Monthly Archives

December 2020

ଚାଷୀଙ୍କ ଦାବୀ ପୂରଣ କରିପାରିଲେ ନାହିଁ ସରକାର : ଜାରି ରହିଛି କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଦେଶର କୃଷକମାନେ ଦଶ ଦିନ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି । କୃଷକମାନେ ଦିଲ୍ଲୀ ସୀମାରେ କ୍ୟାମ୍ପ କରିଛନ୍ତି । କୃଷକଙ୍କ ବିରୋଧର ଅବରୋଧକୁ ଶେଷ କରିବା ପାଇଁ ଏପର୍ୟ୍ୟନ୍ତ ପାଞ୍ଚ ରାଉଣ୍ଡ ଆଲୋଚନା ହୋଇଛି । ଶନିବାର ଦିନ ପାଞ୍ଚ ଘଣ୍ଟିଆ ଆଲୋଚନାରେ
Read More...

ଆଜିର ପାଖାପାଖି ପନିପରିବା ଦର ବଲାଙ୍ଗିର ସହରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ଆସନ୍ତୁ ସେ ସଂପର୍କରେ ଜାଣିନେବା । ଆଳୁ - ୫୦ ଟଙ୍କା, ପିଆଜ - ୫୦ ଟଙ୍କା, ଫୁଲକୋବି-୪୦ ଟଙ୍କା, ବଂଧାକୋବି - ୩୦ ଟଙ୍କା, ଟମାଟର୍‌- ୩୦ ଟଙ୍କା, ପୋଟଳ - ୮୦ ଟଙ୍କା,
Read More...

ଆସନ୍ତା ୭ ତାରିଖ ଦିନ ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ୟ୍ୟର ଉଦଘାଟନ କରିବେ । ଭିଡିଓ କନଫରେନ୍ସ ମାଧ୍ୟମରେ ଦିନ ୧୧.୩୦ ସମୟରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ,
Read More...

ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ସରକାରଙ୍କ ମାର୍ଗଦର୍ଶିକା

● ଅନଲାଇନ ଗେମିଂ ଓ ଫାଣ୍ଟାସି ସ୍ପୋର୍ଟସ କ୍ଷେତ୍ରରେ ଏଏସସିଆଇର ଦିଶାନିର୍ଦ୍ଦେଶ ପାଳନ କରାଯାଉ● ଏପରି ସମସ୍ତ ବିଜ୍ଞାପନରେ ବାଧ୍ୟତାମୂଳକ ଭାବେ ସତର୍କ ସୂଚନା ଦେଖାଇବାକୁ ନିର୍ଦ୍ଦେଶ ନୂଆଦିଲ୍ଲୀ, (ପିଆଇବି) : ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି
Read More...

ଲିଓ କ୍ଳବ ଅଫ୍ ବରଗଡ ୟୁଥ୍ ତରଫରୁ ବରଗଡର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ, (ସତ୍ୟନାରାୟଣ ପଧାନ) : ବିକାଶ ଅଡିଟୋରିୟମ୍‌ ବରାହଗୋଡା ଠାରେ ଲିଓ କ୍ଳବ ବରଗଡର ତୃତୀୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସମାଜସେବା ଏବଂ କରୋନା ମହାମାରୀ ସମୟର ସେବା କାର୍ୟ୍ୟ ପାଇଁ ବରଗଡ, ଖଣ୍ଡହଥାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରକୁ "କର୍ମ ଯୋଦ୍ଧା" ସମ୍ମାନରେ
Read More...

ପ୍ରତ୍ନତତ୍ତ୍ଵ ବିଭାଗ ଓ ପର୍ଯ୍ୟଟନ ସଂସ୍କୃତି ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନୃସିଂହନାଥ ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ପାହାଡ ପର୍ବତ ଘେରା ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପାହାଡ଼ର ବୁକୁ ଚିରି କୁଳୁ କୁଳୁ ନାଦରେ ଝରି ଆସୁଥିବା ପାପନାଶିନୀ ଝରଣାର ପାଦଦେଶରେ ଅବସ୍ଥିତ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନୟନମୂଳକ କାର୍ୟ୍ୟକ୍ରମ ସକାଶେ ଓଡ଼ିଶାର
Read More...

ଦୁଇ ଜଣ ପ୍ରେମିକାର ଅଶ୍ଲିଳ ଫଟୋ ଫେସବୁକରେ ଭାଇରାଲ କରି ମହମ୍ମଦ ଅରମାନ ନାମକ ଯୁବକ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତରପ୍ରଦେଶ ରାଜ୍ୟର କସଗଂଜ ଥାନା ଅଂଚଳର ଏହି ଯୁବକ ପଦ୍ମପୁର ଥାନା ଓ ବରଗଡ ଟାଉନ ଥାନା ଅଂଚଳର ଦୁଇଜଣ ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା ଯୋଡିଥିଲା । ଜିସାନ ଖାନ ନାମରେ ଏକ ଫେକ ଫେସବୁକ ଖୋଲି ଏହି ଦୁଇ ଯୁବତୀଙ୍କ ଅଶ୍ଲିଳ ଫଟୋ ଭାଇରାଲ କରିଥିଲା । ଏ
Read More...

ବଢ଼ିଚାଲିଛି ଯୁବକ, ଯୁବତୀଙ୍କ ନିଖୋଜ ଅଭିଯୋଗର ସଂଖ୍ୟା : ନିଖୋଜ ପରେ ନିଛାଟିଆ ସ୍ଥାନରୁ ମୃତଦେହ ଉଦ୍ଧାର ମାମଲାକୁ ନେଇ…

ବବୁଲୁ ହତ୍ୟାକାଣ୍ଡ ପରି ଲୁଚିଯିବ ନି ତ ଗଜାନନ ହତ୍ୟାକାଣ୍ଡ ?ପୁଲିସର କାର୍ୟ୍ୟଦକ୍ଷତାକୁ ନେଇ ଉଠୁଛି ପ୍ରଶ୍ନବାଚୀ : ପୁଲିସ ଉପରୁ ଆସ୍ଥା ହରାଉଛନ୍ତି ଜନସାଧାରଣ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ବଢୁଛି ଯୁବକ ଯୁବତୀଙ୍କ ନିଖୋଜ ସଂଖ୍ୟା । ଗତ
Read More...

ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ୬ ଘଣ୍ଟା ଧରି ରାସ୍ତା ଅବରୋଧ : ଚାଷୀ ନେତା ଗିରଫ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ଅତାବିରା ମାର୍କେଟ ୟାର୍ଡ ନିକଟରେ ଆଜି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ କୃଷକଙ୍କ ୪ ଦାବୀରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନ ବାହାନ ଅଟକି ରହିଥିଲା । ସନ୍ଧ୍ୟା
Read More...

ପଦ୍ମପୁର ଉପ ଜିଲ୍ଲାପାଳଙ୍କ ବିଭିନ୍ନ ବୁଥ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଚାଲୁ ରହିଅଛି । ଏହି ଅବସରରେ ଆଜି ସ୍ବତନ୍ତ୍ର ପ୍ରଚାର ଦିବସରେ ଇଆରଓ ତଥା ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଦ, ପାଇକମାଲ, ରାଜ
Read More...