Monthly Archives

December 2020

ନୃସଂଶ କାଣ୍ଡ ଭିଆଇଁଲେ ମାଓବାଦୀ : ଘରୁ ଡାକି ନେଇ ଗାଁମୁଣ୍ଡରେ କଲେ ହତ୍ୟା

ମାଲକାନଗିରି : ଆଜି ପୁଣି ମାଓବାଦୀମାନେ ଭିଆଇଛନ୍ତି ନୃସଂଶ କାଣ୍ଡ । ସୂଚନା ଅନୁସାରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଜଣକୁ ପୁଲିସ ଇନଫର୍ମର କହି ହାତ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରି ଦେଇଥିବା ଖବର ମିଳିଛି। ମୃତକ ଜଣକ ହେଉଛନ୍ତି
Read More...

କୁରୁଲ ରାମଜୀ ଉଚ୍ଚ ବିଦ୍ୟାଳୟ : ପ୍ରାକୃତିକ ଶୋଭାରେ ଉଦାହରଣ ସାଜିଛି

ପୁଇଁ‌ନ୍ତଲା, (କେପିଏନ୍‌ଏସ୍‌) : ପୁଇଁ‌ନ୍ତଲା ‌ବ୍ଲକ କୁରୁଲ ରାମଜୀ ଉଚ୍ଚ ବିଦ୍ୟାଳୟ ସବୁବେଳେ ପ୍ରାକୃତିକ ଶୋଭାରେ ଉଦାହରଣ ହୋଇ ନିଜକୁ ପ୍ରତି‌ଷ୍ଠିତ କରିପାରିଛି ଜିଲ୍ଲାରେ । ଔଷଧୀୟ ଗଛ ବୃକ୍ଷ ତଥା ମଲ୍ଲୀ, ମାଳତୀ, ଟଗର ଆଦି ଫୁଲର ସମ୍ଭାରରେ ସବୁବେଳେ ସୁଗ‌ନ୍ଧିତ ଉଚ୍ଚ ବିଦ୍ୟାଳୟର
Read More...

ଆଜି ମାର୍କେଟ୍‌ରେ ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୩୫ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୬୦ ଟଙ୍କା, ଲୋକାଲ କଂଚା ମଟର - ୪୦ ଟଙ୍କା, ଝୁଲଣ (ଝୁନ୍‌ଗା) - ୪୦
Read More...

ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ : ଆଜି ଉଦଘାଟନୀ ମ୍ୟାଚରେ ପଦ୍ମପୁର ରାଜବୋଡ଼ାସମ୍ବର ସ୍ଫୋଟିଂ ଓ ବଲାଙ୍ଗିର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପାଇକମାଲ ବ୍ଳକ ଛିନ୍ଦେଇକେଲା ଗ୍ରାମର ଲୋକସଂଖ୍ୟା ପାଖାପାଖି ୨୦୦୦ । ଏହା ଜାମସେଠ ବସଷ୍ଟାଣ୍ଡରୁ ପାଖାପାଖି ୫ କିମି ଦୂରରେ ଅବସ୍ଥିତ । ଛିନ୍ଦେଇକେଲାକୁ କିଏ ନ ଜାଣେ, ଛୋଟ ଛୋଟ ଗାଁ, ଜିଲ୍ଳା, ରାଜ୍ୟର କ୍ରୀଡ଼ାପ୍ରେମୀ ସଭିଏଁ ଜାଣ‌ନ୍ତି
Read More...

ଜାତୀୟ କଳା ଉତ୍ସବ ପାଇଁ ଲୋଇସିଂହା ଛାତ୍ର ମନୋନୀତ

ଲୋଇସିଂହା, (କେପିଏନଏସ) : ବଲାଂଗୀର ଜିଲ୍ଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର ଛାତ୍ର ଅର୍ପଣ ବୈଭବ ବାରିକ ରାଜ୍ୟସ୍ତରୀୟ କଳା ଉତ୍ସବରେ ଲୋକନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଜାତୀୟ କଳା ଉତ୍ସବ ପାଇଁ ମନୋନୀତ ହୋଇଛନ୍ତି । ସେ ସ୍ଥାନୀୟ ଟେଭାଡୁଙ୍ଗୁରି ନିବାସୀ ଆଇନଜୀବୀ
Read More...

ଭାରତୀୟ କିଷାନ ସଂଘ ଆନୁକୂଲ୍ୟରେ ଅତିରିକ୍ତ ତହସିଲଦାର ଓ ୟୁଜିବି ମ୍ୟାନେଜରଙ୍କୁ ଦାବୀପତ୍ର ପ୍ରଦାନ କଲେ କୃଷକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତୀୟ କିଷାନ ସଂଘ, ସଇଁନ୍ତଲା ବ୍ଲକ ଶାଖା ଆନୁକୂଲ୍ୟରେ ଚାଷୀମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବୀପତ୍ରକୁ ଟିକ୍ରାପଡା ଠାରେ ଅତିରିକ୍ତ ତହସିଲଦାର ଲଳିତ ବାଗଙ୍କୁ ଭେଟି ପ୍ରଦାନ କରିଥିଲେ । ଟିକ୍ରାପଡା ପଞ୍ଚାୟତକୁ ୨୦୧୯ ମସିହା ମରୁଡି
Read More...

ନିମନ୍ତ୍ରିତ ଓଡିଶା ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ପାରାଦ୍ୱୀପ ବନ୍ଦର ପକ୍ଷରୁ ଆତିଥ୍ୟ ପ୍ରଦାନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ ନୌସେନା ପକ୍ଷରୁ ଓଡିଶା ବିଧାୟକ ଓ ମନ୍ତ୍ରୀମାନଙ୍କୁ ଗୋଟିଏ ଦିନ ସମୁଦ୍ରରେ କାର୍ଯ୍ୟକ୍ରମକୁ ଡିସେମ୍ବର ୨୨ ତାରିଖ ମଙ୍ଗଳବାର ଦିନ ନିମନ୍ତ୍ରିତ କରାଯାଇଥିଲା । ଏଥିରେ ମନ୍ତ୍ରୀ ଓ ବିଧାୟକମାନେ ଭାରତୀୟ ନୌସେନାର ଯୁଦ୍ଧ କୌଶଳ ଦେଖିଥିଲେ ।
Read More...

ପାରାଦୀପ ବନ୍ଦର ଅଧ୍ୟକ୍ଷ ଭାବେ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ଅଧ୍ୟକ୍ଷଙ୍କୁ ଅତିରିକ୍ତ ଦାୟିତ୍ୱ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କର ବଦଳି ହେବା ପରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର(କେଲକାତା)ର ଅଧ୍ୟକ୍ଷ ବିନୀତ୍‌ କୁମାରଙ୍କୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ୧୯୯୩ ବ୍ୟାଚର ଆଇଆର୍‌ଇଇ ଅଧିକାରୀ
Read More...

ଲଉଡିଦରହା ସରପଞ୍ଚଙ୍କ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତର ଗୌଡ଼ମାଲ, ନିଲଜିପତ୍ରା, ଡୁଙ୍ଗରିପାଲି, କୁର୍ମା, ସିକାରିପାଲି ଗ୍ରାମ ମାନଙ୍କରେ ଉନ୍ନୟନ ମୂଳକ କାର୍ୟ୍ୟ ତଥା ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା ତରଫରୁ ୨୦ଲକ୍ଷ ଟଙ୍କାର ପଞ୍ଚାୟତ
Read More...

ବଲାଙ୍ଗିର ସିଭିଲକୋର୍ଟ ବରିଷ୍ଠ ଷ୍ଟେନୋ ସଂଯୁକ୍ତା ମିଶ୍ର ଏବଂ ପ୍ରୋସେସ୍‌ ସରବର୍‌ ଶିବ ଭୋଇଙ୍କ ଅବସରକାଳିନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସିଭିଲକୋର୍ଟର ବରିଷ୍ଠ ଷ୍ଟେନୋ ସଂଯୁକ୍ତା ମିଶ୍ର ଏବଂ ପ୍ରୋସେସ୍‌ ସରବର୍‌ ଶିବ ଭୋଇ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ବଚାର ବିଭାଗୀୟ କର୍ମଚାରୀ ସଂଘ ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା
Read More...