Daily Archives

ସୁଦ୍‌ପଡା ଫାଟକ ଠାରେ ଦୁର୍ଘଟଣା : ୩ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିିିିର, (ଦେବାଶିଷ ମିଶ୍ର) : କିଛି ସମୟ ପୂର୍ବରୁ ସୁଦପଡା ରେଲୱେ ଫାଟକ ଠାରେ ଏକ ଦୁର୍ଘଟଣା ଘଟିଥିବାରୁ ଖବର ମିଳିଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛିି । ସୂଚନାରୁ ପ୍ରକାଶ ଯେ,
Read More...

ପାଟଣାଗଡ ଭାରତୀୟ ଜନତା ପାର୍ଟି ତରଫରୁ ଦାବୀପତ୍ର ପ୍ରଦାନ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଭକ୍ତବନ୍ଧୁ ନାଏକଙ୍‌ଙ୍କ ନେତୃତ୍ବରେ ଶତାଧିକ କର୍ମୀ ରାଲିରେ ଯାଇ ମୁଖ୍ୟମନ୍ତ୍ରୀ‌ଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଓ ନାମ ହଡପ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଓ
Read More...

କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପ୍ରତିବାଦରେ ତଥା ପରୀକୁ ନ୍ୟାୟ ଦାବିରେ ଲୋଇସିଂହା ବିଜେପିର ପଦଯାତ୍ରା ଓ ଦାବିପତ୍ର…

ଲୋଇସିଂହା, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)କୁ ହଡପ ଓ ଚଂଚକତା କରି ନିଜସ୍ୱ ଯୋଜନାରେ ଘର ନିର୍ମାଣ ହେଉଛି । ରାଜ୍ୟ ସରକାର ନିଜ ଷ୍ଟିକର ଦେଇ ଏହି ଯୋଜନାର ବାହାବା ନେଉଥିବା ବେଳେ କେନ୍ଦ୍ର ସରକାର ହିଁ ଏହି ଯୋଜନାର ପ୍ରଣୟନକର୍ତ୍ତା ।
Read More...

ପଞ୍ଚାୟତ ସମିତି ବୈଠକରେ ଏଫ.ଡି.ଆର କାମକୁ ନେଇ ଝଡ଼: ବିଡ଼ିଓଙ୍କ ପ୍ରତିଶୃତି ପରେ ହେଲା ସ୍ବଭାବିକ

ଜେଏମଏଫସି କୋର୍ଟ ଓ ସବ ରେଜେଷ୍ଟ୍ରି ଅଫିସ ସ୍ଥାପନ ଦାବି ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ସାଢ଼େ ୧୧ଟା ସମୟରେ ଦେଓଗାଁ ପଞ୍ଚାୟତ ସମିତି ସଭାକକ୍ଷରେ ସମିତି ବୈଠକ ବ୍ଳକ ଅଧ୍ୟକ୍ଷା ରୀନା ମେହେରଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଉପାଧ୍ୟକ୍ଷ
Read More...

ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣକୁ ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ତରଫରୁ ସ୍ୱାଗତ

ବଲାଙ୍ଗୀର , (କେପିଏନ୍‌ଏସ୍‌) : ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖା ପାଇଁ ସୁବିଧା । ରାଜ୍ୟ କ୍ୟାବିନେଟ ରେ ପାରିତ ହେଲା ପ୍ରସ୍ତାବ ଏହି ପ୍ରସ୍ତାବ କୁ ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ତରଫରୁ ସ୍ବାଗତ କରାଯାଇଛି ଏବଂ ମାନ୍ୟବର
Read More...

ନରସିଂହଙ୍କ ଆଶୁ ଆରୋଗ୍ୟ କାମନାରେ ମାହେଶ୍ୱରୀ ପକ୍ଷରୁ ପ୍ରଦୀପ ପ୍ରଜ୍ୱଳନ

ମୁଁ ଏବେ ଠିକ ଅଛି, ସ୍ୱସ୍ଥ ଅଛି- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆଶୁ ଆରୋଗ୍ୟ ତଥା ଦୀର୍ଘ ଜୀବନ କାମନାକରି ଆଜି ସନ୍ଧ୍ୟାରେ ସ୍ଥାନୀୟ ମାଁ ସମଲେଶ୍ୱରୀ ମନ୍ଦିର ଠାରେ ମାହେଶ୍ୱରୀ ସଂଗଠନ ତରଫରୁ ଏକ ପ୍ରଦୀପ ପ୍ରଜ୍ୱଳନ କାର୍ୟ୍ୟକ୍ରମ
Read More...

୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍‌ କ୍ରିକେଟ : ଫାଇନାଲରେ ବ୍ଳୁ ଡାଇମଣ୍ଡ ବରଗଡ଼

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଦୁର୍ଗକୁ ୪ ‌ୱିକେଟରେ ବରଗଡ଼ ବ୍ଳୁ ଡାଇମଣ୍ଡ ଫାଇନାଲରେ ପହଞ୍ଚିଛି । ଦୁର୍ଗ ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ
Read More...

ଧର୍ମପରାୟଣ ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକର ଜଣାଶୁଣା ଆଦର୍ଶ ଶିକ୍ଷକ ସ୍ବର୍ଗତ ମୋହନ ବେହେରାଙ୍କ ଧର୍ମପତ୍ନୀ ସୁମିତ୍ରା ବେହେରାଙ୍କ ମଙ୍ଗଳବାର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା । ସେ ଗତକିଛି ଦିନ ହେଲା
Read More...

ବରଗଡ଼ ଜିଲ୍ଲାର ବନ୍ଦ ହୋଇଥିବା ୨୭୩ ସରକାରୀ ସ୍କୁଲକୁ ବିଜେଡି ସରକାର ତୁରନ୍ତ ଖୋଲନ୍ତୁ : ଆପ୍

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଜେଡ଼ି ସରକାର ନିଜ ଦୁର୍ବଳତାକୁ ଲୁଚେଇବାକୁ ଯାଇ ପୁଣି ଏକ ମିଛ ଖେଳ ଆରମ୍ଭ କରିଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ଏହାକୁ ଐତିହାସିକ ବୋଲି କହୁଛନ୍ତି ନବୀନ ସରକାର । କିନ୍ତୁ
Read More...

ଚାରିଶହ ବୋତଲ କଫ୍ ସିରପ୍ ଜବତ : ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ଖପ୍ରଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପୋଲିସ ବାହାରକୁ ଚାଲାଣ ହେଉଥିବା ଚାରିଶହ ବୋତଲ କଫ୍ ସିରପ୍ ଏବଂ ବାଇକ୍କୁ ମସିଣା ଛକରୁ ଜବତ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ବୋଡ଼େନର ଗଙ୍ଗାଧର ନାଗ ଏବଂ କୋମନାର ଟୁନା
Read More...