Monthly Archives

February 2021

ତରଭା ଏଇଏସ୍‌ କଲେଜରେ ରେଡ୍‌କ୍ରସ ତରଫରୁ କ୍ଳଷ୍ଟର ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଏଇଏସ୍ ମହାବିଦ୍ୟାଳୟରେ ଫେବୃୟାରୀ ୨୧ ତାରିଖରୁ ୨୫ ତାରିଖ ପର୍ୟ୍ୟନ୍ତ ଚାଲୁଥିବା ଯୁବ ରେଡକ୍ରସ୍ ପକ୍ଷରୁ କ୍ଳଷ୍ଟର ସ୍ତରୀୟ ଶିକ୍ଷା ଓ ତାଲିମ ଶିବିରର ଆଜି ଶେଷ ଦିନ । ଏହି କାର୍ୟ୍ୟକ୍ରମରେ ଉଦ୍‌ଘାଟନ ଅବସରରେ ତରଭା ବିଡ଼ିଓ ଚିନ୍ମୟୀ
Read More...

ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ମାର୍ଚ୍ଚ ପହିଲାରୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ

ଭୁବନେ‌ଶ୍ୱର : ମାର୍ଚ୍ଚ ପହିଲାରୁ ଅନ୍‌ଲାଇନ୍‌ରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଗତକାଲ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୧୨୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି - ୮୦ ଟଙ୍କା, ବିମ୍‌ - ୬୦
Read More...

ଦେଓଗାଁ ସିଏଚ୍‌ସିରେ ୭୧୯ଜଣ ନେଲେଣି ପ୍ରଥମ ଡୋଜ୍ କରୋନା ଟୀକା : ‌ଦ୍ୱିତୀୟ ଡ଼ୋଜ ନେଲେଣୀ ୮୦ଜଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ‌ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ଦିଆଯାଉଛି । ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନଙ୍କ ମଧ୍ୟରେ ୬୧୯ଜଣଙ୍କୁ ଟୀକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ତନ୍ମଧ୍ୟରୁ ୫୬୦ଜଣଙ୍କୁ ଟିକା ପ୍ରଦାନ
Read More...

ଶାନ୍ତିଲତା ସିଂ ଭୋଇଙ୍କ ବିୟୋଗରେ ଶୋକସଭା

ଲୋଇସିଂହା, (କେପିଏନ୍‌ଏସ୍‌) : ଆଦିବାସୀ ଭବନ ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବଲାଙ୍ଗୀର ତରଫରୁ ଭୁତପୂର୍ବ ସଇଁନ୍ତଲା ବିଧାୟକ ରମେଶଚନ୍ଦ୍ର ସିଂଭୋଇଙ୍କ ଜ୍ୟେଷ୍ଠ ପୁତ୍ରବଧୂ ତଥା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସଭାପତି ତଥା ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘର
Read More...

କିଡନୀ ରୋଗରେ ଘାଇଲା ୫ ବର୍ଷର ପିଲା, ସହାୟତା ପାଇଁ ପ୍ରଶାସନ ଠାରେ ଗୁହାରି : ଶୁଣିଲେଣି ବ୍ଲକ ପ୍ରଶାସନ, ନିରାଶ ହୋଇ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବାପା ଓ ମା’ ଅନେକ ଖୁସି ହୁଅନ୍ତି ଯେଉଁ ସମୟରେ ଘରେ ପୁଅ ବା ଝିଅଟିଏ ଜନ୍ମ ନେଇଥାଏ । ତେବେ ଯେତେବେଳେ ସେ ବଡ ହୁଏ, ବାପା ମା’ ଚିନ୍ତା କରନ୍ତି ଭଲ ପାତ୍ର ଟିଏ ମଳିିଲେ ସେହି ସ୍ଥାନରେ ବାହା କରାଇବେ । ଅନେକ ଆଶା ଓ ଆକାଂକ୍ଷା ନେଇ ଜୀବନରେ ଅର୍ଜିତ ଯେତେ
Read More...

ଥାଲାଇଭି ଫିଲ୍ମର ରିଲିଜ ତାରିଖ ଘୋଷଣା

ଚେନ୍ନାଇ : ଥାଲାଇଭି ଫିଲ୍ମର ରିଲିଜ ତାରିଖ ବୁଧବାର ଘୋଷଣା କରାଯାଇଛି । ଫି‌ଲ୍ମଟି ତାମିଲନାଡୁର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ । ଜୟଲଳିତାଙ୍କ ଭୂମିକା କରୁଥିବା କଙ୍ଗନା ରାନାୱତ ସୋସିଆଲ ସାଇଟରେ ଏ ନେଇ ସୂଚନା ଦେଇଛନ୍ତି । ଜୟଲଳିତାଙ୍କ ୭୩ତମ
Read More...

ଟୀକାକରଣ ଉପରେ ଗୋଷ୍ଠୀ ସଚେତନତା କର୍ମଶାଳା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆପାଲି ପଞ୍ଚାୟତ ସଭାଗୃହ ଠାରେ ସ୍ବେଛାସେବୀ ଅନୁଷ୍ଠାନ ବିକଳ୍ପ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ)ର ମିଳିତ ଆନୁକୂଲ୍ୟରେ ଟୀକାକରଣ ଉପରେ ଗୋଷ୍ଠୀ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ
Read More...

କୃଷ୍ଣଚନ୍ଦ୍ର ସାହୁ ଅଖିଳ ଭାରତ ଅଣସଂଗଠିତ ଶ୍ରମିକ କଂଗ୍ରେସର ନିର୍ମାଣ କ୍ଷେତ୍ର ରାଜ୍ୟ ସଂଯୋଜକ ଭାବେ ମନୋନୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଅଖିଳ ଭାତର କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ନିର୍ମାଣ କ୍ଷେତ୍ର ରାଜ୍ୟ ସଂଯୋଜକ ଭାବେ ଆଇଏନଟିୟୁସିର ବିଲାଙ୍ଗିର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଅଖିଳ ଭାରତ ଅଣସଂଗଠିତ ଶ୍ରମିକ କଂଗ୍ରେସର ଜାତୀୟ ସଭାପତି
Read More...

କୁଟିଆ ଆଦିବାସୀଙ୍କ ରାସନ ହଡ଼ପର ସ୍ୱତନ୍ତ୍ର ଅଡିଟ୍ ଆରମ୍ଭ : ନ୍ୟାୟ ଅପେକ୍ଷାରେ ଆଦିବାସୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ତଥା କୁଟିଆ ଆଦିବାସୀଙ୍କ ପାଇଁ ଆସିଥିବା ଅନ୍ତ୍ୟୋଦୟ ଓ ଅନ୍ନପୂର୍ଣ୍ଣା ଯୋଜନା ବାବଦ ରାସନ ମହାଦୁର୍ନୀତି ମାମଲାରେ ବିଳମ୍ବ ହେଲେ ବି ସ୍ଵତନ୍ତ୍ର ଅଡ଼ିଟ୍ ଆରମ୍ଭ କରିଛନ୍ତି
Read More...