୪୫ ବର୍ଷ ଏବଂ ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ କୋଭିଡ୍ ଟୀକାକରଣ ଏପ୍ରିଲ ୧ରୁ ଆରମ୍ଭ
ବଲାଙ୍ଗିର, (କେପିଏନ୍ଏସ୍) : ୪୫ ବର୍ଷ ଏବଂ ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ କୋଭିଡ୍ ଟୀକାକରଣ ଏପ୍ରିଲ୍ ୧ରୁ ଆରମ୍ଭ ହେବ । ଏଥିପାଇଁ ଜିଲ୍ଲା ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଯଥା- ଉଠା ଦୋକାନୀ, ମାଛ ମାଂସ!-->…
Read More...
Read More...