Monthly Archives

January 2021

ସାଧାରଣତନ୍ତ୍ର ଦିବସ ଅବସରରେ ଡାକ୍ତରଖାନାରେ ମିଷ୍ଠାନ୍ନ ବଣ୍ଟନ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ସାଧାରଣତନ୍ତ୍ର ଦିବସ ଅବସରରେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ମିଷ୍ଠାନ୍ନ ବଣ୍ଟନ କରିଛନ୍ତି । ଡାକ୍ତରଖାନାରେ ଥିବା ସମସ୍ତ ଅନ୍ତେବାସୀ ଏବଂ ରୋଗୀମାନଙ୍କୁ ବିଧାୟକ ମିଷ୍ଠାନ୍ନ
Read More...

ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁରସୁଡ ଓ ମାଲପଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଂଚମ ଦିନରେ ପହଂଚିଛି । ପଂଚମ ଦିବସରେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା ଅତିଥି ଭାବେ ଯୋଗ
Read More...

କରୋନା କଟକଣା ମଧ୍ୟରେ ଏନଏସି ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ : ସୃଜନ ସଙ୍ଗୀତ ବିଦ୍ୟାଳୟ ଦ୍ୱାରା ସ୍ୱଛ ଭାରତ…

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) : କଣ୍ଟାବାଞ୍ଜି ଏନ.ଏ.ସି. ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ କରୋନା ମହାମାରୀ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ଏନ.ଏ.ସି.ର କୌଣସି ଶିକ୍ଷାନୁଷ୍ଠାନ ପରେଡ୍‌ରେ ସାମିଲ ନ ଥିଲେ ମଧ୍ୟ କେତେକ କରୋନା ଯୋଦ୍ଧା,
Read More...

ପଦ୍ମପୁର ଉପଖଣ୍ତ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସଦର ମହୁକୁମା ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ସରକାରଙ୍କ ନିର୍ଦ୍ଦେଶନାମା ଏବଂ କୋଭିଡ-୧୯ ନିୟମାବଳୀ ଅନୁପାଳନ ସହିତ ସ୍ଥାନୀୟ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ପଦ୍ମପୁର ଉପ
Read More...

ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ କର୍ମଚାରୀ ସଂଘର ଜାତୀୟ ପତାକା ଉତ୍ତୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘର କାର୍ଯ୍ୟାଳୟ ଠାରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପଶ୍ଚିମାଞ୍ଚଳ ମିଳିତ ଶ୍ରମିକ କର୍ମଚାରୀ ମଂଚର ସଭାପତି ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ଦେଶ
Read More...

ବନ୍ଧପଡ଼ା ଓ ଅର୍ଜୁନପୁରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ କରିବା ନେଇ ଶିକ୍ଷା ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର ଓ ବନ୍ଧପଡ଼ାରେ ଦୁଇଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଲେଜ) ସ୍ଥାପନ କରିବାକୁ ବଲାଙ୍ଗୀର ଗସ୍ତରେ ଆସିଥିବା ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର । ଏହି
Read More...

ମାରୱାଡ଼ି ମହିଳା ସମିତି ତରଫରୁ ରକ୍ତଦାନ ଶିବିର ଉଦ୍‌ଯାପିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସ୍ଥିତ ମହାବୀର ଧର୍ମଶାଳାରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀର ଟିଟିଲାଗଡ ଶାଖା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷ୍ଟେଟ ବ୍ୟାଙ୍କ ଟିଟିଲାଗଡ ଶାଖା ସହଯୋଗ କରିଥିଲା । ବଜରଙ୍ଗ ଲାଲ ଜୈନଙ୍କ ନେତୃତ୍ଵରେ ଆୟୋଜିତ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦେଓଗାଁରେ ସାଧାରଣତନ୍ତ୍ର ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୂର୍ଯ୍ୟ ପାଣିଗ୍ରାହୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ ଓ
Read More...

ମାଣ୍ଡିଆଢିପା ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ସାଧାରଣ ବୈଠକ

ପଦ୍ମପୁର : (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ମାଣ୍ଡିଆଢିପା ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ସାଧାରଣ ସଭା ସମାଜସେବୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ୱରେ ମାଣ୍ଡିଆଢିପା ପଞ୍ଚାୟତ ଅନ୍ତର୍ଗତ ମୁଁଢେଲା ଗ୍ରାମଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରୁ ଆଦି ମୁନ୍ନା
Read More...

ସନି ଲିଓନ ଛକ୍କା ମାରି ଭାଙ୍ଗିଲେ କାଚ : ଟୁଇଟ୍‌ କରି କହିଲେ କଣ ମୁଁ ଇଂଲଣ୍ଡ ପାଇଁ ନିଜ କିଟ୍‌ ପ୍ୟାକ୍‌ କରିବି କି ?

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସନି ଲିଓନ ନିକଟରେ ନିଜ ଟ୍ଵିଟର ହ୍ୟାଣ୍ଡେଲରୁ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସନି କ୍ରିକେଟ ଖେଳୁଥିବାର ନଜର ଆସୁଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ, ସନି ଲିଓନ ବ୍ୟାଟିଂ କରୁଛନ୍ତି । ସେ ଏତେ ଜୋର୍‌ରେ ଛକ୍କା ମାରୁଛନ୍ତି ଯେ
Read More...