Monthly Archives

December 2020

ଆଜି ୪ ଜଣଙ୍କ କରୋନାରେ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ ୪ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନାରେ କୁହାଯାଇଛି । ତେବେ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଏବଂ ମାଲକାନଗିରି ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।
Read More...

ଆଜି ରାଜ୍ୟରେ ୩୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୩୫ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ସ୍ବଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ ଲାଠୋର ଗ୍ରାମର ବନ୍ଧପଡା ଏବଂ କାଦୋପଡାବାସୀ

ଖପ୍ରାଖୋଲ, (କ୍ରି‌ଷ୍ଣା ସେଠୀ) : ସରକାର ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସୁଧା ଯୋଜନା କାର୍ୟ୍ୟକାରୀ କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଲୋକଙ୍କ ପାଖରେ ଠିକ୍ ଭାବେ ତାହା ପହଞ୍ଚି ପାରୁନାହିଁ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି
Read More...

ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨୦ରେ ସ୍ୱଚ୍ଛ ସଚେତନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ପୌରାଂଚଳ ୱାର୍ଡ ନଂ.୨୦ରେ ସ୍ୱଚ୍ଛ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପ ନିବନ୍ଧକ ପଦ୍ମନାଭ ପୁରୋହିତଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୌର ପରିଷଦ ୱାର୍ଡ ଅଫିସର ଭୀଷ୍ମ
Read More...

ଆକାଶଙ୍କୁ ଜେରା : ମିଳିନି ଖାସ୍ ତଥ୍ୟ

ଭୁବନେଶ୍ୱର : ଟାଟା ମୋଟର୍ସରେ ଚାକିରୀ ଦେବାକୁ କହି ସାରା ଦେଶରୁ କୋଟି କୋଟି ଟଙ୍କା ଠକିଥିବା ଆକାଶ ପାଠକଙ୍କୁ ଶୁକ୍ରବାର ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମ୍‌ବ୍ରାଞ୍ଚ । ପ୍ରଥମ ଦିନ ଜେରା ସମୟରେ ତାଙ୍କଠାରୁ ସେମିତି କିଛି ଖାସ୍‌ ତଥ୍ୟ ପାଇ ନାହିଁ କ୍ରାଇମ୍‌ବ୍ରାଞ୍ଚ । ଆସନ୍ତାକାଲି
Read More...

ସ୍ଥାୟୀ ନିଯୁକ୍ତି ଦାବୀରେ ବୁର୍ଲା ମେଡ଼ିକାଲର ଏଏନ୍‌ଏମ୍ କର୍ମୀଙ୍କ ଧାରଣା

ସମ୍ବଲପୁର : ସ୍ଥାୟୀ ନିଯୁକ୍ତି ଦାବୀରେ ସମ୍ବଲପୁର ବୁର୍ଲାରେ କୋଭିଡ଼ ଯୋଦ୍ଧାଙ୍କ ଆନ୍ଦୋଳନ ଚାଲିଥିବା ସୂଚନା ମିଳିଛି । ଧାରଣାରେ ବସିଛନ୍ତି ବୁର୍ଲା ମେଡ଼ିକାଲର ୫୦ରୁ ଅଧିକ ଏଏନ୍‌ଏମ୍ କର୍ମୀ । ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଡ୍ୟୁଟି କରିଥିବା ଏଏନ୍‌ଏମ୍‌ କର୍ମୀମାନେ ନୂଆ ନିଯୁକ୍ତି
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଅ‌ାସି ଚାଷୀ ଦମ୍ପତିଙ୍କ ମୃତ୍ୟୁ

ଗଞ୍ଜାମ : ବିଦ୍ୟୁତ ତାର ସଂସ୍ପର୍ଶରେ ଅ‌ାସି ଚାଷୀ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅଞ୍ଚଳରେ ୧୧ କେଭି ବିଦ୍ୟୁତ ଖୁଣ୍ଟରୁ ଛିଂଡିଥିବା ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ପୁରୁଣା
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ : ଆନୁମାନିକ ମୂଲ୍ୟ ହେବ ୭୦ ଲକ୍ଷ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । କୋରାପୁଟ ଜିଲାରେ ଚୋରା ଚାଲାଣ ସମୟରେ ୭୧୭ କେଜି ୬ଶହ ଗ୍ରାମ ଗଞ୍ଜେଇ ସହ ୩ଟି ଗାଡ଼ି ଜବତ ହୋଇଥିବା ଶନିବାର ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ପ୍ରାୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସୂଚନା
Read More...

ମାର୍କେଟ ଯବା ଆଗରୁ ଜାଣି ନିଅନ୍ତୁ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ଆସନ୍ତୁ ସେ ସଂପର୍କରେ ଜାଣିବା । ଟମାଟର୍‌ - ୩୦ ଟଙ୍କା, ଭେଣ୍ଡି - ୪୦ ଟଙ୍କା, ବିମ୍‌ - ୫୦ ଟଙ୍କା, କଂଚା ମଟର - ୬୦ ଟଙ୍କା, ଝୁଲଣ (ଝୁନ୍‌ଗା) - ୫୦ ଟଙ୍କା, ସିମ୍ବ
Read More...

ଆଜି କୃଷକ ଆନ୍ଦୋଳନର ୧୭ତମ ଦିନ : ଏହି ରାଜପଥଗୁଡିକ ଆଜି ଅବରୋଧ ହେବ

ନୂଆଦିଲ୍ଲୀ : ନୂତନ କୃଷି ଆଇନ ରଦ୍ଦ କରିବାକୁ ଦାବୀ କରୁଥିବା କୃଷକ ଆନ୍ଦୋଳନର ଆଜି ୧୭ତମ ଦିନ । ଆଜି ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାକୁ ଜାମ କରିବାକୁ କୃଷକମାନେ ନିଷ୍ପତ୍ତି ନେଇଛନ୍ତି । ଷଷ୍ଠ ରାଉଣ୍ଡ ଆଲୋଚନା ଅସ୍ପଷ୍ଟ ହେବା ପରେ କୃଷକମାନେ କହିଥିଲେ ଯେ, ଡିସେମ୍ବର ୧୨ ଏବଂ ୧୪ରେ
Read More...