Monthly Archives

February 2021

ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତ୍ରୀ ପାୟଲ ସରକାର ବିଜେପିରେ ସାମିଲ୍‌

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ସମସ୍ତ ରାଜନୈତିକ ଦଳ ନିଜକୁ ମଜବୁତ କରିବା ପାଇଁ ଜୋର୍‌ସୋର୍‌ ଲାଗି ପଡ଼ିଛନ୍ତି । ବିଜେପି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶକ୍ତି ସାମର୍ଥ୍ୟ ଲଗାଇ ଦେଇଛି । ଏମିତି ସମୟରେ ଅଭିନେତ୍ରୀ ପାୟଲ ସରକାର ବିଜେପିରେ ସାମିଲ ହୋଇଛନ୍ତି ।
Read More...

ଚୋରା ଶାଳ ସାଇଜ କାଠ ସହ ମାରୁତି ଭ୍ୟାନ ଜବତ, ଚାଳକ ଫେରାର

କଳାହାଣ୍ଡି, (ହେମନ୍ତ ସାହୁ) : ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଚାରିଛକ ଠାରେ ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ହରଲଙ୍ଗା ଠାରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ଚୋରା ଶାଳ ସାଇଜ କାଠ ବୋଝେଇ ମାରୁତି ଭ୍ୟାନ ଗାଡ଼ିକୁ ସନ୍ଦେହରେ ଅଟକାଇଥିଲେ
Read More...

ନାବାଳିକା ଦୁଷ୍କର୍ମକାରୀକୁ ଜୋରିମାନା ସହ ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘରରେ ହୋଇଥିବା ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ସାଙ୍ଗକୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ
Read More...

ତାମିଲନାଡୁରେ ପରୀକ୍ଷା ନଦେଇ ପାସ କରିବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ

ଚେନ୍ନାଇ : ତାମିଲନାଡୁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପଲାନିସ୍ୱାମୀ ଆଜି ବିଧାନସଭାରେ ଘୋଷଣା କରିଛନ୍ତି । ସେ
Read More...

କଳାହାଣ୍ଡି ଜିଲ୍ଲାପାଳଙ୍କ ସ୍ମାର୍ଟ ସ୍କୁଲ୍ ପାଇଁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ହେବାକୁ ଥିବା ୨୬ଟି ଆଦର୍ଶ ସ୍କୁଲ ନିମନ୍ତେ ଆଜି କଳାହାଣ୍ଡି ଜିଲ୍ଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି ମ.ରାମପୁର ଦୁର୍ଗମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଅଲାତରା ପଂଚସଖା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ
Read More...

ୱେଷ୍ଟେର୍ଣ୍ଣ ଓଡ଼ିଶା ସେଲିବ୍ରେଟି ପ୍ରିମିଅର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ପ୍ରସ୍ତୁତି ବୈଠକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୧ଟା ସମୟରେ ବଲାଙ୍ଗିର ଯାଦବ ଭବନ ଠାରେ ବିନୋଦ କୁମାର କାଲସାଏଙ୍କ ସଭାପତିତ୍ବରେ ପଶ୍ଚିମ ଓଡ଼ିଶାର ସମସ୍ତ କଳାକାର ମାନଙ୍କୁ ନେଇ ଏକ ବନ୍ଧୁତା ପୂର୍ଣ୍ଣ ୱେଷ୍ଟେର୍ଣ୍ଣ ଓଡ଼ିଶା ସେଲିବ୍ରେଟି ପ୍ରିମିଅର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରିବା ପାଇଁ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୬ ଜଣ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ ସୂଚନା ଦିଆଯାଇଛି । ତୁରେକେଲା ବ୍ଲକ ସରଗୁଡ଼ ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ଅର୍ଜୁନପୁର ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ ସରଗାଡ଼ ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଳକ
Read More...

ବିଶ୍ଵଶାନ୍ତି ମହାଯଜ୍ଞରେ ନିଶିଗନ୍ଧାର ଯୋଗଦାନ

ଖୋର୍ଦ୍ଧା : ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବ ପୀଠ, ହାଟବରଡି, ଖୋର୍ଦ୍ଧା ଭୁବନେଶ୍ୱର ଠାରେ ଆୟୋଜିତ ବିଶ୍ଵଶାନ୍ତି ମହାଯଜ୍ଞରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା, ଭୁବନେଶ୍ୱର ତରଫରୁ ଆଧ୍ୟାତ୍ମିକ ଆଲୋଚନା ଚକ୍ର, ପୁସ୍ତକ ମେଳା, ଅଙ୍ଗଦାନ ସଚେତନତା ଶିବିର, ପାନୀୟଜଳ ଯୋଗାଣ
Read More...

ଗୋଳାବାରୁଦ କାରଖାନା ସୁରକ୍ଷା କର୍ମୀଙ୍କ ସନ୍ଦେହଜନକ ମୃତ୍ୟ

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ଯବାନଙ୍କ ଆତ୍ମହତ୍ୟା ଖବର ମିଳିଛି । ବଲାଙ୍ଗିର ବଡ଼ମାଲ ଗୋଳବାରୁଦ କାରଖାନାରେ ଜଣେ ଡିଏସସି ଯବାନ ତଥା ସୁରକ୍ଷା କର୍ମୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଯବାନ ଜଣକ ଡିଉଟିରେ ଥିବା ବେଲେ ତାଙ୍କ
Read More...

ଓଡ଼ିଶା ଜୀବିକା ମିଶନ ତରଫରୁ ମେଗା ସମନ୍ୱୟ ମେଳା ଅନୁଷ୍ଠିତ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଓଡିଶା ଜୀବିକା ମିଶନ ତରଫରୁ ମେଗା ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ତରଭା ବିଡ଼ିଓ ଚିନ୍ମୟୀ କଅଁର ସମ୍ମାନିତ ହୋଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ
Read More...