Monthly Archives

March 2021

କରୋନା ପାଇଁ ଘରେ ଘରେ ନିରାଡ଼ମ୍ବର ସହ ହୋଲି ପାଳିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ରଙ୍ଗର ପର୍ବ ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହୋଇଛନ୍ତି । ଘରେ ଘରେ ଜମିଛି ହୋଲିର ଆସର । ଏହି ବର୍ଷ କରୋନା କଟକଣା ହୋଲିକୁ ଟିକେ ଫିକା କରିଛି ସତ ହେଲେ ଘରେ ଘରେ ହୋଲି ମନାଉଛନ୍ତି ସଭିଏଁ । ଗାଁଠୁ ସହର ସବୁଠି ହୋଲିର ମାହୋଲ ।
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୧ଗୁରୁତର

ସମ୍ବଲପୁର : ସ‌ମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପରମାଣପୁର କଲେଜ ନିକଟରେ ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଅପରାହ୍ନରେ ୩ ଜଣ ଯୁବକ ବାଇକ ଯୋଗେ ପରମାଣପୁର ପଟକୁ ଯାଉଥିବା ବେଳେ ଏକ ଟ୍ରଲର ସିନ୍ଦୁରପଙ୍କରୁ ଲଇଡା ପଟକୁ ଯାଉଥିଲା ।
Read More...

ରାତି ଅଧିଆ ଆମ ଗାଁକୁ କାହିଁକି ଆସିଛ ପଚାରିବାରୁ ବ୍ଲେଡରେ ଆକ୍ରମଣ : ଜଣେ ଗୁରୁତର, ବୁର୍ଲା ରେଫର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଥାନା ଅନ୍ତର୍ଗତ ପଦ୍ମପୁର୍‌ ପଞ୍ଚାୟତର ମକୁନ୍ଦପୁର୍‌ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ ଥାଟିପାଲି ଗ୍ରାମର ବୁଲୁ ମହାନନ୍ଦିଆ, ଗମ୍ଭାରୀ ପଦର ଗ୍ରାମର ପ୍ରମୋଦ ମହାନନ୍ଦିଆ ଓ ଜାଲ
Read More...

ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର ସହରରେ ତା୨୮.୦୩.୨୦୨୧ରେ ରାଜ୍ୟ ସଭାପତି ଶ୍ରୀକାନ୍ତ ବାରିକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ୨୦୧୫ ବ୍ୟାଚ୍‌ରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ମାନଙ୍କର ନିୟମିତ
Read More...

୩୬ ପଜିଟିଭ ଚିହ୍ନଟ ହେବାରୁ ଭବାନୀପାଟଣାର ପ୍ରଗତି କଲେଜ ସିଲ

ଭବାନୀପାଟଣା, (ଭାରତ ବିଶି) : ଭବାନୀପାଟଣାର ଘରୋଇ କଲେଜ ପ୍ରଗତି କଲେଜରୁ ୩୬ କରୋନା ପଜିଟିଭ ଚିହ୍ନଟ ହେବାରୁ ସିଲ୍‌ କରାଯାଇଥିବା ନେଇ କଳାହାଣ୍ଡି ସିଡିଏମଓ ସୂଚନା ଦେଇଛ‌ନ୍ତି । ପ୍ରଗତି କଲେଜରେ ପ୍ରାୟ ୧୫ଶହ ଛାତ୍ରଛାତ୍ରୀ ରହିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କଲେଜରେ
Read More...

ଟ୍ରେନରେ କଟି ଇଓଙ୍କ ମୃତ୍ୟୁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ହରିଶଙ୍କର ରୋଡ଼ ରେଳଷ୍ଟେସନରୁ ରାୟପୁର ଯାଉଥିବା ରେଳପଥ ଟଙ୍କପାଣି ଗାଁ ଏବଂ ଚୋରମୁଣ୍ଡା ଗାଁ ମଧ୍ୟରେ ଥିବା ଏକ ଫାଟକ ପାଖରେ ରାତିରେ କୈାଣସି ଏକ ଟ୍ରେନ ଧକ୍କାରେ ବୁଢାଛାପର ଗ୍ରାମର ଇଓ କୃଷ୍ଣ ଚନ୍ଦ୍ର ନାଗଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ
Read More...

କୋସଲି ଡେରା ପାଟଣାଗଡ଼ ତରଫରୁ ହୋଲି କବିତା ଆସର

ପାଟଣାଗଡ଼, (ପୁ‌ସ୍ତମ ଯୁଆଡି) : କୋସଲି ସାହିତ୍ୟିକ ଅନୁଷ୍ଠାନ କୋସଲି ଡେରା ତରଫରୁ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ହୋଲି କବିତା ଆସର ହନୁମାନ ମନ୍ଦିର, ଗଣ୍ଡାମେଲ ଛକ ଘସିଏନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭକ୍ତ ବନ୍ଧୁ ବିଶ୍ୱାଳଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ ଏହି
Read More...

ସିରଜିନା ଉତ୍ସବର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସିରଜିନା କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି‌ତ୍ୱ କରିଥିଲେ ରାଜୁ ଘିବେଲା । ରାଜୁ ଘିବେଲା ବୁଡସମ୍ବର ଅଞ୍ଚଳର ଐତିହ୍ୟ ପରମ୍ପରାକୁ ଆଖି ଆଗରେ ରଖି ଲୁଚି ରହିଥିବା ପ୍ରତିଭାକୁ କିପରି ସିରଜିନା ଉତ୍ସବରେ
Read More...

ଡେଲାଙ୍ଗରେ ଦୋଳ ଯାତ୍ରା ଓ ହୋଲି ପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟତ୍ମିକ ଚେତନାରେ ପର୍ଯ୍ୟବେସିତ ଏହି ଗଣ ପର୍ବ ହୋଲି ଓ ଦୋଳଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନବ ସମାଜକୁ ପ୍ରଭାବିତ କରିଥିବାରୁ ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କୁ ଦୋଳ ଶୋଭାଯାତ୍ରା
Read More...

ଓଡିଶା ଭିଜନ ୨୦୨୪ : ଟିଟିଲାଗଡ଼ କ୍ରିକେଟ କ୍ଳବ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଳବ କ୍ରିକେଟ ପ୍ରତିଯୋଗିତାରେ ଟିଟିଲାଗଡ଼ କ୍ରିକେଟ କ୍ଳବ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତାରେ ଟିଟିଲାଗଡ କ୍ରିକେଟ କ୍ଳବ ଓ ଅମିତାଭ ଫ୍ୟାନ କ୍ରିକେଟ କ୍ଲବ ମଧ୍ୟରେ
Read More...