Monthly Archives

December 2020

ଜାପାନରେ ବି ପହଞ୍ଚିଛି କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ : ୭୦% ଅଧିକ ସଂକ୍ରାମକ

ଟୋକିଓ : ବ୍ରିଟେନର କରୋନା ଭୂତାଣୁର ନୂତନ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଜାପାନରେ ବି ପହଞ୍ଚିଛି । ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ନିଶ୍ଚିତ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବ୍ରିଟେନରେ ବୃଦ୍ଧି ପାଇଥିବା କରୋନାର ନୂତନ ପ୍ରକାରର ପ୍ରଥମ ରୋଗୀ ଜାପାନରେ ପାଇଛନ୍ତି ।
Read More...

ପ୍ରିୟଙ୍କା ଚୋପ୍ରା ଖ୍ରୀଷ୍ଟମାସ ଦିନ ୫୨ ହଜାରର କୋଟ ପିନ୍ଧି ବାହାରିଲେ

ମୁମ୍ବାଇ : ବଲିଉଡର ଦେଶୀ ଗାର୍ଲ ଏବଂ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଆଜିକାଲି ଲଣ୍ଡନରେ ତାଙ୍କର ନୂଆ ପ୍ରୋଜେକ୍ଟର ସୁଟିଂରେ ବ୍ୟସ୍ତ ଅଛନ୍ତି । ପ୍ରିୟଙ୍କା ଲଣ୍ଡନରେ ଅଛନ୍ତି ଏବଂ ଖ୍ରୀଷ୍ଟମାସ ଦିନ ସ୍ୱାମୀ ନିକ୍‌ ଜୋନାସ୍‌ଙ୍କ ସହ ସମୟ ବିତାଉଛନ୍ତି । ପ୍ରିୟଙ୍କା ଚୋପ୍ରା ତାଙ୍କ
Read More...

ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ୯ ବର୍ଷ ହେଲାଣି ପଡ଼ିରହିଛି : ପାଣି ବୁନ୍ଦେ ମିଳୁନି

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲପାଟି ଗ୍ରାମରେ ପ୍ରାୟ ୨୫୦୦ ଶହ ଜନସାଧାରଣ ଜୀବନ ଜାପନ କରୁଛନ୍ତି । ପିଇବାକୁ ପାଣି ମୁନ୍ଦେ ମିଳୁନି । ଆଜି କି ୯ ବର୍ଷ ହେବ, ନଳ ପାଇପ୍ ବିଛା ଯାଇଛି । ହେଲେ ପାଣି ଯୋଗାଣ କରାଯାଉ ନାହିଁ । ଏନେଇ ଗାଁ ଲୋକେ ହନ୍ତସନ୍ତ
Read More...

ଏବେ କାଳ ସାଜିଛି ମାଇକ୍ରୋ ଫାଇନାନ୍ସ ଋଣ

ତୁରେକେଲା, (କୈଳାଶ ସଗ୍ରିଆ) : ବର୍ତ୍ତମାନ ତୁରେକେଲା ବ୍ଲକ ଅଂଚଳରେ ବଡ ଦୁଃଖଦ ପରିସ୍ଥିତି ଦେଖିବାକୁ ମିଳିଛି । କାଳ ସାଜିଛି ମାଇକ୍ରୋ ଫାଇନାନ୍ସ ଋଣ । କରୋନା କବଳିତ ସାମାଜିକ ସ୍ଥିତି । ଏତିକି ବେଳେ ମାଇକ୍ରୋ ଫାଇନାନ୍ସ ମାଧ୍ୟମରେ ଲୋକଙ୍କୁ ଦିଆଯାଇଥିବା ଋଣର ଆଦାୟ ଯେଭଳି ଭାବେ
Read More...

କୃଷକଙ୍କ ଆନ୍ଦୋଳନ ୩୧ ଦିନ ହେଲା : ସରକାର‌ଙ୍କ ଚିଠି ଉପରେ କୃଷକମାନ‌ଙ୍କ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦି‌ଲ୍ଲୀ : ନୂତନ କୃଷି ଆଇନ ରଦ୍ଦ କରିବାକୁ ଦାବୀରେ ବସିଥିବା କୃଷକଙ୍କ ଆନ୍ଦୋଳନର ୩୧ ଦିନ ହେଲା । ୨୬ ନଭେମ୍ବରରେ ଠିକ୍ ଏକ ମାସ ପୂର୍ବରୁ କୃଷକମାନେ ସି‌ନ୍ଧୁ ସୀମାରେ ଏକାଠି ହୋଇଥିଲେ । ସେହି ସମୟରେ ନଭେମ୍ବରର ଶୀତ ଆଜି ଡିସେମ୍ବର ୨୬ର ଶୀତଳ ପବନ ପରି ପ୍ରବାହିତ ହେଉ ନଥିଲା । ଗତ ଏକ
Read More...

ଆସନ୍ତୁ ଜାଣିବା, ଆଜି ମାର୍କେଟ୍‌ରେ ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୨୦ ଟଙ୍କା, ଭେଣ୍ଡି - ୪୦ ଟଙ୍କା, ବିମ୍‌ - ୫୦ ଟଙ୍କା, ସିମ୍ବ - ୬୦ ଟଙ୍କା, ଆଳୁ - ୩୨ ଟଙ୍କା, ପିଆଜ - ୪୦ ଟଙ୍କା,
Read More...

ଆଜିଠାରୁ ପୁରୀବାସୀ କରିବେ କାଳିଆ ଦର୍ଶନ

ପୁରୀ : ଆଜିଠାରୁ ପୁରୀ ବାସୀ କାଳିଆ ଦର୍ଶନର ସୁଯୋଗ ପାଇବେ । ଜଗ‌ନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ହୋଇଛି ବ୍ୟାରିକେଡ୍ ବ୍ୟବସ୍ଥା । ସୂଚନା ଅନୁସାରେ ମାର୍କେଟ୍ ଛକରୁ ଶ୍ରୀମନ୍ଦିର ଯାଏଁ ବ୍ୟାରିକେଡ୍ ରହିଛି । ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ।
Read More...

ପ୍ରତିଶୃତି ପୂରଣ କଲେ ଅପରାଜିତା

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ପ୍ରଚାର ବେଳେ ଅଣ୍ଡା ଗ୍ରାମରେ ଦେଇଥିବା ପ୍ରତିଶୃତିକୁ ପୂରଣ କରିଛନ୍ତି । ଅଣ୍ଡା ଗ୍ରାମବାସୀଙ୍କ ଆଗ୍ରହ କ୍ରମେ ଗ୍ରାମରେ ଏକ ହାଇ ମାଷ୍ଟ ଲାଇଟ୍‌ ଲଗାଯାଇଛି, ଯାହା ସୌରଚାଳିତ ଅଟେ । ଏହି କାର୍ୟ୍ୟ
Read More...

ପ୍ରେମ

ରବି କାନୁନ୍‌ଗୋ ପ୍ରେମ କାଳରେ ପ୍ରେମିକ ପ୍ରେମିକା ଦୁହେଁ ଫୋନ୍‌ କି ମୋବାଇଲ୍‌ରେ ଗପ ହୁଅନ୍ତି । ଏଠି ସଙ୍କଟ ହେଲା – କଥା ହେବାକୁ ପ୍ରସଙ୍ଗ ନ ଥାଏ, ଫୋନ୍‌ ଛାଡ଼ିବାକୁ ମନ ହେଉ ନ ଥାଏ । ଆଉ ଗୋଟିଏ ଅବସ୍ଥା ବାହାଘର ପରେ : ପତ୍ନୀ – ପାଖରେ ଥିଲେ କୁଆଡେ଼ ପତିଙ୍କୁ ଯାତନା ଦିଅନ୍ତି ଓ ନ
Read More...

ସାନନ୍ଦ ମିଶ୍ର ହେଲେ ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ଭାବେ ଯୁବନେତା ସାନନ୍ଦ ମିଶ୍ରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନବ ନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି ଯେ,
Read More...