Monthly Archives

December 2020

କରୋନା ଟୀକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ

ନ୍ୟୁୟର୍କ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କରୋନା ଟୀକା ନେଇଛ‌ନ୍ତି। ୭୮ ବର୍ଷୀୟ ବାଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବା ବେଳେ ତାଙ୍କୁ କରୋନା ଟୀକାର ଦିଆଯାଇଥିା ସୂଚନାରେ କୁହାଯାଇଛି। ଏକ ଲାଇଭ୍ ଟେଲିଭିଜନରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଟୀକାକରଣ
Read More...

ଭାରତ-ଜାପାନ ସମ୍ବାଦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ, (ପିଆଇବି) : ପ୍ରିୟ ବନ୍ଧୁଗଣ, ଷଷ୍ଠ ଭାରତ-ଜାପାନ ସମ୍ବାଦ ସମ୍ମିଳନୀକୁ ସମ୍ବୋଧନ କରିବା ପରିପ୍ରେକ୍ଷୀରେ ମୁଁ ବହୁତ ଖୁସି । ପାଞ୍ଚ ବର୍ଷ ପୂର୍ବେ, ଆମେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହ ମିଶି ଏହି ସିରିଜ ସମ୍ମିଳନୀ ଆରମ୍ଭ କରିଥିଲୁ । ତା’ ପରଠାରୁ ସମ୍ବାଦ
Read More...

ପିପିଏଲ ଡ଼ିଏଭି ସ୍କୁଲର ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଉଦଘାଟିତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପିପିଏଲ ଡ଼ିଏଭି ସ୍କୁଲ ପରିସରରେ ଫିଟ୍‌ ଇଣ୍ଡିଆ ସ୍କୁଲ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସୂଚନା, ପ୍ରଯୁକ୍ତି ବିଜ୍ଞାନ, କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ତୁଶାରକାନ୍ତି ବେହେରା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ
Read More...

ଭାରତ-ଭିଏତନାମ ନେତାଙ୍କ ଭର୍ଚୁଆଲ୍ ସମ୍ମିଳନୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଏତନାମ ସମାଜବାଦୀ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଗୁଏନ ଜୁଆନ ଫୁକଙ୍କ ସହିତ ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।ଦୁଇ ପ୍ରଧାନମନ୍ତ୍ରୀ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ପଦକ୍ଷେପଗୁଡ଼ିକର
Read More...

ଏଚ୍‌ପି ଗ୍ୟାସ୍‌ ଗୋଦାମ୍‌ର କର୍ମଚାରୀ ଠାରୁ ଲୁଟି ନେଲେ ଲୁଟେରା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଥାନା ସ୍ଥିତ ବାନ୍ଦୁପଲା ଠାରେ ଥିବା ବେହେରା ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସ (ଏଚପି ଗ୍ୟାସ) ଗୋଦାମର କାର୍ୟ୍ୟରତ କର୍ମଚାରୀ ପାଖରୁ ପ୍ରାୟ ୧,୬୯,୦୦୦ ଟଙ୍କା ଲୁଟି ନେଇଥିବା ବେଳେ ଧରା ପଡ଼ିଛି ଗୋଟିଏ ଲୁଟେରା । ରାତି ପ୍ରାୟ ୯ ଟା ସମୟ ବେଳକୁ
Read More...

ଲକ୍ଷ ଲକ୍ଷ ଓଡ଼ିଆଙ୍କ ହୃଦୟ ଜିଣିଥିଲେ ଖୋକାଭାଇ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୃତ୍ୟୁ ପରେ ଜୀବନ ଶେଷ ହୋଇଯାଏ । ହେଲେ ଯେଉଁମାନଙ୍କର ମୃତ୍ୟୁ ପରେ ଜୀବନ ଆରମ୍ଭ ହୋଇଥାଏ, ସେମାନେ ହିଁ ମହାପୁରୁଷ ହୋଇ ରହିଯାଆନ୍ତି । ଅକ୍ଷୟ ମହାନ୍ତି ସେଇଭଳି ଜଣେ ବ୍ୟକ୍ତିତ୍ୱ । ତାଙ୍କ ସୃଷ୍ଟି କୀର୍ତ୍ତି କାଳଜୟୀ । ସାହିତ୍ୟ, ସାମ୍ବାଦିକତା, ସଂଗୀତ
Read More...

ଭିଜିଲାନ୍ସ ହାତରେ ଲାଗିଲା ସ୍ପେଶାଲ୍‌ ପ୍ଲାନିଂ ଅଫିସ୍‌ର ଟ୍ରେସର୍‌ ଜୀବଦିଶ ପାତ୍ରଙ୍କ ୧ କୋଟି ୨୨ ଲକ୍ଷ ୩୧ ହଜାର ୨୯୦…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଟ୍ରେସର୍‌ ଜୀବଦିଶ ପାତ୍ର ଭିଜିଲାନ୍ସ ଜାଲରେ ପଡ଼ିଥିବା ବେଳେ ଶ୍ରୀ ପାତ୍ରଙ୍କ ଠାରୁ ୧ କୋଟି ୨୨ ଲକ୍ଷ ୩୧ ହଜାର ୨୯୦ ଟଙ୍କାର ସପତ୍ତି ଠାବ
Read More...

ନୃସିଂହନାଥ ଅଟୋ କେୟାର ପରିସରରେ ଲଟେରୀ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଅଟୋ କେୟାର ପରିସରରେ ରବିବାର ସଂଧ୍ୟାରେ ଏକ ଲଟେରି ଉଠାଣ ହୋଇଥିଲା । ଗ୍ରାହକ ମାନଙ୍କ ପାଇ ଏକ ସୁଯୋଗ ପାଇଁ ପେଟ୍ରୋଲ ୨୦୦ଟଙ୍କା କିଣିଲେ ଓ ଡିଜେଲ ୫୦୦ଟଙ୍କା କିଣିଲେ ଏକ ଲଟେରି କୁପନ୍ ଦିଆଯାଇଥିଲା । ଗତ ୨୧/୧୦/୨୦ରୁ ଏହି
Read More...

ଉଦଯାପିତ ହେଲା ପଞ୍ଚଦଶ ସମଲେଶ୍ବରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଖଇରଭାଡିକୁ ହରାଇ କଣ୍ଟାମାଳ ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : ବୋୖଦ୍ଧ ଜିଲ୍ଲା ଘଣ୍ଟାପଡା ସମଲେଶ୍ବରୀ ହାଇସ୍କୁଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚଦଶ ସମଲେଶ୍ବରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଖଇରଭାଡିକୁ ୨-୦ ଗୋଲରେ ହରାଇ କଣ୍ଟାମାଳ ଦଳ ଚାମ୍ପିଅନ ହୋଇଥିଲା । ଏଇ ଅବସରରେ ଆୟୋଜିତ ପୁରସ୍କାର
Read More...

ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ନଷ୍ଟ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଆଜି ବୌଦ୍ଧବ୍ଲକ ଦପଲା ପଞ୍ଚାୟତର ସିମେଲକଟା ଗ୍ରାମରେ ଚଢଉ କରାଯାଇଥିଲା । ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଉକ୍ତ
Read More...