Monthly Archives

February 2021

କଅଁଳପଡା ଖଣ୍ଡୁଆଳ ପୀଠରେ ବିଶ୍ୱଶାନ୍ତି ଯଜ୍ଞ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କଁଅଳପଡା ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମାଁ ବରାହୀ (ଖଣ୍ଡୁଆଳ) ଠାକୁରାଣୀଙ୍କ ପୀଠସ୍ଥଳୀରେ ୧୨ତମ ବାର୍ଷିକ ବିଶ୍ୱଶାନ୍ତି ଯଜ୍ଞ ଗ୍ରାମବାସୀ ପକ୍ଷରୁ ଅନୁଷ୍ଠିିତ ହୋଇଯାଇଛି । ମଙ୍ଗଳବାର ଠାରୁ ୪ଦିନ ବ୍ୟାପି ଅଙ୍କୁରାରୋପଣ,
Read More...

ବୁଢ଼ାରଜା କ୍ରିକେଟ : ତୃତୀୟ ଦିନରେ ଭୂତମୁଣ୍ଡା ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ମାଣ୍ତୋସିଲ ଗ୍ରାମ ପଞ୍ଚାୟତ ଭୂତମୁଣ୍ଡା ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୁରେନା ଓ ଇଚ୍ଛାପୁର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ତେବେ ମ୍ୟାଚରେ ପୁରେନା ବିଜୟୀ ହୋଇଥିଲା । ଅନ୍ୟ ଏକ ଲିଗ ମ୍ୟାଚରେ ଭୂତମୁଣ୍ଡା ଓ
Read More...

ଦେଓଗାଁରେ ଭାରତ ବନ୍ଦର ଆଂଶିକ ପ୍ରଭାବ : ସକାଳେ ବନ୍ଦ, ସନ୍ଧ୍ୟାରେ ଖୋଲିଲା ଦୋକାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ଆଜି ଭାରତ ବନ୍ଦର ଆଂଶିକ ପ୍ରଭାବ ପଡିଛି । ଜିଏସଟି ସମସ୍ୟାକୁ ନେଇ ଆଜି ସମଗ୍ର ଭାରତର ବ୍ୟବସାୟ ସଂଘର ବାର୍ତ୍ତାକୁ ସମର୍ଥନ ଦେଇ ବନ୍ଦ ପାଳନ କରିଛନ୍ତି । ଜିଏସଟି ଜଟିଳତା ପାଇଁ ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଶୋଷଣ ହେଉଥିବାରୁ
Read More...

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ମହୁଲବାହାଲି ରୋଡ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଏକ ଦିବସୀୟ ବିଜ୍ଞାନ ମେଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝରଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କର୍ମୀ ଶୋଭାବନ ନାୟକଙ୍କ ତତ୍ତ୍ୱାବଧାନରେ କେନ୍ଦ୍ର ଅଧିନରେ ଥିବା
Read More...

କବୟିତ୍ରୀ ଅଞ୍ଜନା ଚାନ୍ଦଙ୍କ ପୁସ୍ତକ ପ୍ରତିଧ୍ୱନିର ଅନ୍ତରାଳେ ଉନ୍ମୋଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କବୟିତ୍ରୀ ଅଞ୍ଜନା ଚାନ୍ଦଙ୍କ ପୁସ୍ତକ ପ୍ରତିଧ୍ୱନିର ଅନ୍ତରାଳେ ଉନ୍ମୋଚିତ ହୋଇଯାଇଛି । ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାର ପରିସରରେ ସାହିତ୍ୟିକ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପୁସ୍ତକ ଉନ୍ମୋଚନ ଉତ୍ସବରେ ପୁସ୍ତକର ପ୍ରକାଶକ ସିଦ୍ଧାର୍ଥ ଗୌତମ ଯୋାୀ,
Read More...

ଜଳପାଙ୍କେଲ ଗ୍ରାମରେ ଅନୁଷ୍ଠିତ ଜୟ ଗଣେଶ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଜଳପାଙ୍କେଲ ଗ୍ରାମ ମୁସ୍କାନ୍ ଖେଳ ପଡିଆରେ ଚାଲିଥିବା ଜୟ ଗଣେଶ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ କ୍ରିଷ୍ଣା ସେଠୀ ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ହେମ ଦାସ, ନେହେରୁ
Read More...

ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଏବେଠୁ ଖରାର ପ୍ରକୋପ ବଢିବାକୁ ଲାଗିଲାଣି । ତେବେ ଗତ କିଛି ଦିନ ହେବ ତାପମାତ୍ରା ୩୯ରୁ ୪୦ ଡିଗ୍ରୀ ଉପରେ ରହୁଛି ଏବଂ ମାର୍ଚ୍ଚ ମାସ ବେଳକୁ ଅସହ୍ୟ ଖରା ହେବ ବୋଲି ପାଣିପାଗ ବିଭାଗ ମଧ୍ୟ କହିସାରିଛି । ତେବେ ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି
Read More...

ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ତୃତୀୟ ଦିବସରେ ନାଏକ କ୍ରିକେଟ ଏକାଡେମୀ ଓ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ ଦଳ ପ୍ରଥମେ ବ୍ୟାଟିଂ କରି
Read More...

କରକଚିଆ ଗ୍ରାମରେ ମାସ୍କ ବଣ୍ଟନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ବଡ଼ଟିକା ପ‌ଞ୍ଚାୟତର କରକଚିଆ ଗ୍ରାମ ଅଙ୍ଗନବାଡି କେନ୍ଦ୍ର ଠାରେ ଅଙ୍ଗନବାଡି କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁପରଭାଇଜର ପ୍ରଫୁଲ୍ଲ ଦୋରାଙ୍କ ଉପସ୍ଥିତିରେ ଗୋପବନ୍ଧୁ ସେବାପରିଷଦ ପୁରୀ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁର
Read More...

ବଲାଙ୍ଗିର ମାଟିର ପୁଅ ଡ. ଅନ୍‌ମୋଲ ମିଶ୍ର ପାଇଲେ ଗୋଲ୍‌ଡ଼ ମେଡ଼ାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ପୁଅ ଡ. ଅନମୋଲ ମିଶ୍ର କଲିକତା ମେଡ଼ିକାଲ କଲେଜରେ ଜେନେରାଲ ସର୍ଜରୀ ବିଭାଗରେ ସର୍ବୋଚ୍ଚ ମାର୍କ ରଖି ଗୋଲ୍‌ଡ଼ ମେଡ଼ାଲ୍‌ ପାଇଥିବା ସୂଚନା ମିଳିଛି । ବଲାଙ୍ଗିର ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଡ. ଅନ୍‌ମୋଲ ମିଶ୍ର । ବଲାଙ୍ଗିର ସହରର
Read More...