Monthly Archives

January 2021

ଆଜିଠୁ ଖୋଲିଲା ଘଟଗାଁର ମା’ ତାରିଣୀ ମନ୍ଦିର

କେନ୍ଦୁଝର, (କେପିଏନ୍‌ଏସ୍‌) : ଆଜିଠୁ ଖୋଲିଲା ଘଟଗାଁର ମା' ତାରିଣୀ ମନ୍ଦିର । କୋଭିଡ କଟକଣା ସହ ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି । ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବାବେଳେ ସାନିଟାଇଜ ସହ
Read More...

ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କୁ ଟ୍ୱିଟ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛ‌ନ୍ତି ଯେ, 'ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଲୋକଙ୍କ କଲ୍ୟାଣ ସହ
Read More...

ଜାତୀୟ ରାଜପଥରେ ଅମାନିଆ ଗାଡି ଚାଳକଙ୍କୁ ଜଗିବ ସିସିଟିଭି କ୍ୟାମେରା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏବେ ଚାଳକଙ୍କୁ ଜଗିବ ସିସିଟିଭି କ୍ୟାମେରା । ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଠାରୁ ଯାଜପୁରର ପାଣିକୋଇଲି ପର୍ୟ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲଗାଯିବ । ତେବେ ଏହି କ୍ୟାମେରା ଏନ୍ଏଚର ପ୍ରତି ୪ରୁ ୫ କିଲୋମିଟର ମଧ୍ୟରେ ଲଗାଯିବ । ଏ
Read More...

ବିଦ୍ୟା ବାଲାନଙ୍କ ସିନେମା ‘ନଟଖଟ’ ୨୦୨୧ ଓସ୍କାର ପୁରସ୍କାର ପାଇଁ ସାମିଲ ହୋଇଛି

ମୁମ୍ବାଇ : ଅଭିନେତ୍ରୀ ବିଦ୍ୟା ବାଲାନ ଓ ରୋନି ସ୍କୁୱାଲାଙ୍କ ଦ୍ୱାରା ନିର୍ମିିତ କ୍ଷୁଦ୍ର ଚଳଚ୍ଚିତ୍ର 'ନଟଖଟ' ୨୦୨୧ ଓସ୍କାର ପୁରସ୍କାର ପାଇଁ ସାମିଲ ହୋଇଛି । ସିନେ ଜଗତରେ ସବୁଠାରୁ ଶ୍ରେଷ୍ଠ ପୁରସ୍କାର ହେଉଛି ଓସ୍କାର । ୩୩ ମିନିଟ ଅବଧିର 'ନଟଖଟ' ଚଳଚ୍ଚିତ୍ରଟି ଏକ ଘର ବାର ପରିବାର ଜଣେ
Read More...

ରାଜ୍ୟରେ ଆଜି ୧୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୩୪ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

କୋଇଲା ବୋଝେଇ ଟ୍ରକ୍‌-ବୋଲେରୋ ମଧ୍ୟରେ ଧକ୍କା : ଜଣେ ମୃତ, ୫ ଆହତ

ସୁନ୍ଦରଗଡ : ଆଜି ପ୍ରାୟ ସମୟ ୭ଟାରେ ସୁନ୍ଦରଗଡ ଜିଲ୍ଲାରେ ଟାଙ୍ଗରପାଲି ଠାରେ ଏକ କୋଇଲା ବୋଝେଇ ଟ୍ରକ ଏବଂ ବୋଲେରୋ ମଧ୍ୟରେ ଧକ୍କା ହୋଇଛି । ସୂଚନା ଅନୁସାରେ କୁହାଯାଉଛି ଯେ, ଗମ୍ଭାରିଡିହି ଗ୍ରାମରୁ ଏକ ବୋଲେରୋ ପାଲା ପରିବେଷଣକାରୀ ଦଳକୁ ନେଇ ସୁନ୍ଦରଗଡକୁ ଯାଉଥିବା ବେଳେ ଟାଙ୍ଗରପାଲି
Read More...

କଲରାପତରିଆ ବାଘ ଏବେ ସହର ଭିତରେ : ଭିଡିଓ ଭାଇରାଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କଲରାପତରିଆ ବାଘ ସହର ଭିତରେ ବୁଲୁଥିବା ନେଇ ଭାଇରାଲ ହେବାରେ ଲାଗିଛି ଏକ ଭଡିଓ । ଗତ ୧୬ ତାରିଖ ରାତି ୧୧ଟାରେ ବଲାଙ୍ଗିର ସହରର ଉପକଣ୍ଠରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପାଖ ଜଙ୍ଗଲରେ ଏକାଧିକ ବାଘ ବୁଲୁଥିବାର ଚର୍ଚ୍ଚା ଜୋର୍‌ ଧରିଛି । ଏସଂକ୍ରାନ୍ତରେ ଏକ
Read More...

୧୧ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୧୧ ଫୁଟର ଅଜଗର ସାପ ଉଦ୍ଧାର ବୋଲି ଖ଼ବର ମିଳିଛି । ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀଗୁମୁଲା ଗାଁରେ ନୂଆ ବନ୍ଧର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ମେସିନ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଳା ଯାଉଥିଲା । ଉକ୍ତ ନାଳ
Read More...

ସମାଜସେବୀ ଲଳିତ ନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ

ବଲାଙ୍ଗିର, (କେପିଏନ୍ଏସ୍) : ସମାଜସେବୀ ଲଳିତ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ବିୟୋଗ ବଲାଙ୍ଗିର ପାଇଁ ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଦଳିତ, ନିଷ୍ପେସିତଙ୍କ ଚିରସାଥୀ ଲଳିତ ନାୟକ ସବୁବେଳେ ସମସ୍ତଙ୍କ ମଧ୍ୟରେ ଆଦର୍ଶ ହୋଇ ବଂଚି ରହିବେ। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି
Read More...

ଛେଳି ମାଲିକ ହୁଅ ହୁସିଆର୍‌, ପୁଣି ମାତିଲେଣି ଛେଳି ଚୋର: ରାତିକରେ ଗୋଟେ ଘରୁ ବାହାର ପଟୁ କବାଟ ଦେଇ ୩ପଟ ଛେଳି…

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ଥାନାଞ୍ଚଳରେ ପୁଣି ଚୋର ସକ୍ରିୟ। ଶନିବାର ରାତିରେ ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ କଡ଼ରେ କଛାରପାଳିର ନରେନ୍ଦ୍ର ମେର୍ଲ୍ଲିଙ୍କ ଘରୁ ଅଭିନବ ଉପାୟରେ ୩ପଟ ଛେଲି ଚୋରି ହୋଇଥିବା ଦେଓଗାଁ ଥାନାରେ ରବିବାର ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ,
Read More...