ପଞ୍ଚମ ଜମ୍ବେଶ୍ୱର ଓ ପ୍ରକାଶ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ : ଘଣ୍ଟାପଡାକୁ ହରାଇ ମହୀପୁର ବିଜୟୀ
ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ସମଲେଶ୍ବରୀ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ହୋଇଥିବା ପଞ୍ଚମ ଜମ୍ବେଶ୍ୱର ମାଝୀ ଓ ପ୍ରକାଶ କଅଁର ସ୍ମାରକୀ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତତ ହୋଇ ଯାଇଛି । ମଙ୍ଗଳବାର ଅନୁଷ୍ଠିତ ଲିଗ ମ୍ୟାଚ ଖେଳରେ ମହୀପୁର ଦଳ ୨-୧ ଗୋଲରେ!-->…
Read More...
Read More...