Daily Archives

ଯାଜପୁରର ମା’ ବିରଜା ମନ୍ଦିର ଡିସେମ୍ବର ୨୯ରୁ ଖୋଲିବ : ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲାପାଳ…

ଯାଜପୁର : ଯାଜପୁରର ମା' ବିରଜା ମନ୍ଦିର ଡିସେମ୍ବର ୨୯ରୁ ଖୋଲିବ । ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ସୂଚନା ଦେଇଛନ୍ତି । ଦୀର୍ଘ ଦଶ ମାସ ପରେ ମା' ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । କିନ୍ତୁ ଜନଗହଳିକୁ ଏଡ଼ାଇବା ଲାଗି
Read More...

ରାଜ୍ୟରେ ୩ ଜଣଙ୍କ ପ୍ରାଣହାନୀ କରୋନାରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩ ଜଣଙ୍କ କରୋନା ସଂକ୍ରମଣରେ ପ୍ରାଣହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଢେଙ୍କାନାଳ ଜିଲ୍ଲାରୁ, ବାଲେଶ୍ୱର ଜିଲ୍ଲାରୁ ଏବଂ ଭୁବନେଶ୍ୱରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା କୁହାଯାଇଛି ।
Read More...

ଆଜି ୩୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୨୮ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ବଡ଼ଦିନ : ଯୀଶୁଙ୍କ ଜନ୍ମଦିନ ଓ ଏହାର ମହତ୍ୱ

ସଚ୍ଚିଦାନନ୍ଦ ହନୁମାନ ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ । ସେ ମହାନ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ । ପ୍ରଭୁ ଇଶ୍ୱର ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ । ସେ ଯାକୁବ ବଂଶ ଉପରେ ଯୁଗ ଯୁଗ ରାଜତ୍ୱ କରିବେ
Read More...

ପ୍ରଧାନମନ୍ତ୍ରୀ ମୋଦୀ ଆଜି ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ପଠାଇବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟାହ୍ନ ୧୨ ଟାରେ କୃଷକଙ୍କ ଆକାଉଣ୍ଟକୁ ପିଏମ କିସାନ ସ‌ମ୍ମାନ ନିଧି (PM-KISAN) ଯୋଜନାର ପରବର୍ତ୍ତୀ କିସ୍ତି ପଠାଇବେ । ଏହା ଅଧୀନରେ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮୦୦୦ କୋଟି ଟଙ୍କା ପଠାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ୬ଟି
Read More...

କିସାନ ଆନ୍ଦୋଳନ ଆହୁରି ତୀବ୍ର ହେଲା : ବିକ୍ଷୋଭକାରୀମାନେ ହରିୟାଣାର ଜିନ୍ଦରେ ଟୋଲ ପ୍ଲାଜା ଫ୍ରି କଲେ

ନୂଆଦିଲ୍ଲୀ : କୃଷି ନିୟମ ବିରୁଦ୍ଧରେ ଆନ୍ଦୋଳନର ୩୦ ତମ ଦିନରେ ମଧ୍ୟ କୃଷକମାନେ ଦିଲ୍ଲୀର ସମସ୍ତ ସୀମାରେ ବିକ୍ଷୋଭ ଜାରି ରଖିଛନ୍ତି । ଗତକାଲି କେନ୍ଦ୍ର ସରକାର ପୁନର୍ବାର କୃଷକମାନଙ୍କୁ ଚିଠି ଲେଖି ଆଲୋଚନା ଟେବୁଲକୁ ଫେରିବାକୁ ନିବେଦନ କରିଥିଲେ । ସରକାରଙ୍କ ଚିଠିରେ କୁହାଯାଇଛି ଯେ, ଏହି
Read More...

ଡାକ୍ତର ସୁସ୍ମିତା ଦାଶଙ୍କ ଉଦ୍ୟମକୁ ପ୍ରଶଂସା

ବରଗଡ଼, (ନିରୋଜ କୁମାର ପାଣୀ) : ଉଭୟ ସ୍ବାମୀ ସ୍ତ୍ରୀ ଦେଖି ପାରନ୍ତି ନାହିଁ । ଏପରି ସମୟରେ ସ୍ତ୍ରୀ ଆଠ ମାସର ଗର୍ଭବତୀ, ଅସୁବିଧା କହିଲେ ନସରେ । ଏହି ଖବରଟି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଡଡ଼ଙ୍ଗାପାଲି ଗ୍ରାମର ଅଜିତ ଜାଲ ଏବଂ ତାଙ୍କ ସ୍ତ୍ରୀ ସୁଷମା ଚାନ୍ଦଙ୍କ ବିଷୟ । ଅନେକ
Read More...

କୋଭିଡ-୧୯ ଗାଇଡ଼୍‌ ଲାଇନ୍‌ ଅନୁସାରେ ରାଜ୍ୟରେ ପାଳନ ହେଉଛି ବଡ଼ଦିନ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : କୋଭିଡ-୧୯ ଗାଇଡ଼୍‌ ଲାଇନ୍‌ ଅନୁସାରେ ରାଜ୍ୟରେ ବଡ଼ଦିନ ପାଳନ ହେଉଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଥିବା ଗୀର୍ଜାରେ ଶ୍ରଦ୍ଧାଳୁ ତଥା ଖ୍ରୀଷ୍ଟ ଭାଇଭଉଣୀମାନେ ପ୍ରାର୍ଥନାରେ ଯୋଗା ଦେଇଛ‌ନ୍ତି କରୋନା କଟକଣାକୁ ଆଖିରେ ରଖି । ଦୀର୍ଘ ମାସ ପରେ
Read More...

ପାଖାପାଖି ପନିପରିବା ଦର ଆଜି ମାର୍କେଟ୍‌ରେ କେମିତି ରହିଛି, ଆସନ୍ତୁ ଜାଣିନେବା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୨୦ ଟଙ୍କା, ଭେଣ୍ଡି - ୪୦ ଟଙ୍କା, ବିମ୍‌ - ୪୦ ଟଙ୍କା, ସିମ୍ବ - ୬୦ ଟଙ୍କା, ଆଳୁ - ୩୫ ଟଙ୍କା, ପିଆଜ - ୪୦ ଟଙ୍କା,
Read More...

ଚଣ୍ଡିଭଟା ଠାରେ ଗଣ୍ଡାବଜା କଳାକାରଙ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର କଳା ସଂସ୍କୃତି ଓ ପରମ୍ପରା ସାରା ବିଶ୍ବରେ ନିଆରା । ଓଡିଶାର ଲୋକକଳା, ଲୋକନୃତ୍ୟ, ଲୋକଗୀତ, ଲୋକବାଦ୍ୟ, ଢଗଢମାଳି ସାରା ମଣିଷ ସମାଜକୁ ମନୋରଞ୍ଜନ ଦେବା ପୂର୍ବକ କଳା ସଂସ୍କୃତି କ୍ଷେତ୍ରରେ ଓଡିଶା ମାଟିର ପରିଚୟକୁ ଦ୍ବିଗୁଣିତ କରିଛି ।
Read More...