Monthly Archives

January 2021

ଭିଡିଓ କଲ୍‌ରେ ଯୁବକ ସହିତ କଥାବାର୍ତ୍ତା କରୁଥିବା ବେଳେ ଯୁବତୀ ବେକରେ ଫାଶୀ ଲଗେଇଲେ

ସୋନଭଦ୍ର : ଉତ୍ତରପ୍ରଦେଶର ସୋନଭଦ୍ର ଅନ୍ତର୍ଗତ ଶାନ୍ତିନଗର ପୋଲିସ ଷ୍ଟେସନ ପରିସରରେ ଥିବା କୋହରୋଲିଆ ଗ୍ରାମରେ ଜଣେ ଯୁବତୀଙ୍କ ମୃତ୍ୟୁ ମାମଲାରେ ପୋଲିସ ସୂଚନା ଦେଇଛି । ବାସ୍ତବରେ, ମାଣିକଚନ୍ଦ୍ରଙ୍କ ଝିଅ ୨୮ ବର୍ଷୀୟ ଯୁବତୀ ବିଜେତା କୁମାରୀ ୨୨ ନଭେମ୍ବରରେ ଘରେ ଫାଶୀ ଲଗାଇ ଆତ୍ମହତ୍ୟା
Read More...

ଶିମିଳିପାଳରେ ବଢ଼ିଲା କୁମ୍ଭୀର ସଂଖ୍ୟା

ବାରିପଦା, (କେପିଏନ୍‌ଏସ୍‌) : ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଶିମିଳିପାଳରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ରିପୋର୍ଟ ପ୍ରକାଶ ହୋଇଛି । ତେବେ ଗତ ବର୍ଷ ଶିମିଳିପାଳର ବିଭିନ୍ନ ନଦୀରେ ୮୧ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟାରେ ଅଭିବୃଦ୍ଧି ହୋଇ ୮୭ ହୋଇଛି । ଅର୍ଥାତ
Read More...

ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର : ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି । ପ୍ରଫେସର ସଞ୍ଜୟ ନାୟକଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଫେସର ସଞ୍ଜୟ ନାୟକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍
Read More...

ଭୁବନେଶ୍ୱରରେ ଲାଗୁ ହେଲା ପାର୍କିଂ ଫି : ଘଣ୍ଟା ହିସାବରେ ଦେବାକୁ ହେବ ପାର୍କିଂ ଫି

ଭୁବନେଶ୍ୱର : ଭୁବନେଶ୍ୱରରେ ପାର୍କିଂ ଫି ଲାଗୁ ହୋଇଥିବା ବେଳେ ଘଣ୍ଟା ହିସାବରେ ଦେବାକୁ ହେବ ପାର୍କିଂ ଫି । ଟେଣ୍ଡର ଦସ୍ତାବିଜ ଅନୁସାରେ ୨ ଘଣ୍ଟାରୁ କମ ସମୟ ପାଇଁ ବାଇକ ଓ ତିନିଚକିଆ ଯାନ ରଖିଲେ ୫ ଟଙ୍କା ଓ କାର ରଖିଲେ ୨୦ ଟଙ୍କା ଏବଂ ଚାରି ଚକିଆ ଭାରି ଯାନ ପାଇଁ ୨୫ ଟଙ୍କା ଦେବାକୁ
Read More...

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ତିନି ବଖରା ଘର

ଢ଼େଙ୍କାନାଳ : ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ତିନି ବଖରା ଘର । ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପାଞ୍ଚଟି ଗୋରୁ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି । ଢେଙ୍କାନାଳ ତୁମୁସିଙ୍ଗା ଥାନା କନ୍ତିଓକାଟେଣୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି
Read More...

ଗଣପତ ଫିଲ୍ମରେ ଅଭିନୟ କରିବେ ଟାଇଗର ଶ୍ରଫ

ମୁମ୍ବାଇ : ବିକାଶ ବେହଲଙ୍କ ଗଣପତ ଆକ୍ସନ ଫିଲ୍ମରେ ଟାଇଗର ଶ୍ରଫ ଅଭନିୟ କରିବେ । ଫେବୃୟାରୀରୁ ଏହାର ଶୁଟିଂ ଆରମ୍ଭ ହେବ । ତେବେ ଲହତ ଫିଲ୍ମ ପାଇଁ ଅବଶ୍ୟ ହିରୋଇନ ଚୂଡାନ୍ତ ହୋଇ ନାହିଁ । ୪ ଦିନ ପୂର୍ବେ ଏ ନେଇ ଟାଇଗର ଅୟୋଜିତ ଟ୍ରାଏଲ ସେଶନରେ ଯୋଗ ଦେଇଥିଲେ । ସେହିପରି ବିକାଶ ତାଙ୍କର
Read More...

ଆଇପିଏଲ୍‌ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ

କଟକ : ଚଳିତ ବର୍ଷ ଆଇପିଏଲରେ ବିଡିଂ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତାରିଣୀ ସ । ଏନେଇ ସୂଚନା ଦେଇଛନ୍ତି ଓସିଏ ସିଇଓ ସୁବ୍ରତ
Read More...

ଅଜଣା ଜନ୍ତୁ ଭୟରେ ବଲବଲିଆ ଗାଁ

ବାଲେଶ୍ୱର : ଅଜଣା ଜନ୍ତୁର ଭୟରେ ବଲବଲିଆ ଗାଁ । ବାଲେଶ୍ୱର ନୀଳଗିରି ବନ ବିଭାଗ ଅଧିନସ୍ଥ ସ୍ୱର୍ଣ୍ଣଚୁଡ଼ା ପର୍ବତ ପାଦଦେଶରେ ଅବସ୍ଥିତ ଗାଁ ମାନଙ୍କରେ ଏବେ ଘାରିଛି ଅଜଣା ଜନ୍ତୁର ଭୟ । କିଛିଦିନ ହେବ ବଡ଼ବିଲ ଓ ବଲବଲିଆ ଗ୍ରାମରେ ଗୃହପାଳିତ ପଶୁମାନଙ୍କୁ ଟାର୍ଗେଟ କରୁଛି ଅଜଣା ଜନ୍ତୁ ।
Read More...

ପରେଡ୍‌ ପାଇଁ କେଉଁଠି ରାସ୍ତାବନ୍ଦ ରହିବ ଜାଣିରଖନ୍ତୁ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପରେଡ୍‌ ଅଭ୍ୟାସ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍‌ ବ୍ୟବସ୍ଥା ଉପରେ କଟକଣା ଲାଗୁ ହୋଇଛି । ପରେଡ୍ ଅଭ୍ୟାସ ପାଇଁ ଶୁକ୍ରବାର ଅପରାହ୍ଣ ୨ଟା ୩୦ରୁ ୫ଟା ମଧ୍ୟରେ ମଧ୍ୟ ବିଭିନ୍ନ ରାସ୍ତାକୁ ବନ୍ଦ କରି ଦିଆଯିବ । ଗାନ୍ଧୀମାର୍ଗକୁ କୌଣସି
Read More...