Monthly Archives

January 2021

ବଲାଙ୍ଗିର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସଦରଥାନା ଅନ୍ତର୍ଗତ ବାରପୁରଗିଆ ଗାଁର ଗଣେଶ ନାଗ ୨୦୧୭ରେ ଏକ ହତ୍ୟା ମାମଲାରେ ଗିରଫ୍‌ ହୋଇ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହିଥିଲେ । ଗତ କିଛି ଦିନ ହେଲା
Read More...

କୃଷକମଞ୍ଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

ଧର୍ମଗଡ, (ଭରତ ବିଶି) : ଗୋତମୁଣ୍ଡା ଠାରେ କୃଷକମଞ୍ଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତମୁଣ୍ଡା ଧାନ ମଣ୍ଡି ଠାରେ ବଳରାମ ମାଝୀ (କୃଷକମଞ୍ଚ ସଭାପତି), ଭାରତ ଭୁଷଣ ଦୁର୍ଗା(ସମ୍ପାଦକ), ନିରଞ୍ଜନ ବାଗ (କୋଷାଧ୍ୟକ୍ଷ) ଜବାହରଲାଲ
Read More...

ଲଞ୍ଚ ହେଲା ସ୍ବଦେଶୀ ଗେମିଙ୍ଗ୍‌ ଆପ୍‌ FAU-G : ଟୁଇଟ କରି ସୂଚନା ଦେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ : ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ବହୁ ପ୍ରତୀକ୍ଷିତ ସ୍ବଦେଶୀ ଗେମିଙ୍ଗ୍‌ ଆପ୍ ଲଞ୍ଚ ହୋଇଛି । ଏନେଇ ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଟୁଇଟ କରି ସୂଚନା ଦେଇଛ‌ନ୍ତି । ଏବେ ଏହି ସ୍ବଦେଶୀ ମୋବାଇଲ ଗେମ୍‌ ଫୌଜି ପ୍ଲେଷ୍ଟୋରରେ ଉପଲବ୍ଧ ଅଛି । ଆଣ୍ଡ୍ରଏଡ୍‌
Read More...

ରାଲି ବେଳେ ଟ୍ରାକ୍ଟର ଓଲଟି ଚାଷୀ‌ଙ୍କ ମୃତ

ନୂଆଦିଲ୍ଲୀ : ହିଂସାତ୍ମକ ରୂପ ନେଇଛି ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ପରେଡ୍ । ମଙ୍ଗଳବାର ମଧ୍ୟାହ୍ନରେ କେନ୍ଦ୍ରୀୟ ଦିଲ୍ଲୀର ମିଣ୍ଟୋ ରୋଡରେ ପୋଲିସ ବାରିକେଡ୍ ଭାଙ୍ଗି ଆଇଟିଓ ଆଡ଼କୁ ଟ୍ରାକ୍ଟର ଧରି ହଜାର ହଜାର ଚାଷୀ ମାଡ଼ି ଯାଉଥିବା ବେଳେ ଟ୍ରାକ୍ଟର ଓଲଟି ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ
Read More...

ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ଛିଣ୍ଡିଯାଇ ତଲେ ଖସିପଡିଲା ତ୍ରିର‌ଙ୍ଗା

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ଷ୍ଟାଡିୟମ ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ । ନୀଳଗିରି ଏସଡିପିଓ ରିତେଶ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ତେବେ ମୁଖ୍ୟ ଅତିଥି ଜାତୀୟ ପତାକା
Read More...

ବିପୁଳ ପରିମାଣର ଗୋ ମାଂସ ଜବତ

ଭୁବନେଶ୍ୱର : ବିପୁଳ ପରିମାଣର ଗୋ ମାଂସ ଜବତ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବାଲିପାଟଣା ଥାନା ସାହେବନଗର ଗାଁରେ ଗୋ ମାଂସ ବାହାରକୁ ପଠାଇବା ପାଇଁ ପ୍ୟାକିଂ କରି ଗାଡିରେ ରଖାଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିବା ସହ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା
Read More...

ବରଗଡରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ବରଗଡ଼ ଜର୍ଜ ହାଇସ୍କୁଲ ପଡିଆରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଭାରତୀୟ ସ୍ବାଧୀନତା ସଂଗ୍ରାମରେ ବରଗଡ଼ ଜିଲ୍ଲାର
Read More...

କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ କଲା ଏସଟିଏଫ୍‌

ଭଦ୍ରକ : କୋଟିଏ ଟ‌ଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍‌ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ଜିଲ୍‌ଲ୍ଲା ଚାନ୍ଦବାଲି ଠାରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ କରାଯାଇ ୧ କେଜି ୧୪୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ମାମଲାରେ ସଂପୃ‌କ୍ତ ଅଭିଯୁକ୍ତ ମୀରୁ ମୀନହାଜ
Read More...

୭୨ ତମ ସାଧାରଣତନ୍ତ୍ର ଦିବସ ସହ ଶ୍ରମ ଦାନ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ହାଇସ୍କୁଲ୍ ପଡିଆରେ କୋଭିଡ୍ କଟକଣା ମଧ୍ୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ । ଟିଟିଲାଗଡ
Read More...

ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କଲା ନଗର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ ମୁଖ୍ୟାଳୟ ଠାରେ ବଲାଙ୍ଗିର ନଗର କଂଗ୍ରେସ ତରଫରୁ ୨୮୫ଜଣ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା ଦିଆଗଲା । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ରକ୍ତ ଭଣ୍ଡାର
Read More...