ଜୋ ବାଇଡେନ ଅବସରପ୍ରାପ୍ତ ଜେନେରାଲ ଲାଅଡ ଆଷ୍ଟିନଙ୍କୁ ଆମେରିକାର ପ୍ରଥମ ଅଶ୍ୱେତ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମନୋନୀତ…
ୱାଶିଂଟନ୍ : ଯୁକ୍ତରାଷ୍ଟ୍ରର ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଡେନ ଆର୍ମିର ଅବସରପ୍ରାପ୍ତ ଜେନେରାଲ ଲାଅଡ ଆଷ୍ଟିନଙ୍କୁ ଦେଶର ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି । ଆମେରିକାର ଗଣମାଧ୍ୟମ ରିପୋର୍ଟରେ ଏହା ଦାବୀ କରାଯାଇଛି । ଯଦି ଲାଅଡ ଆଷ୍ଟିନଙ୍କୁ ନିଯୁକ୍ତି ଘୋଷଣା!-->…
Read More...
Read More...