ହଜାର ଟଙ୍କା ଯୁବକଙ୍କୁ ଫାଇନ୍

ଭଦ୍ରକ : ବେପରୁଆ ଗାଡି ଚାଲଣା କରୁଥିବାରୁ ଜଣେ ଯୁବକଙ୍କୁ ୬ ହଜାର ଟଙ୍କାର ଫାଇନ୍ ଦେବାକୁ ପଡିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜି‌ଲ୍ଲାରେ । ଭଦ୍ରକ ସହରର ବନ୍ତ ଛକ ନିକଟରେ ଟାଉନ ପୁଲିସ ଚେକିଂ କରୁଥିବା ବେଳେ କଳାହାଣ୍ଡିଆ ଗ୍ରାମର ଚନ୍ଦ୍ରକାନ୍ତ ମଲ୍ଲିକ ନାମକ ଜଣେ ଯୁବକ
Read More...

ଚାଇନାକୁ ଝଟ୍‌କା ଦେବାକୁ ପ୍ରସ୍ତୁତି : ‘ଏକ ଚୀନ୍’ ନୀତି ରଦ୍ଦ କରିବାକୁ ଆମେରିକା ସଂସଦରେ ବିଲ୍

ୱାଶିଂଟନ୍ : ତାଇୱାନ ସହିତ ଆନୁଷ୍ଠାନିକ କୂଟନୈତିକ ସମ୍ପର୍କକୁ ପୁନଃସ୍ଥାପିତ କରିବା ଏବଂ ପୁରୁଣା ଏବଂ ଅଣ-ଉତ୍ପାଦକ 'ଏକ-ଚୀନ୍' ନୀତି ବାତିଲ କରିବାକୁ ଆମେରିକାକୁ ଆହ୍ୱାନ ଦେଇ ରିପବ୍ଲିକାନ୍ ପାର୍ଟିର ଦୁଇ ସାଂସଦ ଏକ ବିଲ୍ ଆଗତ କରିଛନ୍ତି । ସାଂସଦ ବିଲ୍ ଟିଫାନି ଏବଂ ସ୍କଟ୍ ପେରି ଏହି
Read More...

୨୭ ଲକ୍ଷର ବ୍ରାଉନ ସୁଗାର ଜବତ ସହ ତିନିଜଣ ଯୁବକ ଗିରଫ

ଭଦ୍ରକ : ୨୭ ଲକ୍ଷର ବ୍ରାଉନ ସୁଗାର ଜବତ ସହ ତିନିଜଣ ଯୁବକ‌ଙ୍କୁ ଗିରଫ କରିଛି ଧୁଷୁରୀ ପୁଲିସ ବୋଲି ଖବର ମଳିଛି । ସୂଚନା ଯ୍ୟଗ୍ୟ ଯେ, ବହୁ ଦିନ ଧରି ଭଦ୍ରକ ଜିଲ୍ଲାରେ ବ୍ରାଉନସୁଗାର ବେପାରୀ ମାନେ ବ୍ରାଉନ ସୁଗାର ବେପାର ଚଳାଇ ଆସୁଥିଲେ, ଯାହାକି ପୁଲିସର ନଜରୁ ଆସିଥିଲା । ତେବେ ଧୁଷୁରୀ
Read More...

ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଲାଙ୍ଗିର ଜିଲ୍ଲାରେ ୨୭ : ଆଜି ୨ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବଲାଙ୍ଗିର ଜିଲ୍ଲାରେ କରୋନା ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ରହିଥିବା ବେଳେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧ ଓ ୨୧ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା
Read More...

ପର୍ଯ୍ୟବେକ୍ଷକ ମାନଙ୍କ ସଂକ୍ଷିପ୍ତ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷଣା ହୋଇଥିବା ଆସାମ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ ଓ ପୁଡୁଚେରୀର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ, ପୁଲିସ
Read More...

ଶ୍ରୀ ଶ୍ରୀ ଗନ୍ଧମାର୍ଦ୍ଧନ ବୈଦ ମହାସଙ୍ଘର ଏକତା ଏବଂ ସୁଦୃଢ କରିବା ପାଇଁ ଏକ ଜରୁରୀ କାଳୀନ ବୈଠକ ଆରମ୍ଭ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଯମୁନାପାଲି ଠାରେ ଏକ ଜରୁରୀ କାଳୀନ ବୈଦ ମହାସଂଘ ବୈଠକ ଆରମ୍ଭ ହୋଇଯାଇଛି । ଏଥିରେ ଗନ୍ଧମାର୍ଦ୍ଧନ ବୈଦ ମହାସଂଘର କେମିତି ଉନ୍ନତି କରାଯିବ ଏବଂ ଏହି ସଂଘକୁ କେମିତି ରେଜିଷ୍ଟ୍ରେସନ କରାଯିବ, ତାହା ଆଲୋଚନା ହୋଇଥିଲା
Read More...

ଗଞ୍ଜେଇ ସହ କାର ଜବତ : ଜଣେ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଡବେରି ଗ୍ରାମ ଠାରେ ଦାରିଙ୍ଗବାଡି ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ୨୪ କେଜି ୬୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରାଯାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ
Read More...

‘ପଡୋଶୀ ଯୁବ ସଂସଦ’ ମାଧ୍ୟମରେ ଜଳ ସଂରକ୍ଷଣ କର୍ମଶାଳା

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ପ୍ରକୃତି ସହ ଖେଳ ମଣିଷ ସମାଜକୁ ବେଶୀ ପ୍ରଭାବିତ କରୁଛି ଆଜିର ସମୟରେ । ପୃଥିବୀ ପୃଷ୍ଠରେ ଥିବା ମାନବ ବ୍ୟବହାର ଉପଯୋଗୀ ଜଳର ଅବିଚାରିତ ବ୍ୟବହାର ଓ ନଷ୍ଟ କରିବା ଦ୍ୱାରା ଏହାର ମାତ୍ରା କମିଯାଉଛି । ବର୍ତ୍ତମାନ ପୃଥିବୀରେ ଥିବା ପାଣିରୁ ମାତ୍ର ୦.୩
Read More...