Monthly Archives

January 2021

ଗାନ୍ଧୀଜୀଙ୍କ ତିରୋଧାନ ଦିବସ ଉପଲକ୍ଷେ ସେବା ଓ ଶ୍ରଦ୍ଧା : ଜୀବନ ଏକ ନିବେଦନ ଶୀର୍ଷକ ଆଲୋଚନାଚକ୍ର

ବଲାଙ୍ଗୀର, (କେପିଏନ୍‌ଏସ୍‌) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ସ୍ଥାନୀୟ ଯାଦବ ଭବନ ଠାରେ ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ‘ସେବା ଓ ଶ୍ରଦ୍ଧା, ଜୀବନ ଏକ ନିବେଦନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରକୁ ଦିବଙ୍ଗତ ବିଶିଷ୍ଟ ସମାଜସେବୀ ଓ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ.୩ରୁ ଜଣେ ଏବଂ ବେଲପଡା ବ୍ଲକ ବେଲପଡା ଗ୍ରା.ପ.ରୁ ୨ଜଣ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ୭ଜଣ
Read More...

ସଇଁନ୍ତଳା ବ୍ଳକର ବିଭିନ୍ନ ସ୍ଥାନରେ ପୋଲିଓ ସେବନ କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ସରକାରଙ୍କ ନିୟମ ଅନୁଯାୟୀ ଦୁଇ ବୁନ୍ଦା ଲେଖାଏଁ ପୋଲିଓ ଛୋଟ ଛୋଟ ପିଲାଙ୍କୁ ଦିଆଯାଇଥିଲା । ତେବେ ବରଗାଁ ଓ ଭନ୍ଦ୍ରା ଠାରେ ଆଶାକର୍ମୀ ଶାନ୍ତି ସୁନା ଓ ସସ୍ମିତା ସେନାପତି ମଧ୍ୟ ପିଲାମାନଙ୍କୁ
Read More...

ଉପଖଣ୍ଡିୟ ସ୍ତରୀୟ ଯୁବ ସାମ୍ବାଦିକମାନଙ୍କ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠି) : ଆଜି ଖପ୍ରାଖୋଲ ବ୍ଲକ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ପାଟଣାଗଡ଼ ଉପଖଣ୍ଡିୟ ସ୍ତରୀୟ ଯୁବ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସାମ୍ବାଦିକମାନଙ୍କର ସୁରକ୍ଷା ଓ ଭବିଷ୍ୟତ କାର୍ୟ୍ୟପନ୍ଥାକୁ ନେଇ ସଭାରେ ଆଲୋଚନା ହୋଇଥିଲା ।
Read More...

ବଲାଙ୍ଗିର ଜିଲ୍ଲା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ପରିସରରେ ଜାତୀୟ ପୋଲିଓ ଦିବସର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ଟୀକାକରଣ ପୋଲିଓ ଦିବସ । ବଲାଙ୍ଗିର ଜିଲ୍ଲା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ପରିସରରେ ଜାତୀୟ ପୋଲିଓ ଦିବସର ଶୁଭାରମ୍ଭ କରାଯାଇଛି । ଏହି ପରିପେକ୍ଷିରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ ଚଂଚଳ ରାଣା ଏବର୍ଷର ଜିଲ୍ଲା
Read More...

ପୋଲିଓ ଦିବସରେ ଦୁଇ ବୁନ୍ଦା ଜୀବନ ପାଇଁ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଭାରତରେ ୩୧ ଜାନୁଆରୀକୁ ପୋଲିଓ ଦିବସ ଭାବରେ ପାଳନ କରି ପୋଲିଓ ବୁନ୍ଦା ବିତରଣ କରାଯାଉଛି । ଭାରତ ପୋଲିଓ ମୁକ୍ତ ଅଟେ । କିନ୍ତୁ ବର୍ତ୍ତମାନ ମଧ୍ୟ ଅନେକ ଦେଶରେ ପୋଲିଓ ଏବେ ବି ରହିଛି ଏବଂ ଏହା ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଭାରତ ପୋଲିଓ ମୁକ୍ତ ହେବା
Read More...

ଦେଓଗାଁ ସିଏଚ୍‌ସିରେ ୩୦୪ଜଣ ନେଲେଣି କରୋନା ଟୀକା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ଦିଆଯାଉଛି । ପ୍ରଥମ ଦିନରେ ୮୮ଜଣ, ଦ୍ବିତୀୟ ଦିନରେ ୧୧୭ଜଣ ଓ ତୃତୀୟ ଦିନ ୯୯ଜଣ ମୋଟ ଭାବେ ୩୦୪ଜଣଙ୍କୁ କରୋନା ଟୀକା ଦିଆଯାଇଛି । ଆସନ୍ତା ୪ତାରିଖ ଦିନ ପୁଣି ଟୀକାକରଣ
Read More...

ଏସଓଜି ଯବାନ ମାଓବାଦୀ ଗୁଳିବିନିମୟ, ଜଣେ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଡ଼କାପଦର ଜଙ୍ଗଲରେ ଏସଓଜି ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ତେବେ ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।ସୂଚନା ଯେ, ମାଲକାନଗିରି ଜିଲ୍ଲା ମାଡ଼କାପଦର ଜଙ୍ଗଲରେ ଏସ୍‌ଓଜି ଯବାନମାନେ କୁମ୍ବିଂ ଅପରେନସନ
Read More...

ମୁଖ୍ୟ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ହେବେ ଏୟାର ମାର୍ଶଲ ରାଜେଶ କୁମାର

ନୂଆଦିଲ୍ଲୀ : ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଏନଏସ ଧିଲନ୍ ଆଜି ନିଜ କାର୍ୟ୍ୟରୁ ଅବସର ଗ୍ରହଣ କରିବେ । ତେବେ ସୁଚନା ଅନୁସାରେ ତାଙ୍କ ସ୍ଥାନରେ ଏୟାର ମାର୍ଶଲ ରାଜେଶ କୁମାର ନିଯୁକ୍ତି ପାଇବେ । ରାଜେଶ କୁମାର ୧୯୮୧ ଡିସେମ୍ବରରେ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ
Read More...

ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅ

ନୂଆଦିଲ୍ଲୀ : ଓଡ଼ିଶାର କଳାକୁ ପୁଣି ଜାତୀୟ ସ୍ତରରେ ମିଳିଲା ସାବାସି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କୀ ବାତରେ ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ କଳାକୁ ପ୍ରଶଂସା କରିଛନ୍ତି । ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ଯେଉଁଭଳି
Read More...