Monthly Archives

February 2021

ପ୍ରାଧ୍ୟାପକ ରମାକାନ୍ତ ରାଉତଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ବିଳମ୍ବିତ ରାତି ୨ଟା ସମୟରେ ସ୍ଥାନୀୟ ଅଂଚଳ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ରମାକାନ୍ତ ରାଉତଙ୍କ ବଡ଼ବନ୍ଧପଡ଼ା ସ୍ଥିତ ନିଜ ବାସଭବନରେ ୫୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛି ଦିନ ଧରି ସ୍ୱର୍ଗତ ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ୍‌
Read More...

ବଲାଙ୍ଗିର ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଅଭିଯୋଗରେ ବିକ୍ଷୋଭ ସହ ୧୩ ଦଫା ଦାବୀ ପତ୍ର ପ୍ରଦାନ କଲା…

ବଲାଙ୍ଗିର ବିରୋଧୀ ମନୋଭାବର ଫଳ ଭୋଗିବ ରାଜ୍ୟ ସରକାର : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ ସହ ୧୩ ଦଫା ଦାବୀ ପତ୍ର ପ୍ରଦାନ କରିଛି କଂଗ୍ରେସ । ଦଳ ପକ୍ଷରୁ କୁହାଯାଇଛି ଯେ, ସରକାର ଦୀର୍ଘ
Read More...

ଡେଲାଙ୍ଗରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଡଁପୁର ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା ପରିସରରେ ବୁଧବାର ବ୍ଳକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଡେଲାଙ୍ଗ ବିଡିଓ କ୍ଷୀରୋଦ୍ରର ପ୍ରଧାନ, ଜିଲ୍ଲା
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତ ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତ ଶୂନ୍ୟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୨ । ତେବେ ଜିଲ୍ଲାରେ ସମୁଦାୟ ୮୮୧୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ
Read More...

ପକ୍ଷୀ ଶିକାର ବେଳେ ଶିକାରୀକୁ କାବୁ କଲା ବନ୍ୟପ୍ରାଣୀ ବିଭାଗ

ଟାଙ୍ଗି : ବିଦେଶାଗତ ପକ୍ଷୀକୁ କଇଁ ଫୁଲରେ ବିଷ ଦେଇ ଚିଲିକାରେ ଶିକାର କରୁଥିବା ବେଳେ ବନ୍ୟପ୍ରାଣୀ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି । ତେବେ ତା'ଠାରୁ ୪ଟି ମୃତ ବିଦେଶାଗତ ପକ୍ଷୀ, ଗୋଟିଏ ସାଇକେଲ, ମୋବାଇଲ୍ ଫୋନ ଓ କଇଁ ଫୁଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛି ଟାଙ୍ଗୀ ଥାନା
Read More...

ପେଟ ପାଇଁ ନାଟ : ୧୦ ବର୍ଷ ଶିଶୁ କନ୍ୟା ମୁଣ୍ଡରେ ପରିବାର ବୋଝ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରଣିତ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୬ରୁ ୧୪ ବର୍ଷ ପର୍ୟ୍ୟନ୍ତ ପିଲାଙ୍କ ପାଇଁ ମାଗଣାରେ ପ୍ରାଥମିକ ଶିକ୍ଷା ଅଧିକାର ପାଲଟିଛି । ପୁଣି ବାଲିକାଙ୍କ ଶିକ୍ଷା ପାଇଁ ବିଭିନ୍ନ ପ୍ରୋତ୍ସାହନ ରହିଛି । ଏହା ସତ୍ତେ୍ୱ ସ୍କୁଲ ଯିବା ବୟସରେ ପରିବାର ପ୍ରତିପୋଷଣ
Read More...

ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କଲେ ବନ୍ଧା ହେବେ : ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ

ଭୁବନେଶ୍ୱର : ଗତ ଦୁଇଦିନ ମଧ୍ୟରେ ବିଧାନସଭା ସମ୍ମୁଖରେ ଦୁଇଟି ଭିନ୍ନ ଘଟଣାରେ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ଯିଏ ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିବ ତାହା ବେଆଇନ କାର୍ୟ୍ୟ ହେବ । ଯେଉଁମାନେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ଛେଡ଼ାପଦର ଗ୍ରାମ ଛକରେ ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ଅଞ୍ଚଳର ଯୁଧିଷ୍ଠିର ବେହେରାନାମକ ଜଣେ ବ୍ୟକ୍ତି ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ସହ ୩ ଟି ପିଲାଙ୍କୁ ନେଇ କାର ଯୋଗେ
Read More...

ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେ‌ଶ୍ୱର : ପୁଣି ବିଧାନସଭା ନିକଟରେ ମହିଳା ଓ ତାଙ୍କ ପୁଅ ଆତ୍ମାହୁତି ଉଦ୍ୟମ କରିଛନ୍ତି । ମହିଳା ଜଣଙ୍କ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକର ବୋଲି ଜଣାପଡିଛି । ସେ ବିଧାନସଭା ନିକଟସ୍ଥ ଜୟଦେବ ଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ବଜେଟ ଅଧିବେଶନ ପାଇଁ ପୁଲିସ ପକ୍ଷରୁ
Read More...

କଳାପାହାଡ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନର୍ଲା : ନର୍ଲା ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ କଳାପାହାଡ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ନର୍ଲା ଏସ୍କନ କ୍ଲବ ପକ୍ଷରୁ ଆୟୋଜନ ଫୁଟବଳ ଟୁର୍ଣ୍ଣାମେଣ୍ଟ ରେ ୮ଟି ଦଳ ଭାଗ ନେଇଥିବା ବେଳେ ଆସନ୍ତା ୨୪ ତାରିଖରେ ଫାଇନାଲ ଖେଳ ଅନୁଷ୍ଟିତ ହେବ ବୋଲି କ୍ଲବ ର ସଦସ୍ୟ କିଶୋର
Read More...