Daily Archives

ମାଲପଡା ସ୍କୁଲ ପୂରାତନ ଛାତ୍ରଛାତ୍ରୀଙ୍କ ସଫେଇ ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ୟୁଜିଏମ୍‌ଇ ସ୍କୁଲର ୧୯୮୫ ବ୍ୟାଚ୍ ପୂରାତନ ଛାତ୍ରଛାତ୍ରୀ ମାନେ ଆଜି ମାଲପଡା ସ୍କୁଲ ସଫେଇ କରିବା ସହ ଏକ ମହତ ଉଦାହରଣ ପ୍ରସ୍ତୁତ କରିଛନ୍ତି । କିଛି ଦିନ ପୂର୍ବରୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଏହି ପୂରାତନ ଛାତ୍ର ମାନେ ସ୍କୁଲ
Read More...

ସ୍ୱର୍ଣ୍ଣପଦକଧାରୀ ମୋନିକାଙ୍କ ପାଇଁ ପାଇକମାଲ ଅଞ୍ଚଳ ଗର୍ବିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲର ମୋନିକା ଅଗ୍ରୱାଲ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ଶତକଡା ୭୭.୫୮ ମାର୍କ ରଖି ସ୍ନାତ୍ତୋକତ୍ତର ରାଜନୀତି ବିଜ୍ଞାନ ବିଭାଗ ସ୍ୱର୍ଣ୍ଣପଦକ ହାସଲ କରିଥିବାରୁ ଆଜି ତାଙ୍କ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ
Read More...

ଆଟଗାଁ ଠାରେ ମାଟି ମାଁ ମେଳା ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରିଲାଏନ୍ସ ଫାଉଣ୍ଡେସନର ସହଯୋଗ ତଥା ଭୀମପହାଡ କୃଷକ ଉତ୍ପାଦକ କମ୍ପାନୀର ମିଳିତ ଉଦ୍ଦ୍ୟମରେ ବଲାଙ୍ଗିର ଜିଲ୍ଲାର କୃଷକ ସମିତି ସମୂହ ଓ ପୁଇଁନ୍ତଳା ବ୍ଲକର ଆଟଗାଁ ଠାରେ ଆଜି ମାଟି ମାଁ ମେଳା ପାଳିତ ହୋଇଯାଇଛି । ଏହି ମେଳାରେ ଆଖପାଖ ୧୨ଖଣ୍ଡ ଗ୍ରାମର ପ୍ରାୟ
Read More...

ସୌଭାଗ୍ୟ ଯୋଜନାରେ ବିଶାଲପାଲିକୁ ହେଲା ବିଦ୍ୟୁତ ସଂଯୋଗ : ଗୋଟେ ମାସ ପରେ ମିଦ୍ଧାପାଲିକୁ ମଧ୍ୟ ହେବ ବିଦ୍ୟୁତ୍…

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଳକ ଲଣ୍ଡାପଥର ପଞ୍ଚାୟତ ଝିକେରମାଲ ଗାଁର ବିଶାଲପାଲି ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିବା ଜଣାପଡ଼ିଛି । ଏହି ଉଦଘାଟନି କାର୍ୟ୍ୟକ୍ରମରେ ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତ୍ତମ
Read More...

କଂଗ୍ରେସ ଦଳର ୧୩୬ ତମ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ଚେତନା ଶ୍ରମିକ ସଙ୍ଗଠନ କାର୍ୟ୍ୟାଳୟ ପରିସରରେ ପାଇକମାଲ ବ୍ଲକ କଂଗ୍ରେସ ଦଳର ୧୩୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ବୈଠକରେ ନୁତନ ଭାବେ ପାଇକମାଲ ବ୍ଲକ ସଭାପତି ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ବିନୋଦ ବିହାରୀ
Read More...

ଟିଟିଲାଗଡରେ ବିଜେପିର ପ୍ରଶିକ୍ଷଣ ଶିବିର

ଟିଟିଲାଗଡ, (ଗୌରବ ଦର୍ଜୀ) : ଭାରତୀୟ ଜନତା ପାର୍ଟି ତରଫରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି । ଆଜି ଟିଟିଲାଗଡର ମହାବୀର ଧର୍ମଶାଳାରେ ଟିଟିଲାଗଡ ବିଜେପି ଦଳ ତରଫରୁ ଏକ ମଣ୍ଡଳ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ଏଥିରେ ପାଟଣା ମହାରାଜ କନକ ବର୍ଦ୍ଧନ ସିଂହଦେଓ
Read More...

ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆର ବଡ଼ଜୋର ଠାରେ ବଣଭୋଜି ଅବସରରେ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଅଞ୍ଚଳର ସାହିତ୍ୟିକ ଓ କଳାକାର ମାନକୁ ନେଇ ଏକ ନୂତନ ଅନୁଷ୍ଠାନ "ସିର୍ଜିନା" ଗଠିତ ହୋଇ ଯାଇଛି । ଏଥିରେ ପୂର୍ବତନ ସରପଞ୍ଚ ଗଣେଶ ବସ୍ତିଆଙ୍କ
Read More...

ଜୁନିୟର୍‌ ରେଡକ୍ରସ ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡେଙ୍ଗ ହାଇସ୍କୁଲର ଜୁନିଅର୍‌ ରେଡକ୍ରସ ଓ ଓଡିଶା ରକ୍ତଦାତା ମହାସଂଘ ତରଫରୁ କୋଭିଡ -୧୯ ଗାଇଡ ଲାଇନକୁ ପାଳନ କରି ଆଜି ବଲାଙ୍ଗିର ରକ୍ତ ଭଣ୍ଡାରରେ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଜୁନିଅର
Read More...

୧୯୮୯ ପି.ପି. ଏକାଡେମୀ ମେଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ବଲାଙ୍ଗିର,(ଦେବାଶିଷ ମିଶ୍ର): ସ୍ଥାନୀୟ ଏକ ଫାର୍ମ ହାଉସରେ ଠାରେ ୧୯୮୯ ପି. ପି. ଏକାଡେମୀ ମେଟ୍ରିକ ବେଚ୍‌ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୪ ଜଣ ପୁରାତନ ଛାତ୍ର ଅଂଶଗ୍ରହଣ କରିଥିଲେ । ପ୍ରଥମେ ପି.ପି. ଏକାଡେମୀର ଦିବଂଗତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୨୨ ଜଣ କରୋନା ଆକ୍ରାନ୍ତ : ବଲାଙ୍ଗିର ପୈାରାଂଚଳରୁ ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୈାରାଂଚଳରେ ୧୦ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ବଲାଙ୍ଗିର ପୈାରାଂଚଳ ୱାର୍ଡ ନଂ.୧ ଓ ୪ରୁ ଦୁଇ ଜଣ ଲେଖାଏଁ, ୱାର୍ଡ ନଂ.୨ରୁ ଚାରି ଜଣ, ୱାର୍ଡ ନଂ.
Read More...