Daily Archives

ଧର୍ମ ପରାୟଣା ନିର୍ମଳା ଜେନାଙ୍କ ପରଲୋକ

ଭୋଗରାଇ, ( ଶିବ ନାରାୟଣ ପାତ୍ର ) : ଭୋଗରାଇ ବ୍ଳକ ଅନ୍ତର୍ଗତ ଆରୁହାବୃତି-୧ ପଞ୍ଚାୟତସ୍ଥ ବାରବାଟିଆ ଗ୍ରାମର ଧର୍ମ ପରାୟଣା ମହିଳା ନିର୍ମଳା ଜେନାଙ୍କ ୭୪ବର୍ଷ ବୟସରେ ଗତ କାଲି ରାତ୍ରୀ ୭ ଟା ୩୦ ମିନିଟ୍ ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ଦିବଂଗତା ନିର୍ମଳା ଜେନା ଜଣେ ଅତ୍ୟନ୍ତ ଦରଦୀ ଓ
Read More...

ଭାରତରେ କରୋନାର ନୂତନ ଷ୍ଟ୍ରେନ୍ ପ୍ରବେଶ କଲା : ବ୍ରିଟେନରୁ ଫେରିଥିବା ୬ ଜଣଙ୍କଠାରେ ଲକ୍ଷଣ ମିଳିଲା

ନୂଆଦିଲ୍ଲୀ : ଭାରତରେ ମୋଟ ୬ ଜଣଙ୍କଠାରେ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି । ମଙ୍ଗଳବାର ଦିନ ଭାରତ ସରକାର ଏହି ସୂଚନା ଦେଇଛନ୍ତି । ୟୁନାଇଟେଡ଼୍‌ କିଙ୍ଗ୍‌ଡ଼ମ୍‌ରୁ ଫେରିଥିବା ୬ ଜଣଙ୍କ ମଧ୍ୟରେ ଏହି ନୂତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ଏଥିମଧ୍ୟରୁ ବାଙ୍ଗାଲୋର, ହାଇଦ୍ରାବାଦ ଏବଂ
Read More...

ଭୁଲ୍‌ ଇଂଜେକସନ୍‌ ଓ ବଟିକା ଯୋଗୁଁ ରୋଗୀ ମୃତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଔଷଧ ଦୋକାନୀର ଭୁଲ୍‌ ଇଂଜେକସନ୍‌ ଓ ବଟିକା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ । ଏଭଳି ଘଟଣା ଘଟିଛି ପାରାଦୀପଗଡ ଅଂଚଳରେ । ପାରାଦୀପଗଡ ବଜାରରେ ଜଳଖିଆ ଦୋକାନ କରିଥିବା ରବିନ୍ଦ୍ର ସାହୁଙ୍କର ଆଜି ସକାଳେ ଛାତି ଓ ହାତରେ ଯନ୍ତ୍ରଣା ହେବାରୁ ସେ ତାଙ୍କର ଜଣେ
Read More...

ଆଜି ମାର୍କେଟ୍‌ରେ ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୨୫ ଟଙ୍କା, ଭେଣ୍ଡି – ୬୦ ଟଙ୍କା, ବିମ୍‌ – ୫୦ ଟଙ୍କା, ସିମ୍ବ – ୮୦ ଟଙ୍କା, ଆଳୁ – ୩୦ ଟଙ୍କା, ପିଆଜ – ୪୦ ଟଙ୍କା,
Read More...