Monthly Archives

December 2020

ପ୍ରେମିକାର ଏହି କଥା ଶୁଣିବା ପରେ ଦୂରେଇଗଲା ପ୍ରେମିକ

ଚେନ୍ନାଇ : ପ୍ରେମିକାର ଏହି କଥା ଶୁଣିବା ପରେ ଦୂରେଇ ଗଲା ପ୍ରେମିକ । ଯଦିବି ଅନ୍ୟମାନଙ୍କ ପାଇଁ ସାଧାରଣ ହୋଇପାରେ ଏହି ବିଷୟ, କିନ୍ତୁ ସେହି ପ୍ରେମିକକୁ ଜମା ପସନ୍ଦ ଲାଗି ନଥିଲା । ଧୀରେ ଧୀରେ ଦୂରେଇ ଯାଇଥିଲା ପ୍ରେମିକାଠାରୁ । ଚେନ୍ନାଇର ଏକ ଘଟଣା । କଲେଜ ଦିନଠାରୁ ପ୍ରେମରେ ଆବଦ୍ଧ
Read More...

ସାମ୍ବାଦିକମାନଙ୍କ ପାଇଁ ସରକାରୀ ସହାୟତା ଦାବୀ କଲା ଭିଲେଜର୍ସ ଇଣ୍ଡିଆ ପାର୍ଟି

ବଲାଙ୍ଗିର, (କେପିଏନ୍‌ଏସ୍‌): ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ବଲାଙ୍ଗିର ସହ ଓଡିଶାର ସମସ୍ତ ସାମ୍ବାଦିକ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରେ ଦାବୀ କରାଯାଇଛି । ଗତ ଦୀର୍ଘ ମାସ କରୋନା ମହାମାରୀ ସମୟରେ ସାମ୍ବାଦିକମାନେ ନିର୍ଭୟରେ
Read More...

ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ରରେ ମୋ ସ୍କୁଲ ଅଭିଯାନର କର୍ମଶାଳା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ର ପରିସରରେ ମୋ ସ୍କୁଲ ଅଭିଯାନ କର୍ମଶାଳା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ପାତ୍ର, ମୁଖ୍ୟ ଅତିଥି ଭାବେ ଭୋଗରାଇ ବ୍ଲକ ଗୋଷ୍ଠୀ ଶିକ୍ଷା
Read More...

ସହମତି ଭିତ୍ତିରେ ହେଲା ଲୋଇସିଂହା ଓକିଲ ସଂଘ ନିର୍ବାଚନ

ଲୋଇସିଂହା, (କେପିଏନ୍‌ଏସ୍‌) : କରୋନା କଟକଣା ଯୋଗୁଁ ଅଟକି ରହିଥିବା ଲୋଇସିଂହା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ରାଜକିଶୋର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ସହମତି ଭିତ୍ତିରେ ସମସ୍ତ କର୍ମକର୍ତ୍ତା ମନୋନୀତ ହୋଇଥିଲେ । ୨୦୨୦-୨୧
Read More...

ଛତାମଖନା ଠାରେ ୧୫୪ କୋଟି ଟଙ୍କାର ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ବାଟ ଖୋଳିଲା : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚିର ମରୁଡି ପ୍ରପୀଡିତ ବଲାଙ୍ଗିର ଜିଲ୍ଲାରେ ନିଶ୍ଚିତ ଜଳସେଚନ ମାତ୍ର ୩% । ଏଠାରେ ଚାଷୀ ପ୍ରାୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରେ । ବର୍ଷା ଜଳ ତଥା ଭୂତଳ ଜଳ ସଂରକ୍ଷଣ ହେଇପାରିଲେ ଚାଷୀ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ନିଶ୍ଚୟ ଲାଭବାନ ହେବ । ତେଣୁ ଅନେକ
Read More...

ବସୁଧା ପାନୀୟ ଜଳ ଯୋଗାଣ ଅବ୍ୟବ‌ସ୍ଥା : ଫାଟି ଯାଇଛି ଟାଙ୍କି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ବାଦିକଟା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସାପଲହର ଗ୍ରାମ ବାସିନ୍ଦାଙ୍କ ଉତ୍କଟ ପାନୀୟ ଜଳ ସମସ୍ୟା ଯୋଗୁଁ ପ୍ରାୟ ଦୁଇ ବର୍ଷ ହେଲା ପଂଚାୟତ ରାଜ ବିଭାଗ, ବରଗଡ଼ ଏକ ପାଣି ଟାଙ୍କି ନିର୍ମାଣ କରିଥିଲେ । କିନ୍ତୁ ପାଣି ଟାଙ୍କି ନିର୍ମିତ ହେବା
Read More...

ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ : ସଭାପତି ହେଲେ ପ୍ରବୀଣ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ତେବେ ଆଜି ଏହି ନିର୍ବାଚନରେ ମୋଟ୍ ୨୮୯ ଜଣ ସଭ୍ୟ ଭୋଟ ଦେଇଥିବା ବେଳେ ଏଥିରେ ସଭାପତି ଭାବେ ପ୍ରବୀଣ କୁମାର ମିଶ୍ର ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ
Read More...

୨୪ ଡିସେମ୍ବରରୁ ଛିନ୍ଦେଇକେଲା କପ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଇଜିଙ୍ଗ ଷ୍ଟ୍ରାର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୬ତମ ଛିନ୍ଦେଇକେଲା କପ ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ୟ୍ୟନ୍ତ ଖେଳାଯିବ । ରାଇଜିଙ୍ଗ ଷ୍ଟ୍ରାର କ୍ରିକେଟ କ୍ଲବ ସଭାପତି ଆନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ୧୧ ଆକ୍ରାନ୍ତ ଚିହ୍ନଟ : ପାଟଣାଗଡ଼ ଏନ୍‌ଏସିରୁ ୬ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୭ରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୫ରୁ ୨ ଜଣ ଓ ୩ରୁ ଜଣେ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୩ରୁ ଜଣେ,
Read More...

ବଏଠା ତଲର୍‌ ଅନ୍ଧାର୍‌

ଶରଦିନ୍ଦୁ ଭୂଷଣ ହୋତା ନାଗରିକ ଜୀବନର ଚାର୍‌ହିକୁତି ଇହାଦେ କେତେନି କେତେ ବଏଠା ଜଲୁଛେ । ବଏଠା ମାନ୍‌କର ଉଁକିଆ ଥି ଦିନ୍‌ ଛୁଟିଗଲା ମେତାନ୍‌ ଲାଗୁଛେ । ଗଣତନ୍ତ୍ରର ବଏଠା ଜଲୁଛେ । ସାମାଜିକ ନ୍ୟାୟର ବଏଠା ଜଲୁଛେ । ଧର୍ମନିରପେକ୍ଷତାର ବଏଠା ଜଲୁଛେ । ନାରୀ ସଶକ୍ତିକରଣର ବଏଠା ଜଲୁଛେ ।
Read More...