Monthly Archives

January 2021

ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ : ସାରା ଦେଶରେ ପାଳନ ହେଉଛି ନେତାଜୀ ଜୟନ୍ତୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ସ୍ୱାଧୀନତା ସଂଗ୍ରାମୀ ମହାନାୟକ ଭାରତ ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିିଥି । ସାରା ଦେଶ ଆଜି ‌ସ୍ମରଣ କରୁଛି ନେତାଜୀଙ୍କୁ । ୧୮୯୭ ମସିହା ଜାନୁଆରୀ ୨୩ରେ କଟକରେ ଜନ୍ମଗ୍ରହଣ କରିଥିବା ନେତାଜୀ ସୁବାଷଙ୍କ ଜୀବନର ଷୋହଳ
Read More...

ପ୍ରଥମ ଗୁଣନିଧି ଦାଶ ଭି.ଏସ.ଏସ. ଚେଲେଞ୍ଜର କପ୍ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ସ୍ଥାନୀୟ ନାଏକ ପଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ପ୍ରଥମ ଗୁଣନିଧି ଦାଶ ସ୍ମାରକୀ ଭି.ଏସ.ଏସ ଚେଲେଞ୍ଜର୍ କପ୍ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଅଛି । ସଂଘର ବରିଷ୍ଠ ସଦସ୍ୟ ଭୋଲାନାଥ ଦାଶଙ୍କ ସଭାପତିତ୍‌ତ୍ୱ ଓ ନିପନ୍
Read More...

ମଣିମାଣିକର ୪୯ ତମ ବାର୍ଷିକ ଉତ୍ସବ : ଏଥର ହେବନି ଶିଶୁ ସମାବେଶ, ପ୍ରତିଯୋଗିତା

କଟକ, (ଚକ୍ରବର୍ତ୍ତୀ ଓତା) : ଓଡିଶାର ବହୁ ପରିଚିତ ଓ ପୁରାତନ ଶିଶୁ ଅନୁଷ୍ଠାନ "ମଣିମାଣିକ"ର ୪୯ ତମ ବାର୍ଷିକ ଉତ୍ସବ, ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କାର୍ୟ୍ୟକ୍ରମ ଆସନ୍ତା ଫେବୃଆରୀ ୧୩ ତାରିଖ ଶନିବାର ଦିନ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହେବ । କରୋନା ମହାମାରୀ,
Read More...

ଦେଓଗାଁ ସିଏଚ୍‌ସିରେ ଟୀକାକରଣ : ‌ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଯାବତ୍ ୨୦୫ଜଣ କରୋନା ଯୋଦ୍ଧା ନେଲେଣି କରୋନା ଟୀକା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବସ୍ଥ୍ୟ କେନ୍ଦ୍ରରେ ଗତ ସୋମବାର ଦିନ ଓ ଗୁରୁବାର ଦିନ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଇଛି । ପ୍ରଥମ ଦିନରେ ୮୮ଜଣ ଓ ଗୁରୁବାର ଦିନ ୧୧୭ଜଣ ସ୍ବାସ୍ଥ୍ୟ କର୍ମୀ କରୋନା ଟିକା ନେଇଥିବା ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
Read More...

ଆସନ୍ତୁ ଜାଣିବା ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୧୨ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୪୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦
Read More...

ବୈଦିକ ଯଜ୍ଞ ଦ୍ୱାରା ଓଡିଶାରେ ଚେତନାର ଉତ୍ତରଣ ସମ୍ଭବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱରେ ଦେଖା ଦେଇଥିବା ପ୍ରକୃତିର କୋପ ଓ ଏହାର ପରିମାଣ ବ୍ୟକ୍ତି ଓ ସମାଜ ଜୀବନରେ ଆଶତୀତ ପ୍ରଭାବ ପକାଇଛି । ଏହାର ମୁଖ୍ୟ କାରଣ ହେଉଛି ପଞ୍ଚମହାଭୂତରେ ଅସନ୍ତୁଳନ । ଏଣୁ ଆନ୍ତର୍ଜାତିକ ସତ୍ୟଚେତନା ଆଧ୍ୟାତ୍ମିକ ଅନୁଷ୍ଠାନ ଆନୁକୁଲ୍ୟରେ ଏହାର ପ୍ରତିକାର
Read More...

ତହସିଲଦାରଙ୍କ ଧାନ ମଣ୍ଡି ଯାଞ୍ଚ : ୧୪ ‌କ୍ୱି‌ଣ୍ଟାଲ ବେଆଇନ ଧାନ ଜବତ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ନୂଆପଡା ପେକ୍ସ ଧାନ ମଣ୍ଡିକୁ ଶୁକ୍ରବାର ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ ନିଜ ଟିମ୍‌ ସହ ଯାଞ୍ଚ କରିବାକୁ ଯାଇଥିବା ବେଳେ ୩୬ ପ୍ୟାକେଟ ତଥା ପ୍ରାୟ ୧୪ ‌କ୍ୱି‌ଣ୍ଟାଲ ବେଆଇନ ଧାନକୁ ଜବତ କରିଥିଲେ । ଏହି
Read More...

ଚାଷୀ ପ୍ରସଙ୍ଗକୁ ନେଇ ଶ୍ରୀମୟୀ ଟାର୍ଗେଟ୍‌ କଲେ ବିଜେପିକୁ : କହିଲେ, ବିଜେପି ଓକିଲାତି କରୁଛି ଦଲାଲଙ୍କ ପାଇଁ

ଭୁବନେଶ୍ୱର : ଧାନକିଣାରେ ବ୍ୟାପକ ଅନିୟମିତତା ତଥା ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ପ୍ରତିବାଦରେ ବିଜେପି ବିଶାଳ ଗଣବିକ୍ଷୋଭ କରିଛି । ଏହାକୁ ନେଇ ରାଜ୍ୟ ବିଜେପି ନେତାମାନେ ଥାନାରେ ଧାରଣା ଦେବା ପରେ କ୍ଷମତାସୀନ ବିଜେଡି ଏବେ ରାଜ୍ୟ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛି । ବିଜେଡି
Read More...

ବିଶିଷ୍ଟ ସମାଜସେବୀ ଲଲିତ ନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଆଜି ମାହେଶ୍ଵରୀ ଅନୁଷ୍ଠାନରେ ମାହେଶ୍ଵରୀର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଲଲିତ ନାୟକଙ୍କ ଦେହାନ୍ତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ସ୍ବର୍ଗତ ନାୟକଙ୍କ ସ୍ମୃତି ଚରଣ ଓ ତାଙ୍କର ବିରଳ ବ୍ୟକ୍ତିତ୍ଵ ଉପରେ ସଦସ୍ୟ ମାନେ
Read More...

ସୁନା ବନ୍ଧା ରଖି ଲୋକଙ୍କୁ ଋଣ ଦେଉଥିବା ମୁଥୁଟ ଫାଇନାନ୍ସରୁ ଲୁଟେରାମାନେ ୨୫ କେଜି ସୁନା ଲୁଟିନେଲେ

ଚେନ୍ନାଇ : ଲୁଟେରାମାନେ ସୁନା ବନ୍ଧା ରଖି ଲୋକଙ୍କୁ ଋଣ ଦେଉଥିବା ମୁଥୁଟ ଫାଇନାନ୍ସରୁ ଲୁଟିନେଇଛ‌ନ୍ତି ୨୫ କେଜି ସୁନା ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ତାମିଲନାଡୁ ସ୍ଥିତ ମୁଥୁଟ ଫାଇନାନ୍ସର ହୋସୁର ବ୍ରାଞ୍ଚରେ ଆଜି ସକାଳ ପ୍ରାୟ ୧୦ରୁ ୧୧ ଟା ସମୟ ଭିତରେ ହଠାତ୍‌ ହେଲମେଟ୍‌ ପିନ୍ଧି
Read More...