Monthly Archives

January 2021

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ଼ ନିର୍ଦ୍ଦେଶାବଳୀ ଅନୁସାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ
Read More...

ଜବତ ହେଲା ନକଲି କୋଲଡ୍ରିଙ୍କସ : ଲକ୍ଷାଧିକ ଟଙ୍କାର ମେସିନ୍ ଜବତ

ବ୍ରହ୍ମପୁର : ବିଗତ କିଛି ଦିନ ଭିତରେ ରାଜ୍ୟରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି । ରାଜ୍ୟରେ ନକଲି କାରଖାନା ଉପରେ ଜୋରଦାର ଚଢାଉ ଚାଲିଛି । କଟକ, ସମ୍ବଲପୁର, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରୁ ଜବତ ହେଲା ନକଲି କୋଲଡ୍ରିଙ୍କସ । ସୁକୁଣ୍ଡା ଗାଁରେ ନକଲି କୋଲଡ୍ରିଙ୍କସ
Read More...

ସି.ଆର.ପି.ଏଫ୍‌ରେ ଯୋଗଦେବେ କର୍ଲାମୁଣ୍ଡା ଝିଅ ସୌମ୍ୟାରାଣୀ

କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପାଇଁ ଖୁସିର ଖବର । କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସି.ଆର.ପି.ଏଫ୍‌)ରେ ଯୋଗ ଦେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏଇ ବ୍ଲକର ସରଗୁଲ ଗ୍ରାମର ପ୍ରଭାତ କୁମାର ହୋତା ଓ ଶାନ୍ତିପ୍ରିୟା ହୋତାଙ୍କ କନ୍ୟା ସୌମ୍ୟାରାଣୀ ହୋତା । ସେ
Read More...

ରାନ୍ଧିବା ସମୟରେ ନିଆଁ ଲାଗି ଟଙ୍କା, କାଗଜପତ୍ର, ଚାଉଳ ସହ ବିଭିନ୍ନ ଜିନଷ ପୋଡି ନଷ୍ଟ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ମଗଶିର ଜାଲଙ୍କ ଘରେ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି । ଯାହା ଫଳରେ ପ୍ରଧାନ ମନ୍ତ୍ରୀ ଆବାସ ଘରର ଦ୍ବିତୀୟ କିସ୍ତି ୩୫ ହଜାର ଟଙ୍କା, ୩୦ ପକେଟ
Read More...

ବରଗାଁ ହାଇସ୍କୁଲରେ ଯୁକ୍ତ ଦୁଇ ଶିକ୍ଷା ପାଇଁ ଦାବୀ ଜଣାଇଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରଗାଁ ସରକାରୀ ହାଇସ୍କୁଲର ଉନ୍ନତିକରଣ କରାଯାଇ ସେଠାରେ ଯୁକ୍ତ ଦୁଇ ଶିକ୍ଷା ଆରମ୍ଭ କରିବା ପାଇଁ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କୁ ଆଜି ଦାବୀ ଜଣାଇଛି ବିଜୁ ଛାତ୍ର ଜନତା ଦଳ । ମନ୍ତ୍ରୀ ସମୀର ଦାଶ ଗଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା ପାଇଁ ବଲାଙ୍ଗିର
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୦୦ ତଳକୁ ଖସିଛି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିଭଳି ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତ ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି । ଲୋଇସିଂହା ବ୍ଲକ୍‌ ଲୋଇସିଂହା ଗ୍ରା.ପ.ରେ ଜଣେ ସଂକ୍ରମଣର ଶିକାର ହୋଇଥିବା ବେଳେ ଆଉ ମାତ୍ର ୪
Read More...

ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଏବଂ ଜଣେ ପରୋପକାରୀ ମଣିଷ ତଥା ନିଷ୍ଠାବାନ କର୍ମଚାରୀ ପ୍ରଫୁଲ୍ଲ ବେହେରାଙ୍କ ସ୍ମୃତିରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସସରେ ସାହୁଟିକ୍ରା, ତୋରା ଠାରେ ଟିମ୍ ନିଷ୍ଠା ସାହୁଟିକ୍ରା ତରଫରୁ
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର : ସ୍ୱାମୀ-ସ୍ତ୍ରୀ ଗୁରୁତର

ରାଇରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଦୁର୍ଘଟଣା ଫଳରେ ଦମ୍ପତ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଦମ୍ପତ୍ତି ହେଲେ କିଚକେଶ୍ୱର ଗିରି ଓ ତାଙ୍କ ସ୍ତ୍ରୀ ଲଷ୍ମୀପ୍ରିୟା ଗିରି । ସୂଚନାଯୋଗ୍ୟ ଯେ, ସ୍ୱାମୀ-ସ୍ତ୍ରୀ ଦୁଇଜଣ ବାରିପଦାରୁ ହାଟବାଦଳା ସ୍ଥିତ ନିଜ ଘରକୁ ଫେରୁଥିବା
Read More...

ତରଭା ବ୍ଳକରେ ୭୨ ତମ ଗଣତନ୍ତ୍ର ଦିବସ ପାଳନ

ତରଭା, (ଜିତେନ୍ଦ୍ର ସା) : ଆଜି ସବୁସ୍ଥାନ ପରି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକର ବିଭିନ୍ନ ଅଞ୍ଚଳ ଗୁଡିକରେ କରୋନା କଟକଣା ଭିତରେ ୭୨ ତମ ରାଷ୍ଟ୍ରୀୟ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ତରଭା ବ୍ଳକ କାର୍ଯ୍ୟାଳୟରେ ବ୍ଳକ ଅଧ୍ୟକ୍ଷ ସସ୍ମିତା ମଲ୍ଲିକ, ଆଞ୍ଚଳିକ କଳା କେନ୍ଦ୍ରରେ କେନ୍ଦ୍ରର
Read More...

ଜାମପଡା ଠାରେ ଗଣତନ୍ତ୍ର ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତର ଜାମପଡ଼ା ଗ୍ରାମର ଅଗ୍ରଣୀ ଯୁବକ ସଂଘ ନବଜ୍ୟୋତି ପାଠାଗାର ତରଫରୁ ଜାମପଡା (ବସ୍ତିପଡା)ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଗଣେଶ ନାଗ ପତାକା ଉତ୍ତୋଳନ କରିଥିଲେ । କ୍ଲବ ତରଫରୁ କଲମ
Read More...