Monthly Archives

December 2020

ବାଇକ ଧକାରେ ଯୁବକ ଆହତ

କଳାହାଣ୍ଡି, (ପି.କେ.ସାହୁ) : ମ. ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ସୋମବାର ସନ୍ଧ୍ୟା ୮ ଘଣ୍ଟା ସମୟରେ ବାଇକ ଧକାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ମଦନପୁରର ଧନେଶ୍ୱର ଭୋଇ (୧୯) । ସେ ସନ୍ଧ୍ୟାରେ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଏକ ବଜାଜ୍ ଏକ୍ସ ସିଡ଼ି ଗାଡି ନମ୍ବର
Read More...

ଚଳିତ ବର୍ଷ ଜନ୍ମଦିନ ପାଳିବେନି ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡିସେମ୍ବର ୯ ତାରିଖରେ ନିଜର ଜନ୍ମଦିନ ପାଳିବେ ନାହିଁ। କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ କରୋନା ଭୂତାଣୁର ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନ ବିରୋଧରେ ଦିଲ୍ଲୀର
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ‘ଭାରତ ବନ୍ଦ’ର ପ୍ରଭାବ : ବନ୍ଦ ରହିଛି ଦୋକାନ ବଜ଼ାର, ବ୍ୟାଙ୍କ ଓ ବ୍ୟବସାୟିକ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୋଦୀ ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ପାଳିତ ହୋଇଛି । କେନ୍ଦ୍ର ସରକାର ଦ୍ବାରା ପାରିତ କୃଷି ଆଇନକୁ ପ୍ରତ୍ୟାହାର ଦାବୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ଓ
Read More...

ଆଜି ୬ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି କରୋନା ୬ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତକମାନେ ପୁରୀରୁ ୨ ଜଣ ହୋଇଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ଖେର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ହୋଇଥିବା
Read More...

ଆଜି ରାଜ୍ୟରେ ୩୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୪୯ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଭାରତ ବନ୍ଦର ମିଶ୍ରିତ ପ୍ରଭାବ : ଦିଲ୍ଲୀ-ମହାରାଷ୍ଟ୍ରରେ ବଡ଼ ବଜାର ଖୋଲା

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ସାରା ଦେଶରେ କୃଷକ ସଂଗଠନ ଆଜି ଭାରତ ବ‌ନ୍ଦ ଆହ୍ୱାନ କରିଛନ୍ତି । ଗତ କିଛି ଦିନ ହେବ ନିକଟରେ ପାରିତ ହୋଇଥିବା ତିନୋଟି ନିୟମକୁ ବିରୋଧ କରି କୃଷକମାନେ ବିରୋଧ କରୁଛନ୍ତି । ଏହି ସମୟରେ କୃଷକ ଏବଂ ସରକାରଙ୍କ ମଧ୍ୟରେ ପାଞ୍ଚ ରାଉଣ୍ଡ ବୈଠକ ଅନୁଷ୍ଠିତ
Read More...

ବନ୍ଦର ପ୍ରଭାବରେ ରେଳରୋକ : ପିକେଟିଂ କରି ଆନ୍ଦୋଳନକାରୀ କରୁଛନ୍ତି ଦୋକାନ ବଜାର ବନ୍ଦ, ଅଖଚକ ବି ବ‌ନ୍ଦ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବନ୍ଦର ପ୍ରଭାବରେ ରେଳରୋକ ଚାଲିଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଅଖିଳ ଭାରତୀୟ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସଂଗଠନର କର୍ମୀମାନେ ରେଳ ଧାରଣା ଉପରେ ରହି ବିରୋଧ ପ୍ରଦର୍ଶନ କରିବାରୁ କିଛି ସମୟ ପାଇଁ ରେଳ ଚଳାଚଳ ବନ୍ଦ ରହିଥିବା
Read More...

‘ଭାରତ ବନ୍ଦ’ ଅବସରରେ ପଥରଚେପାରେ ରାସ୍ତାରୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ‘ଭାରତ ବନ୍ଦ’ ଅବସରରେ ସ୍ଥାନୀୟ ପଥରଚେପାରେ ଜିଲ୍ଲାର ବିଶିଷ୍ଟ ଚାଷୀନେତା ଡା.ସୁଧୀର ପରିଚ୍ଛାଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିବା ବେଳେ ରାସ୍ତାର ଏପଟେ ଓ ସେପଟେ ଶହ ଶହ ମୋଟରସାଇକେଲ ତଥା ଚାରିଚକିଆ ଯାନ,
Read More...

ବଲାଙ୍ଗିର ସହରରେ ‘ଭାରତ ବନ୍ଦ’ର ପ୍ରଭାବ : ଦୋକାନ ବଜାର ବନ୍ଦ, ଚାରିଚକିଆ ଯାନବାହାନ ଯାତାୟାତ ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ‘ଭାରତ ବନ୍ଦ’ର ବିଶେଷ ପ୍ରଭାବ ଦେଖାଯାଇଛି । ସହରର ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଛି । ଚାରିଚକିଆ ଯାନବାହାନ ଯାତାୟାତ ଠପ୍‌ ହୋଇଯାଇଛି । କେବଳ ମୋଟର ସାଇକେଲରେ ଲୋକେ ଏପଟ ସେପଟ ହେଉଥିବା
Read More...

ଏସ୍‌ଟିଏଫ୍‌କୁ ମିଳିଲା ବଡ଼ ସଫଳତା : ଗଞ୍ଜେଇ ଧରିବାକୁ ଯାଇ ଜବତ କଲେ ଦେଢ଼ କୋଟିର ରତ୍ନପଥର

ରାୟଗଡ଼ା : ଏସ୍‌ଟିଏଫ୍‌କୁ ମିଳିଛି ବଡ଼ ସଫଳତା । ଗଞ୍ଜେଇ କାରବାରର ତଦନ୍ତ ପାଇଁ ଯାଇଥିବା ବେଳେ ମିଳିଲା ୨୦ ପ୍ରକାରର ୧୫୧ କେଜି ରତ୍ନ ପଥର । ଏହାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ରାୟଗଡ଼ା ସହରର ଭିଆଇପି ରୋଡ୍‌ରେ ଥିବା ଜଗନ୍ନାଥ
Read More...