Monthly Archives

January 2021

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୪୨ ମୌଜ଼ାରେ ନିଧି ସଂଗ୍ରହ

କଟକ, (ଚକ୍ରବର୍ତ୍ତୀ ଓତା) : ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କଟକ ସଦର ୪୨ମୌଜା ଉପକଣ୍ଠ ବ୍ରହ୍ମପୁର ପଞ୍ଚାୟତରେ ନିଧି ସଂଗ୍ରହ ଅଭିଯାନ ଜାରି ରହିଛି । ଏହି ମହାଅଭିଯାନରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସାମାଜିକ ସମରସତା ପ୍ରମୁଖ ସତ୍ୟନାରାୟଣ ମିଶ୍ରଙ୍କ ମାର୍ଗଦର୍ଶନରେ ଶ୍ରୀମତୀ
Read More...

ସାମୁହିକ ଔଷଧ ପ୍ରଦାନ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଫାଇଲେରିଆ ନିରାକରଣ ସକାଶେ ସାମୁହିକ ଔଷଧ ପ୍ରଦାନ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଫେବୃୟାରୀ ମାସରେ ଜାତୀୟ କୃମିନାଶକ ଦିବସ ପାଳନ ସହ ସମସ୍ତ ହିତାଧିକାରୀଙ୍କୁ ଡିଇସି
Read More...

ମମତାଙ୍କୁ ଆଉ ଏକ ଝଟ୍‌କା ଲାଗିଲା : ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି । ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ବିପର୍ୟ୍ୟସ୍ତ ହୋଇପଡିଛି । ଶୁକ୍ରବାର ଦିନ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ
Read More...

ତିନି ଦଫା ଦାବୀରେ କିଶାନ କଂଗ୍ରେସର ବିକ୍ଷୋଭ : କୃଷକଙ୍କ ସ୍ୱାର୍ଥ ଓ ବିଶ୍ୱାସ ରକ୍ଷା କରିବାରେ ସରକାର ବିଫଳ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ତରଫରୁ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟହାର, ଧାନର ଅଭାବି ବିକ୍ରି, କଟନି ଛଟନି, ଫସଲ ବୀମା ରାଶିରୁ ବଂଚିତ ଥିବା ଚାଷୀଙ୍କୁ ତୁରନ୍ତ ବୀମାରାଶି ପ୍ରଦାନ ଏବଂ କ୍ୱିଣ୍ଟାଲ ପ୍ରତି ୫୦୦ଟଙ୍କା ବୋନସ ପ୍ରଦାନ
Read More...

ବିଳମ୍ବିତ ରାତ୍ରିରେ ସାରଳା ମନ୍ଦିରର ଦୁଇଟି ହୁଣ୍ଡିରୁ ଚୋରି

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ଗତକାଲି ବିଳମ୍ବିତ ରାତ୍ରିରେ ପାରାଦୀପର ବଡ଼ପଡ଼ିଆ ନିକଟରେ ଥିବା ସାରଳା ମନ୍ଦିରର ଦୁଇଟି ହୁଣ୍ଡିରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ ଗତକାଲି ରାତ୍ରିରେ ଆସି ମା' ସାରଳାଙ୍କ ମନ୍ଦିରରେ ଥିବା ଦୁଇଟି ଯାକ ହୁଣ୍ଡିକୁ ଭାଙ୍ଗି
Read More...

ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ୮୦ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ : ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗତ ତିନିମାସ ଧରି ନରେନ୍ଦ୍ର ଚଞ୍ଚଲ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଡାକ୍ତରଖାନା ପ୍ରଶାସନ ଅନୁଯାୟୀ, ଆଜି ଦିନ ପ୍ରାୟ ୧୨.୩୦ ସମୟରେ ସେ ଶେଷ
Read More...

କେନ୍ଦ୍ର ସରକାର‌ଙ୍କ ବଡ ଘୋଷଣା : ରଂଜନ ଗୋଗୋଇଙ୍କୁ ମିଳିବ ଜେଡ-ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ : ଦେଶର ପୂର୍ବତନ ସିଜେଆଇ ବା ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ରଂଜନ ଗୋଗୋଇଙ୍କୁ ଜେଡ-ପ୍ଲସ୍ ସୁରକ୍ଷା ମିଳିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଭାରତ ସାରା ଯାତ୍ରା ସମୟରେ ସେମାନଙ୍କୁ ତାଙ୍କୁ ଏହି ସୁରକ୍ଷା ଦିଆଯିବ । ରଂଜନ ଗୋଗୋଇଙ୍କୁ ସୁରକ୍ଷା
Read More...

ସ୍କୁଲ ବନ୍ଦକୁ ବିରୋଧ କଲେ ଅଭିଭାବକ : ଦାବୀପତ୍ର ପ୍ରଦାନ

ଭେଡେନ, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାର ସରକାରୀ ସ୍କୁଲ ବନ୍ଦ କରୁଥିବା ବେଳେ ଏହାର ବିରୋଧରେ ଅଭିଭାବକ ମାନେ ଦାବୀପତ୍ର ଦେଇଛନ୍ତି । ବରଗଡ଼ ଜିଲ୍ଳା ଭେଡେନ ବ୍ଲକ ତାଲମେଣ୍ଡା ପଂଚାୟତ ଅନ୍ତର୍ଗତ ରଙ୍ଗାଟିକ୍ରା ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ଘୋଷଣା ହୋଇଥିବାରୁ ଗ୍ରାମବାସୀ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଝାରମୁଣ୍ଡା ଏବଂ ଲୋଇସିଂହା ଗ୍ରା.ପ.ରୁ ଜଣେ ଲେଖାଁଏ ଓ ବେଲପଡା ବ୍ଲକ ସରମୁହାଣ ଗ୍ରା.ପ.ରୁ ଜଣେ ସଂକ୍ରମିତ
Read More...

ପ୍ରଜ୍ଞା ପୁରୁଷ ତଥା ବିଶିଷ୍ଟ ଶିକ୍ଷାବିଦ ସ୍ବର୍ଗତ ହର ପ୍ରସାଦ ରଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ…

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସୁବର୍ଣ୍ଣପୁର ମାଟିର ପ୍ରଜ୍ଞା ପୁରୁଷ ତଥା ବିଶିଷ୍ଟ ଶିକ୍ଷାବିଦ ସ୍ବର୍ଗତ ହର ପ୍ରସାଦ ରଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୁବର୍ଣ୍ଣପୁରର ଶୀତଳାଇ କଲ୍ୟାଣ ମଣ୍ଡପଠାରେ ଏକ ଶ୍ରଦ୍ଧାଂଜଳି ପର୍ବ ଅନୁଷ୍ଠିତ ହୋଇଯାଇଛି । ଶୂନ୍ୟ ସ୍ବରୂପ ଅନୁଷ୍ଠାନ
Read More...