Monthly Archives

January 2021

ଚା’ ପିଉଥିବା ବେଳେ ଫୁଟିଲା ଗୁଳି : ଟଳି ପଡିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

ବ୍ରହ୍ମପୁର, (କେପିଏନ୍‌ଏସ୍) : ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା କରାଯାଇଛି ବୋଲି ଖବର ମିଳିଛି । ସୂଚନାଯୋଗ୍ୟ ଯେ, ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ସୁମଣ୍ଡଳ ଛକରେ ସକାଳୁ ସକାଳୁ ଦେବରାଜ ଚା' ପିଉଥିଲେ । ହଠାତ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି
Read More...

ଶେଷ ଦିନରେ ଟ୍ରମ୍ପ ସରକାର‌ଙ୍କ ଚୀନ୍ ଉପରେ ଆକ୍ରୋଶ ପ୍ରଦର୍ଶନ

ୱାଶିଂଟନ୍‌ : ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ମଙ୍ଗଳବାର କହିଛନ୍ତି ଯେ, ଚୀନ୍ ୱାଇଗର ମୁସଲମାନମାନଙ୍କୁ ଦମନ କରି ହତ୍ୟା କରିଛି । ବାଇଡେନ ସରକାରରେ ବୈଦେଶିକ ମନ୍ତ୍ରୀ ହେବାକୁ ଯାଉଥିବା ଆଣ୍ଟୋନୀ ବ୍ଲିଂକନ୍‌ ମଧ୍ୟ କହିଛ‌ନ୍ତି ଯେ, ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ବି
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ସାମ୍ବାଦିକ ତଥା ବଲା‌ଙ୍ଗିର ଜି‌ଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ସଂପାଦକ ବିମଳେନ୍ଦୁ ସାହୁଙ୍କ ମା’ ଅମରାବତୀ ସାହୁ(୭୮)ଙ୍କ ଗତ ରାତି ପ୍ରାୟ ୧ଟା ୪୫ମି.ରେ ଲୋଇସିଂହା ନିକଟସ୍ଥ ବୁର୍ଡା ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି । କିଛି ଦିନ
Read More...

ଅମାନବିକତା : ଦଳିତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ବିଭତ୍ସ ହତ୍ୟା

ଲଖ୍‌ନୋ : ଉତ୍ତର ପ୍ରଦେଶରେ ଥମୁନି ବର୍ବର କାଣ୍ଡ । ଅମାନବିତାର ସୀମା ଲଂଘନ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଲଖ୍‌ନୋଠାରୁ ୨୩୦ କିମି ଦୂରବର୍ତ୍ତୀ ମାହୋବା ଗ୍ରାମରେ ଜଣେ ଦଳିତ ନାବାଳିକା ଛାତ୍ରୀ(୧୬)ଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏହି ଘଟଣା ସାରା ରାଜ୍ୟରେ
Read More...

‘ବଡ଼ ମାଁ’ର ଶୁଭ ମୁହୁରତ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ତିଥି ଅବସରରେ ବରଗଡ଼ ପଞ୍ଚବଟୀ ଫିଲ୍ମ୍ ପକ୍ଷରୁ ଆଜି 'ବଡ଼ ମାଁ' ଚଳଚ୍ଚିତ୍ର ର ଶୁଭ ମୁହୁରତ ଅନୁଷ୍ଠିତ ହୋଇଯାଇଛି। ମାଁ ପରରାପାଟ୍ ମନ୍ଦିର ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ
Read More...

ଜାତୀୟସ୍ତରୀୟ “ଡିଭା ମିସ୍ ଇଣ୍ଡିଆ ୨୦୨୧”ରେ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ସ୍ନେହାଶ୍ରୀ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଜାତୀୟସ୍ତରୀୟ "ଡିଭା ମିସ୍ ଇଣ୍ଡିଆ ୨୦୨୧" ରେ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ସ୍ନେହାଶ୍ରୀ । ଏହି ସୁନ୍ଦରୀ ପ୍ରତିଯୋଗିତାରେ ସ୍ନେହାଶ୍ରୀ ଓଡିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରି ହରିଦ୍ୱାରରେ ଆୟୋଜିତ ହୋଇଥିବା ଜାତୀୟସ୍ତରୀୟ "ଡିଭା ମିସ୍
Read More...

ଓମପ୍ରକାଶ ମିଶ୍ରଙ୍କୁ ‌ସ୍ୱାଗତ ସମ୍ବର୍ଦ୍ଧନା

ବୌଦ୍ଧ, (ବଂଶୀଧର ମାଝୀ) : ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ଓମପ୍ରକାଶ ମିଶ୍ର ନୂତନ ଦାୟିତ୍ୱ ପାଇବା ପରେ ବୌଦ୍ଧ ଜିଲ୍ଲା ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ବନପାଲି ଗ୍ରାମ ସ୍ଥିତ ଭାରତ ମାତା ମନ୍ଦିରକୁ ପରିଦର୍ଶନରେ ଯାଇ ମାଁ ଭାରତୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ
Read More...

ମାର୍କେଟ ଯିବା ପୂର୍ବରୁ ଆସନ୍ତୁ ଜାଣିବା ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍କେଟ୍‌କୁ ଯିବା ପୂର୍ବରୁ ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୧୨ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୪୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) -
Read More...

ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଯୁରାବନ୍ଧ ଚାମ୍ପିଆନ୍‌

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ମଣିଶ୍ରୀ ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ମନୋଜ କୁମାର ମାଝୀ ସ୍ମାରକୀ ଫୁୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ପୂର୍ବତନ ଚୁଲଫୁଙ୍କା
Read More...

ଶ୍ରମିକ ନେତା ତଥା ଅସହାୟଙ୍କ ସହାୟ ଲଲିତ କୁମାର ନାୟକଙ୍କ ବିୟୋଗରେ ହେମାଲ ସଂଘର ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ) : ପଶ୍ଚିମ ଓଡିଶାର ବିଭିନ୍ନ ଶ୍ରମିକ ସଂଗଠନର ସଭାପତି, ଅଦ୍ୱିତୀୟ ସମାଜସେବୀ, ରକ୍ତଦାତା, ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ଲଲିତ କୁମାର ନାୟକଙ୍କ ବିୟୋଗରେ କଂଟାବାଂଜିର ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟ ମର୍ମାହତ ହୋଇଛି । ସ୍ୱର୍ଗତ ନାୟକଙ୍କ ବିୟୋଗରେ
Read More...